Odia News Portal
Browsing Tag

Jspl

ଜେଏସପିଏଲ ଦ୍ୱାରା ଉତ୍ପାଦିତ ନୂତନ ଗ୍ରେଡ଼ ରେଳକୁ ଭାରତୀୟ ରେଳବାଇର ଅନୁମୋଦନ

ଭୁବନେଶ୍ୱର() ପ୍ରଥମ ଏବଂ ଏକମାତ୍ର ଭାରତୀୟ କମ୍ପାନୀ ଭାବରେ ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲି (ଜେଏସପିଏଲ) ଉଚ୍ଚ ଗତି ଏବଂ ହାଇ-ଏକ୍ସଲ ଲୋଡ୍ ପ୍ରୟୋଗ ପାଇଁ ଉପଯୁକ୍ତ ୬୦ଇ ୧୧୧୭୫ ହିଟ୍ ଟ୍ରିଟେଡ୍ (ଏଚଟି) ରେଲ୍କୁ ସଫଳତାର ସହିତ ବିକଶିତ କରିଛି । ଭାରତୀୟ ରେଳବାଇର…

ଇସ୍ପାତ ନିର୍ମାଣରେ ଆତ୍ମନିର୍ଭର ହେବାପାଇଁ ଶିଳ୍ପସଂସ୍ଥାକୁ କଞ୍ଚାମାଲର ଉପଲବ୍ଧତା ଗୁରୁତ୍ତ୍ୱପୂର୍ଣ : ନବୀନ ଜିନ୍ଦଲ

ଭୁବନେଶ୍ୱର() ଇସ୍ପାତ ନିର୍ମାଣରେ ଆତ୍ମନିର୍ଭର ହେବା ପାଇଁ ପ୍ରମୁଖ କଞ୍ଚାମାଲର ନିରବଚ୍ଛିନ୍ନ ଉପଲବ୍ଧତା ଏବଂ ବ୍ୟବସାୟ ପାଇଁ ଅନୁକୂଳ ପରିବେଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ଦ୍ୱାରା ଅକ୍ଟୋବର ୧୫, ୨୦୨୦ ରେ ଆୟୋଜିତ ଏକ ଇ-ସମ୍ମିଳନୀରେ ଜିନ୍ଦଲ…

ଜେଏସପିଏଲର ଟି ଆର ବି ଖଣି କୁ ଫିମି ଉତ୍କୃଷ୍ଟତା ପୁରସ୍କାର

ଟେନସା()  ସୁନ୍ଦରଗଡ଼ ଜିଲ୍ଲା ଟେନସା ଠାରେ ଥିବା ଜିନ୍ଦଲ୍ ଷ୍ଟିଲ ଏଣ୍ଡ୍ ପାୱIର ଲିମିଟେଡ୍ (ଜେଏସପିଏଲ୍) ର ଟି ଆର ବି ଲୌହ ଖଣି ଫିମି ଉତ୍କୃଷ୍ଟତା ପୁରସ୍କାର ଲାଭ କରିଛି  । ଉତ୍ତମ ଖଣି ପରିଚାଳନା ସହ ପରିବେଶ ସନ୍ତୁଳନ ଏବଂ ସବୁ କ୍ଷେତ୍ର ରେ ପାରଦର୍ଶୀତା ପାଇଁ ଫେଡେରେସନ ଅଫ ଇଣ୍ଡିଆନ…

ଜେଏସପିଏଲର ୩୦ ପ୍ରତିଶତ ଅଧିକ ଇସ୍ପାତ ବିକ୍ରୟ

ନୂଆଦିଲ୍ଲୀ() ଆର୍ଥିକ ବର୍ଷ ୨୦୨୦ର ଦ୍ଵିତୀୟ ତ୍ରୈମାସ ତୁଳନାରେ ଆର୍ଥିକ ବର୍ଷ ୨୦୨୧ ଦ୍ଵିତୀୟ ତ୍ରୈମାସରେ ରେକର୍ଡ ୩୦ ପ୍ରତିଶତ ଅଧିକ ଇସ୍ପାତ ବିକ୍ରୟ କରି ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲି (ଜେଏସପିଏଲ) ତାର ଅଭିବୃଦ୍ଧି ଜାରି ରଖିଛି । ଗତ ଆର୍ଥିକ ବର୍ଷ ଦ୍ଵିତୀୟ ତ୍ରୈମାସରେ ଜେଏସପିଏଲ…

ଭାରତର ପ୍ରଥମ ଘରୋଇ କମ୍ପାନୀ ଭାବରେ ଜେଏସପିଏଲକୁ ଭାରତୀୟ ଯୋଗାଣକାରୀର ମାନ୍ୟତା

ନୂଆଦିଲ୍ଲୀ () ଭାରତର ପ୍ରଥମ ଘରୋଇ କମ୍ପାନୀ ଭାବରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ଼ (ଜେଏସପିଏଲ) ଭାରତୀୟ ରେଳବାଇର ଆଗାମୀ ତଥା ଚାଲୁଥିବା ପ୍ରକଳ୍ପଗୁଡିକ ପାଇଁ ନିୟମିତ ରେଳ ଯୋଗାଣକାରୀର ମାନ୍ୟତା ହାସଲ କରିଛି । ରେଳବାଇ ବୋର୍ଡ ଅଧୀନରେ କାର୍ଯ୍ୟକରୁଥିବା ରିସର୍ଚ୍ଚ ଡିଜାଇନ୍ସ ଆଣ୍ଡ…

ଜେଏସପିଏଲକୁ ସମ୍ମାନଜନକ ଗ୍ରୀନ୍ ଟେକ୍ ସିଏସଆର ଇଣ୍ଡିଆ 2020 ପୁରସ୍କାର

ନୂଆଦିଲ୍ଲୀ / ଭୁବନେଶ୍ୱର() ସିଏସଆର କାର୍ଯ୍ୟକ୍ରମ ଅଧୀନରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)କୁ ଗ୍ରୀନ୍ ଟେକ୍ ସିଏସ୍ଆର୍ ଇଣ୍ଡିଆ 2020 ପୁରସ୍କାର ପ୍ରଦାନ କରାଯାଇଛି । ଗ୍ରୀନ୍ ଟେକ୍ ଫାଉଣ୍ଡେସନ୍ ଦ୍ୱାରା ଅନଲାଇନ…