ବିସ୍ଫୋରଣର ପ୍ରତିଶୋଧ ନେଲା ଆମେରିକା
କାବୁଲ: କାବୁଲ ଏୟାରପୋର୍ଟ ବାହାରେ ଗୁରୁବାର ଆଇଏସଆଇଏସ କେ ଆତଙ୍କବାଦୀମାନେ ବିସ୍ଫୋରଣ କରିଥିଲେ । ଯେଉଁଥିରେ ଅନେକ ଲୋକଙ୍କ ଜୀବନ ଯାଇଥିଲା । ତେବେ ଏହି ବିସ୍ଫୋରଣରେ ଆମେରିକା ସୈନ୍ୟଙ୍କ ପ୍ରାଣ ମଧ୍ୟ ଯାଇଥିଲା । ତେବେ ଆଜି ସକାଳେ ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟ୍ ବିରୋଧରେ ଡ୍ରୋନ!-->…