Odia News Portal
Browsing Tag

jayapur

ଚାକିରି ଦେବା ନାଁ ରେ ୨୦ ଲକ୍ଷ ଠକେଇ

ଜୟପୁର: ଚାକିରୀ ଦେବା ନାଁରେ ଜୟପୁରରେ ବଡ ଧରଣର ଠକେଇ। ପ୍ରାୟ ୧୦୦ ଜଣଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ସୁବାଷ ଚୌଧୁରୀଙ୍କୁ ପୋଲିସ ଗିରଫ କରିଛି । ତାଙ୍କ ଠାରୁ ୧୪ ଲକ୍ଷ ୭୪ ହଜାର ୯୫୦ ଟଙ୍କା ଜବତ କରାଯାଇଛି । ଏହା ସହ ନକଲି ନିଯୁକ୍ତି…

ଖୁବଶୀଘ୍ର ଜୟପୁରରେ ଉଡ଼ିବ ବିମାନ

ଭୁବନେଶ୍ୱର: ଅତିଶୀଘ୍ର ଜୟପୁରରେ ଉଡ଼ିବ ବିମାନ । ଏନେଇ ଯୋଜନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି କହିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ତେବେ ଏହି ଉଡ଼ାନ ଯୋଜନାରେ ଦୁଇଟି ସ୍ଥାନରୁ ବିମାନ ଉଡ଼ିବ ବୋଲି ସୂଚନାରୁ ଜଣାପଡ଼ିଛି । ଜୟପୁର ଏବଂ ରଙ୍ଗେଇଲୁଣ୍ଡା ଏହି ଦୁଇ ସ୍ଥାନରୁ ଉଡ଼ିବ ବିମାନ…

ଟ୍ୟୁସନ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ କରୁଥିଲେ ଶିକ୍ଷକ, ଅଭିଯୋଗ କଲେ ସ୍ତ୍ରୀ

ଜୟପୁର: ଶିକ୍ଷକଙ୍କ କଳାକାରନାମା । ଘରକୁ ଟ୍ୟୁସନ କରାଇବାକୁ ଡାକି ଛାତ୍ରୀଙ୍କୁ କରୁଥିଲେ ଅସଦାଚରଣ । ଏକାଧିକ ଛାତ୍ରୀଙ୍କ ସହ ଏଭଳି କାର୍ଯ୍ୟ କରୁଥିବା କଥା ଜାଣିବା ପରେ ଶିକ୍ଷକଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।…

ରାଜସ୍ଥାନରେ ୧୧୦ ପାରକଲା ପେଟ୍ରୋଲ ଦର

ଜୟପୁର: ପ୍ରତିଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର । ଯାହାକୁ ନେଇ ନିମ୍ନ ମଧ୍ୟବିତ ପରିବାର ଲୋକେ ଚିନ୍ତାରେ ଅଛନ୍ତି । ଦେଶରେ ପ୍ରତିଦିନ ପେଟ୍ରୋଲ, ଡିଜେଲ ଦର ବୃଦ୍ଧିପାଇ ଶେଷରେ ଏବେ ବିସ୍ଫୋରକ ସ୍ଥିତିରେ ପହଞ୍ଚିଛି । ପେଟ୍ରୋଲ ଲିଟର ପିଛା ୧୧୦ ଟଙ୍କା ଟପିଯାଇଛି ।…

ଅକ୍ସିଜେନ ଟ୍ରକରେ ଗଞ୍ଜେଇ

କୋରାପୁଟ: ଲକଡାଉନରେ ମାତିଛନ୍ତି ନିଶା ବେପାରୀ । ପ୍ରତିଦିନ ଜବତ ହେଉଛି କୋଟି କୋଟି ଟଙ୍କାର ମାଦକ ଦ୍ରବ୍ୟ । ତେବେ ଏଡାରି ଭିତରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଦୃଶ୍ୟ ନଜରକୁ ଆସିଛି । ଅକ୍ସିଜେନ ଟ୍ରକରେ ଗଞ୍ଜେଇ ଲୋଡ ହୋଇ ଯାଉଥିଲା । ଶେଷରେ ପୋଲିସ ହାବୁଡ଼ରେ ଧରାପଡ଼ିଛି । କୋରାପୁଟ ଜିଲ୍ଲା…