Odia News Portal
Browsing Tag

kabul

କାବୁଲ ଡାକ୍ତରଖାନା ଉପରେ ଆକ୍ରମଣରେ ତାଲିବାନ କମାଣ୍ଡର ମୃତ

କାବୁଲ: କାବୁଲ ସେନା ହସପିଟାଲ ବିସ୍ଫୋରଣରେ ତାଲିବାନ ସେନାର ଜଣେ ଶୀର୍ଷ କମାଣ୍ଡର ମୃତ। ହକ୍କାନୀ ନେଟୱର୍କ ନେତା ଓ ବଦ୍ରି କର୍ପସ ସ୍ପେଶାଲ ଫୋର୍ସ ଅଧିକାରୀ ହମ୍‌ଦୁଲ୍ଲାହ ମୋଖଲିସ ନିହତ ହୋଇଥିବା ସୂଚନା ମିଳିଛି। ତାଲିବାନର କାବୁଲ ଦଖଲ ପରେ କୌଣସି ଶୀର୍ଷ ନେତା ପ୍ରାଣ ହରାଇଛନ୍ତି। ସେନା…

ପୁଣି ତାଲିବାନିଙ୍କ ବର୍ବରତା, ୧୩ ଜଣଙ୍କୁ ହତ୍ୟା

କାବୁଲ: ଆଫଗାନିସ୍ତାନ ଦଖଲ କରିବା ପରେ ତାଲିବାନ ପ୍ରତିଶ୍ରୁତି ଦେଇ କହିଥିଲା ଯେ ସେମାନେ ଆଉ ନିଜ କଠୋର ମୌଳବାଦୀ ନିୟମ କାନୁନ ଲାଗୁ କରିବେନି । ଲୋକଙ୍କ ଅଧିକାର ଓ ସ୍ବାଧୀନତାକୁ ସମ୍ମାନ ଦିଆଯିବ । କିନ୍ତୁ ତାଲିବାନର ଏହି ପ୍ରତିଶ୍ରୁତି ଯେ କେବଳ ଏକ ପାଣିର ଗାର ଥିଲା ତାହା ସମ୍ପ୍ରତି ଏକ…

କାବୁଲରୁ ଉଡ଼ିବ ବିମାନ

କାବୁଲ: ଆଫଗାନିସ୍ତାନରେ ଏବେ ତାଲିବାନ ରାଜୁତି । ତାଲିବାନିମାନେ ଆଫଗାନିସ୍ତାନକୁ ଅକ୍ତିଆର କରିବା ପରେ ଖେଳିଯାଇଛି ଭୟର ବାର୍ତ୍ତାବରଣ । ବିମାମ ଯାତ୍ରା ଉପରେ ଲଗାଯାଇଥିଲା କଟକଣା । ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ କାବୁଲ ବିମାନବନ୍ଦର ବର୍ତ୍ତମାନ ସମ୍ପୂର୍ଣ୍ଣ କାର୍ୟ୍ୟକ୍ଷମ ହୋଇଛି…

କ୍ଷମା ମାଗିଲା ଆମେରିକା

କାବୁଲ୍‌ରେ ସନ୍ଦିଗ୍ଧ ‘ଇସ୍‌ଲାମିକ୍‌ ଷ୍ଟେଟ୍‌’ ଆତଙ୍କବାଦୀଙ୍କ ଉପରେ ଡ୍ରୋନ୍‌ ଆକ୍ରମଣ କରିବା ବେଳେ ‘ଭୁଲ୍‌’ କରିପକାଇଥିବା କଥା ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ଶୀର୍ଷସ୍ତରୀୟ ଜେନେରାଲ୍‌ ଶୁକ୍ରବାର ଦିନ ସ୍ବୀକାର କରିଛନ୍ତି। ଗତ ମାସରେ ସଙ୍ଗଠିତ ଉପରୋକ୍ତ ଆକ୍ରମଣରେ ଆତଙ୍କବାଦୀଙ୍କ…

ତାଲିବାନରେ ଜାରିହେଲା ଫତୱା

କାବୁଲ: ତାଲିବାନ ଆତଙ୍କି ଗୋଷ୍ଠୀ ଆଫଗାନିସ୍ତାନରେ ସରକାର ଗଠନ ଘୋଷଣା କରିବାର ଦିନକ ପରେ ନିଜର କଠୋର ଶାସନ ଆରମ୍ଭ କରିଦେଇଛନ୍ତି। ତାଲିବାନର ଆତଙ୍କରାଜ ସହିତ ପାକିସ୍ତାନୀ ଆତଙ୍କି ଗୋଷ୍ଠୀ ଏବଂ ପାକ ସୈନ୍ୟମାନେ ଆଫଗାନିସ୍ତାନରେ ଉପସ୍ଥିତ ରହି ପଞ୍ଜଶିରରେ ଲଢେଇ କରିବା ଏବଂ ତାଲିବାନକୁ…

ଗୁଳି ମାଡ଼ରେ ବରଦାର ଆହତ

କାବୁଲ :ଆଫଗାନିସ୍ତାନରେ ସତ୍ତାକୁ ନେଇ ଘମାଘୋଟ ଲଢେଇ ଆରମ୍ଭ ହୋଇଛି । ତାଲିବାନ ଓ ହକ୍କାନୀ ନେଟ୍ୱାର୍କ ମଧ୍ୟରେ ଗୁଳିମାଡ ଆରମ୍ଭ ହୋଇଯାଇଛି । ଏହି ଗୁଳିମାଡରେ ଆହତ ହୋଇଛନ୍ତି ତାଲିବାନ ସଂଗଠନର ମୁଖ୍ୟ ମୁଲ୍ଲା ଅବଦୁଲ୍ଲ ବରଦାର । ସୂଚନା ଅନୁଯାୟୀ ତାଲିବାନ ଆଫଗାନିସ୍ତାନକୁ ଜବରଦଖଲ କରିବା…

କାବୁଲରେ ଆମେରିକାର ଏୟାର ଷ୍ଟ୍ରାଇକ୍

କାବୁଲ: କାବୁଲ ବିମାନ ବନ୍ଦର ନିକଟରେ ଆମେରିକାର ଏୟାର ଷ୍ଟ୍ରାଇକ୍ । ଆମେରିକା ଏୟାର ଷ୍ଟ୍ରାଇକ୍ କରିଥିବା ନେଇ ଆନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରଏଟର୍ସ ସୂତ୍ର ପକ୍ଷରୁ ପ୍ରକାଶ କରାଯାଇଛି । ଆଇଏସଆଇଏସ-କେ ଆତଙ୍କବାଦୀଙ୍କୁ ଲକ୍ଷ୍ୟ କରି ଏୟାର ଷ୍ଟ୍ରାଇକ୍ କରାଯାଇଥିବା ପ୍ରକାଶ କରାଯାଇଛି…

ପୁଣି କାବୁଲରେ ବଡ଼ ଧରଣର ବିସ୍ଫୋରଣ

କାବୁଲ: ପୁଣି କାବୁଲରେ ଏକ ବଡ଼ ଧରଣର ବିସ୍ଫୋରଣ । କାବୁଲ ବିମାନବନ୍ଦର ନିକଟ ଖାଜେ ବାଗ୍ରା ଆବାସିକ ଅଞ୍ଚଳରେ ଥିବା ଏକ ଘରେ ରକେଟ ଗୁଳି ଚଳାଇଛି। ଯେଉଁ ଘରେ ଏହି ରକେଟ୍ ପଡିଛି ସେହି ଘରେ ଏକ ଶିଶୁର ମୃତ୍ୟୁ ଘଟିଛି। ତିନି ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆଫଗାନିସ୍ତାନ ଗଣମାଧ୍ୟମ…

କାବୁଲରେ ଫସି ରହିଛନ୍ତି ୨୦ରୁ ଅଧିକ ଭାରତୀୟ

କାବୁଲ: ଆସନ୍ତା ୨୪ରୁ ୩୬ ଘଣ୍ଟା ମଧ୍ୟରେ କାବୁଲରେ ଆଉ ଏକ ଆତଙ୍କବାଦୀ ଆକ୍ରମଣ ହେବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସତର୍କ କରାଇଛନ୍ତି । ତେବେ ଏହାରି ଭିତରେ ଆସିଛି ଏଭଳି ଏକ ଖବର କି, ୨୦ରୁ ଅଧିକ ଭାରତୀୟ କାବୁଲରେ ଫସି ରହିଛନ୍ତି । ତେବେ ଏମାନେ କିପରି ଭାବରେ ସୁରକ୍ଷିତ ଭାବେ…

ବିସ୍ଫୋରଣର ପ୍ରତିଶୋଧ ନେଲା ଆମେରିକା

କାବୁଲ: କାବୁଲ ଏୟାରପୋର୍ଟ ବାହାରେ ଗୁରୁବାର ଆଇଏସଆଇଏସ କେ ଆତଙ୍କବାଦୀମାନେ ବିସ୍ଫୋରଣ କରିଥିଲେ । ଯେଉଁଥିରେ ଅନେକ ଲୋକଙ୍କ ଜୀବନ ଯାଇଥିଲା । ତେବେ ଏହି ବିସ୍ଫୋରଣରେ ଆମେରିକା ସୈନ୍ୟଙ୍କ ପ୍ରାଣ ମଧ୍ୟ ଯାଇଥିଲା । ତେବେ ଆଜି ସକାଳେ ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟ୍ ବିରୋଧରେ ଡ୍ରୋନ…