Odia News Portal
Browsing Tag

Hijab controversy

ହିଜାବ ବିବାଦ:ପରୀକ୍ଷା ଦେଇନଥିବା ଛାତ୍ରଛାତ୍ରୀଙ୍କୁ ଆଉ ମିଳିବନି ସୁଯୋଗ

ହିଜାବକୁ ବିରୋଧ କରି ପରୀକ୍ଷା ଦେଇନଥିବା ଛାତ୍ରୀଙ୍କୁ ପୁଣିଥରେ ପରୀକ୍ଷା ଦେବାକୁ ମିଳିବନି ଅନୁମତି। ସେମାନଙ୍କ ପାଇଁ ପୁଣିରେ ପରୀକ୍ଷା ଆୟୋଜିତ ହେବ ନାହିଁ ବୋଲି ମନା କଲେ ଶିକ୍ଷା ମନ୍ତ୍ରୀ। କର୍ଣ୍ଣାଟକର ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ବିସି ନାଗେଶ ଏଭଳି ଘୋଷଣା କରିଛନ୍ତି।…

ହିଜାବ ମାମଲା: ଓକିଲଙ୍କ ଅଜବ ଯୁକ୍ତି

କର୍ଣ୍ଣାଟକରେ ହିଜାବ ବିବାଦ ଥମିବାର ନା ନେଉଁନାହିଁ। ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବାକୁ ମୁସଲମାନ ଛାତ୍ରୀମାନଙ୍କୁ ଅନୁମତି ଦିଆଯାଉ ବୋଲି କୋର୍ଟରେ ଆବେଦନ କରାଯାଇଛି। ମାମଲାରେ କୋର୍ଟରେ ଶୁଣାଣି ଜାରି ରହିଛି। ଏନେଇ ଆବେଦକଙ୍କ ଓକିଲ ବିନୋଦ କୁଲକର୍ଣ୍ଣି କୋର୍ଟରେ କହିଛନ୍ତି ଯେ ହିଜାବ…

ହିଜାବ ବିବାଦକୁ ନେଇ କର୍ଣ୍ଣାଟକ ହାଇକୋର୍ଟରେ ଶୁଣାଣି ଜାରି

କର୍ଣ୍ଣାଟକ ହିଜାବ ବିବାଦକୁ ନେଇ ହାଇକୋର୍ଟରେ ଶୁଣାଣି ଜାରି ରହିଛି। ତେବେ ଶୁଣାଣି ପୂର୍ବରୁ ହାଇକୋର୍ଟ ଗଣମଧ୍ୟାମ କୁ ଅପିଲ କରିଛନ୍ତି ଯେ ଏଭଳି ସମ୍ଭେଦନଶୀଳ ମାମଲାରେ ମିଡିଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଅନ୍ୟପଟେ ନିର୍ବାଚନ ସମୟରେ ଅଭିଯୋଗକାରୀଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ…