Odia News Portal
Browsing Tag

heavy-rain

ବଲାଙ୍ଗୀର ଜିଲ୍ଲାରେ ଆଜି ସ୍କୁଲ ଛୁଟି

ବଲାଙ୍ଗୀର: ରାଜ୍ୟରେ ଲଘୁଚାପ ପ୍ରଭାବରେ ଲାଗି ରହିଛି ବର୍ଷା । ଲଗାଣ ବର୍ଷାରେ ବେହାଲ ହେଲାଣି ସାରା ଓଡ଼ିଶା । ପ୍ରବଳ ବର୍ଷା ଲାଗି ରହିଥିବାରୁ ବଲାଙ୍ଗିର ଜିଲ୍ଲାରେ ଆଜି ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ସ୍କୁଲ୍ ବନ୍ଦ ରଖିବାକୁ ଜିଲ୍ଲାପାଳ ଚଞ୍ଚଳ ରାଣା ନିର୍ଦ୍ଦେଶ ଦେଇଛନ୍ତି।…

ଲଗାଣ ବର୍ଷାରେ ଭୁଶୁଡ଼ିଲା ଶହେ ବର୍ଷର କୋଠା

ବ୍ରହ୍ମପୁର: ରାଜ୍ୟରେ ବର୍ଷାର ତାଣ୍ଡବ ଜାରି ରହିଛି । କେଉଁଠି ମନ୍ଦିର ଭିତରେ ପାଣି ପଶିଲାଣି ତ ଆଉ କେଉଁଠି ପୋଲ ଭାଙ୍ଗିଲାଣି । ଏହାରି ଭିତରେ ବ୍ରହ୍ମପୁର କାମ୍ପସାହିରେ ଥିବା ଆନ୍ଧ୍ରମହିଳା ସମାବେଶର ପୂରାତନ ପାଠାଗାରର କୋଠାଟି ଲଗାଣ ବର୍ଷାରେ ଭୁଷୁଡି ପଡ଼ିଛି । ଫଳରେ ପାଠାଗାରରେ ଥିବା…

ଜଳ ସମ୍ପଦ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ୍

ଭୁବନେଶ୍ୱର: ଭିଜୁଛି ସାରା ଓଡ଼ିଶା । ଲଗାଣ ବର୍ଷାରେ ବେହାଲ ରାଜ୍ୟ । କେଉଁଠି ମନ୍ଦିର ଭିତରେ ପାଣି ପଶିଲାଣି ତ ଆଉ କେଉଁଠି ଭାଙ୍ଗିଲାଣି ପୋଲ । ଅଧିକାଂଶ ସ୍ଥାନରେ ଲୋକେ ପାଣିଘେରରେ ମଧ୍ୟ ଫସି ରହିଛନ୍ତି । ଏଭଳି ସ୍ଥିତିରେ ଜଳ ସଂପଦ ବିଭାଗର ସବୁ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି ।…

୧୭ରୁ ପୁଣି ଓଡ଼ିଶାରେ ପ୍ରବଳ ବର୍ଷିବ

ନୂଆଦିଲ୍ଲୀ: ରାଜ୍ୟରେ ପୁଣି ବର୍ଷିବ । ଆସନ୍ତା ୧୭ରୁ ରାଜ୍ୟରେ ପୁଣି କୁଟିବ । ଏନେଇ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର । ୧୭ ସୁଦ୍ଧା ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।୧୮ ତାରିଖ ସକାଳ ସୁଦ୍ଧା ଏହା ଉତ୍ତର…

୮ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଜାରି ରହିଛି ବର୍ଷା । ଅଧିା ଓଡ଼ିଶା ଏବେ ଜଳମଗ୍ନ ହୋଇଛି । ସେପଟେ ୮ ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡା, ଢେଙ୍କାନାଳ, ଗଞ୍ଜାମ ଓ ଗଜପତି । …

