Odia News Portal
Browsing Tag

kabul

କାବୁଲ ଏୟାରପୋର୍ଟ ଗେଟରେ ବିସ୍ଫୋରଣ

କାବୁଲ: କାବୁଲ ଏୟାରପୋର୍ଟ ବାହାରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି ବିସ୍ଫୋରଣ ହେବା ମାତ୍ରେ ଲୋକେ ଦୌଡିଥିବା ବେଳେ ଅନେକ ଆହତ ହୋଇଥିବା ଆଶଙ୍କା କରାଯାଉଛି । ପରିସ୍ଥିତି ବର୍ତମାନ ସେଠାରେ ସଙ୍ଗୀନ ହେବାରେ ଲାଗିଛି । ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ଭାରତ, ଆମେରିକା…

କାବୁଲରୁ ଫେରିଲେ ୧୬୮ ଭାରତୀୟ

ନୂଆଦିଲ୍ଲୀ: ଆଫଗାନିସ୍ତାନର ତାଲିବାନ ଦଖଲ ପରେ ସେଠାରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ଥଇଥାନ ପ୍ରକ୍ରିୟା ଚାଲିଛି। ଦୋହା ଦେଇ ୧୬୮ ଭାରତୀୟ ନାଗରିକଙ୍କୁ ନେଇ ଏକ ବାୟୁସେନା ବିମାନ ଆଜି ଗାଜିଆବାଦରେ ହିନ୍ଦନ ଏୟାରବେସରେ ପହଞ୍ଚିଛି। ଏହି ବିମାନଟି ସକାଳେ ନିଜେ କାବୁଲରୁ ଭାରତ ଅଭିମୁଖେ…

ଭାରତୀୟଙ୍କୁ ଉଠାଇ ନେଲା ତାଲିବାନ !

କାବୁଲ: କାବୁଲ ଏୟାରପୋର୍ଟରୁ ୧୫୦ ଜଣଙ୍କୁ ଉଠାଇ ନେଲେ ତାଲିବାନୀ ଆତଙ୍କି । ତେବେ ଏମାନଙ୍କ ମଧ୍ୟରେ ଅନେକ ଭାରତୀୟ ଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ କରାଯାଉଛି । କାବୁଲ ଏୟାରପୋର୍ଟ ଗେଟ୍ ବାହାରୁ ଏମାନଙ୍କୁ ଉାଂଇ ନେଇଛନ୍ତି । ତେବେ ଭାରତୀୟମାନଙ୍କୁ ନେଇଥିବା ନେଇ କହିଛନ୍ତି…

ତାଲିବାନ ବିରୋଧରେ ଲଢ଼େଇ ଜାରି ରଖିଛନ୍ତି ସାଲିମା

କାବୁଲ: କାବୁଲର ପତନ ହୋଇ ସାରିଛି । ରାଷ୍ଟ୍ରପତି ନିଜ ଦେଶ ଓ ଦେଶବାସୀଙ୍କୁ ମଝି ଦରିଆରେ ଛାଡ଼ି ପଳାୟନ କରିଛନ୍ତି । ଅବଦୁଲ ଦୋସ୍ତୁମ ଭଳି ତାଲିବାନ ବିରୋଧୀ କମାଣ୍ଡର ମଜାର-ଏ-ସରିଫକୁ ତାଲିବାନ ହାତରେ ଅର୍ପଣ କରି ଆତ୍ମଗୋପନ କରିଛନ୍ତି । ଆଫଗାନିସ୍ତାନ ତାଲିବାନ ଆତଙ୍କର ଥରହର ହେଉଛି ।…

ସର୍ବକ୍ଷମା ଘୋଷଣା କଲା ତାଲିବାନ, ମହିଳାଙ୍କୁ ମିଳିବ ସ୍ୱାଧିନତା

କାବୁଲ:ଆଫଗାନିସ୍ତାନରେ ତାଲିବାନ ଶାସନ । ତାଲିବାନମାନେ ସମଗ୍ର ଆଫଗାନିସ୍ତାନ ସହ ରାