Odia News Portal
Browsing Tag

jajpur district

ଯାଜପୁରର ରଘୁନାଥ ମନ୍ଦିରରେ ପ୍ରଭୁ ରଘୁନାଥଙ୍କ ଜନ୍ମୋତ୍ସବ….

ଯାଜପୁର: ଐତିହର ବାର୍ତ୍ତାବହ ଯାଜପୁରର ରଘୁନାଥ ମନ୍ଦିର । ଯାଜପୁର ସହର ବୈତରଣି ନଦୀ କୂଳରେ ରଘୁନାଥ ମନ୍ଦିର ରହିଛି। ପୁରାଣ ଅନୁସାରେ ପବିତ୍ର ରାମନବମୀ ଦିନ ପ୍ରଭୁଙ୍କ ଜନ୍ମ ଦିନ ପାଳନ କରାଯାଏ । ଏହି ଦିନ ଭୋର ଚାରିଟାରେ ପୂଜକ ପ୍ରଥମେ ଠାକୁରଙ୍କୁ ସ୍ନାନ କରନ୍ତି। ଏହାପରେ ପଞ୍ଚମ…

ଖରସ୍ରୋତାରେ ବୁଡି ଚାଲିଗଲା ଦୁଇ ଭାଇଙ୍କ ଜୀବନ

ଯାଜପୁର: ଖରସ୍ରୋତା ନଦୀରେ ବୁଡି ଚାଲିଗଲା ଦୁଇ ଭାଇଙ୍କ ଜୀବନ । ଏହିଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ଯାଜପୁର ଜିଲ୍ଲା ରସୁଲପୁର ନିକଟ ଚିନ୍ତାପଲ୍ଲି ଗାଁରେ | ଦୁଇ ଭାଇଙ୍କ ମୃତ୍ୟୁକୁ ନେଇ ଗାଁ'ରେ ଶୋକର ଲହରି ଖେଳିଯାଇଛି ।ତେବେ ମୃତକ ଦୁଇ ଭାଇ ହେଉଛନ୍ତି ଚିନ୍ତାପଲ୍ଲୀ ଗାଁର ଦୀନବନ୍ଧୁ…

ଆଦିବାସୀ ସାହିରେ ଅପହଞ୍ଚ ସରକାରୀ ଯୋଜନା

ଯାଜପୁର: ଆଦିବାସୀ ସାହିର ବସ୍ତିବାସିନ୍ଦା ମାନଙ୍କ ଲାଗି ସମ୍ପୂର୍ଣ୍ଣ ଅପହଞ୍ଚ ସରକାରଙ୍କ ଆବାସ ଯୋଜନା | ବ୍ୟାସନଗର ପୌରାଞ୍ଚଳ ୱାର୍ଡ଼ ନମ୍ବର ୨୫ ଚୁନଭାଟି ପ୍ଲଟ ଆଦିବାସୀ ସାହିର ବସ୍ତିବାସିନ୍ଦା ମାନଙ୍କ ଲାଗି ସରକାରଙ୍କ ଆବାସ ଘର ଯୋଜନା ପହଞ୍ଚି ପାରିନାହିଁ | ସେହିଭଳି ସମ୍ପୂର୍ଣ୍ଣ…

ପ୍ରେମିକ ଆସିଲା ବାବା ବେଶରେ, ତା’ପରେ…..

ଯାଜପୁର: ପ୍ରେମିକା ପାଇଁ ଧାରଣ କରିଥିଲେ ବାବା ବେଶ କିନ୍ତୁ ପିଲାଚୋର ଭାବିନେଲେ ଲୋକ | ଯାଜପୁର ରୋଡ୍ ଥାନା ଫେରୋକ୍ରୋମ ଗେଟ କଲୋନୀରେ ପ୍ରେମିକା ଘରକୁ ବାବା ବେଶରେ ଆସି ହଟହଟା ହୋଇଛନ୍ତି ଯୁବକ । ସୂଚନା ଅନୁସାରେ ପ୍ରେମିକାର ବାହାଘର ଠିକ୍ ହୋଇଯିବା ପରେ ଯୁବକ ଜଣଙ୍କ ବାବା ବେଶ ଧାରଣ…

ମୃତ୍ୟୁ ରହସ୍ୟ ଖୋଲିବ ବଏଫ୍ରେଣ୍ଡ୍

ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଗିରଫ ହେଲା ବଏଫ୍ରେଣ୍ଡ୍ ରାକେଶ ସ୍ୱାଇଁ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପୋଲିସ ମୃତ ଝରାଫୁଲଙ୍କ ବଏଫ୍ରେଣ୍ଡ୍ ରାକେଶ ସ୍ୱାଇଁଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରିଛି ।ତେବେ ଗିରଫ ପରେ ରାକେଶକୁ ଏୟାର ଫିଲ୍ଡ ପୋଲିସ…

ଝରାଫୁଲ ମର୍ଡର୍ ମିଷ୍ଟ୍ରି: ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ମାମଲାରେ ଅଭିଯୁକ୍ତ ଗିରଫ। ପୋଲିସ୍ ହାତରେ ଧରାପଡ଼ିଛି ଅଭିଯୁକ୍ତ ରାକେଶ ସ୍ୱାଇଁ। ପୋଲିସ ତାକୁ ଏୟାରଫିଲ୍‌ଡ ଥାନା ଅଞ୍ଚଳରୁ ଅଟକ ରଖିଛି। ସିସିଟିଭିରେ ଥିବା ପଛ ସ୍କୁଟି ଆରୋହୀ ରାକେଶ ବୋଲି ପୋଲିସ ଖବର…

ସମଲିଙ୍ଗୀ ବିବାହ ପାଇଁ ମହାଭାରତ

ଯାଜପୁର: ସମଲିଙ୍ଗୀ ବିବାହକୁ ନେଇ ଦୁଇ ପରିବାର ମଧ୍ୟରେ ଉତ୍ତେଜନା । ଜୀବନ ଉପରେ ବିପଦରେ ଅଛି କହି ଥାନାରେ ଆଶ୍ରୟ ନେଲେ ସମଲିଙ୍ଗୀ ଦମ୍ପତି । ଦୀର୍ଘ ଦୁଇ ବର୍ଷ ଧରି ସମ୍ପର୍କରେ ଥିଲେ ଏହି ଦମ୍ପତି । ଦୁଇଜଣ ଦୁଇଜଣକୁ ପାଇ ସୁଖରେ ସଂସାର ଗଢ଼ିବା ପରେ ପରିବାର ଲୋକ କାହିଁକି ବିରୋଧ କରୁଛନ୍ତି…

ମା’ ଧନକର ପୀଠରେ ମକର ଉତ୍ସବ

ଯାଜପୁର: ଯାଜପୁର ଜିଲ୍ଲାର ବ୍ୟାସନଗର ପୌରାଞ୍ଚଳ ସ୍ଥିତ କଲେଜ ଛକରେ ଠାରେ ମା' ଧନକର ବିଜେ ପୀଠରେ ବାର୍ଷିକ ମକର ଉତ୍ସବ ପାଳନ । ସର୍ବ ପୁରାତନର ଏହି ଉତ୍ସବକୁ ସ୍ଥାନୀୟ ଲୋକଙ୍କ ମିଳିତ ଉଦ୍ୟମରେ ଏବଂ ଡା. ଅରୁଣ କୁମାର ବିଶ୍ୱାଳଙ୍କ ତତ୍ୱାବଧାନରେ ସରକାରଙ୍କ କୋଭିଡ କଟକଣା ନିୟମକୁ ମାନି…