ଆଖଣ୍ଡଳମଣୀ ମନ୍ଦିରର ଗର୍ଭଗୃହରେ ଆଣଣ୍ଠୁଏ ପାଣି

ଭଦ୍ରକ: ଲଗାଣ ବର୍ଷାରେ ବେହାଲ ସାରା ଓଡ଼ିଶା । ପ୍ରସିଦ୍ଧ ଶୈବ ପୀଠ ଆରଡ଼ିର ଆଖଣ୍ଡଳମଣୀଙ୍କ ମନ୍ଦିରରେ ପାଣି । ଗର୍ଭଗୃହରେ ଲହଡି ମାରୁଛି ଆଣ୍ଠୁଏ ଉଚ୍ଚର ବର୍ଷା ଜଳ। ଗର୍ଭଗୃହରେ ବର୍ଷା ପାଣି ପଶିଯାଇଥିବା କାରଣରୁ ମଣି ବାବାଙ୍କ ବିଗ୍ରହର ଅର୍ଦ୍ଧାଧିକ ଭାଗ ପାଣିରେ ବୁଡ଼ିଯାଇଛି। ସେପଟେ…

କାନ୍ଥ ପଡ଼ି ୨ ମୃତ

କେନ୍ଦ୍ରାପଡ଼ା: ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ତେବେ କେନ୍ଦ୍ରାପଡ଼ାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଷୁଡ଼ି ୨ ଜଣଙ୍କ ମୃତୁ୍ୟ ହୋଇଛି । ମୃତକ ଦ୍ୱୟ ବୃଦ୍ଧବୃଦ୍ଧା ବୋଲି ଜଣାପଡ଼ିଛି । ପାଟକୁରା ଥାନା ଅନ୍ତର୍ଗତ ବଡ଼ବେତର ଗାଁର ବୃଦ୍ଧ ଅଭୟ…

ରାଜଧାନୀରେ ରେକର୍ଡ କଲା ବର୍ଷା

ଭୁବନେଶ୍ୱର: ବଙ୍ଗୋପସାରରେ ସୃଷ୍ଟି ହୋଇଛି ଲଘୁଚାପ । ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ରାଜଧାନୀ ଭୁବନେଶ୍ୱରରେ ରବିବାର ବାଦଲ ଫଟା ବର୍ଷା ହୋଇଛି । ସକାଳ ୮.୩୦ ରୁ ଆଜି ପାହାନ୍ତା ୪.୩୦ ମଧ୍ୟରେ ୧୯୫.୦ ମିଲିଲିଟର୍ ବର୍ଷା ହେବାରୁ ଭୁବନେଶ୍ବର ତା'ର ସର୍ବକାଳୀନ ସେପ୍ଟେମ୍ବର ବର୍ଷା…

୭ ଜିଲ୍ଲାରେ ପ୍ରବଳ କୁଟିବ

ଭୁବନେଶ୍ୱର: ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିଛି ବର୍ଷା । ଏନେଇ ରାଜ୍ୟର ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ । ଏହି ଜିଲ୍ଲା ଗୁଡ଼ିକ ମଧ୍ୟରେ ପୁରୀ, ଖୋର୍ଦ୍ଧା, କଟକ,…

ଘନିଭୂତ ହେଉଛି ଲଘୁଚାପ, ରାଜ୍ୟରେ ପ୍ରବଳ ଛେଚିବ

ଭୁବନେଶ୍ୱର:ସକାଳୁ ସକାଳୁ କୁଟୁଛି ବର୍ଷା । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଆରମ୍ଭ ହୋଇଗଲାଣି ବର୍ଷା । ସେପଟେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହେଉଛି । ୱେଲ୍ ମାର୍କଡ ଲୋ ପ୍ରେସରରେ ପରିଣତ ହେଉଛି ଲଘୁଚାପ । ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବେଙ୍ଗୋପସାଗରରେ ପରିଣତ ହେଲା…