Odia News Portal
Browsing Tag

international

ଫିଲିପାଇନ୍ସର ନିଃସଙ୍ଗ କର୍ମଚାରୀଙ୍କୁ ମିଳିଲା ‘ଭାଲେଣ୍ଟାଇନ୍ସ୍ ଡେ’ର ଉପହାର

ଫିଲିପ୍ପିନ୍‌ସ୍‌ର କ୍ବେଜନ୍ ପ୍ରଦେଶ ଅନ୍ତର୍ଗତ ଜେନେରାଲ୍ ଲୁନା ନଗରୀର ଜଣେ ଆଜୀବନ ଅବିବାହିତ ମେୟର୍ ଟାଉନ୍ ହଲ୍‌ରେ କାର୍ଯ୍ୟରତ ନିଃସଙ୍ଗ କର୍ମଚାରୀଙ୍କ ପାଇଁ ମଙ୍ଗଳବାର ଦିନ ‘ଭାଲେଣ୍ଟାଇନ୍ସ୍ ଡେ’ ଅବସରରେ ବୋନସ୍ ଦେଇଛନ୍ତି।୫ ବର୍ଷରୁ ଅଧିକ କାଳ ଧରି ନିଃସଙ୍ଗ ଥିବା କର୍ମଚାରୀମାନଙ୍କୁ…

କରୋନାର ନୂଆ ଭାରିଆଣ୍ଟକୁ ନେଇ ସତର୍କ

ରଙ୍ଗ ବଦଳାଇବାରେ ମାହିର କରୋନାର ନୂଆ ଭାରିଆଂଟ ଅମିକ୍ରନ ସାମ୍ନାକୁ ଆସିବା ପରେ ସତର୍କ ହୋଇଛନ୍ତି ସରକାର । ନୂଆ ଭାଂରିଆଟ ଯେଉଁ ଦେଶରେ ବିପଦ ସୃଷ୍ଟି କରିଛି, ସେହି ଦେଶରୁ ଯାତ୍ରୀ ଆସିଲେ ସେମାନଙ୍କ କୋଭିଡ ଟେଷ୍ଟ ହେବ । ଯେଉଁମାନଙ୍କ ରିପୋର୍ଟ ପଜିଟିଭି ଆସିବ ସେମାନଙ୍କ ନମୁନା ଜେମନ…

ଡିସେମ୍ବର ୧୫ରୁ ଆନ୍ତର୍ଜାତୀୟ ବିମାନ ଉଡାଣ ଆରମ୍ଭ

ଆସନ୍ତା ଡିସେମ୍ବର ୧୫ରୁ ଦେଶରେ ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା। କେବଳ ୧୪ଟି ଦେଶ ପାଇଁ ଭାରତ ଏହି ସେବା ଆରମ୍ଭ ହୋଇପାରେ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ସଂକ୍ରମଣ ଆରମ୍ଭରୁ ପର୍ଯ୍ୟାୟକ୍ରମେ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ…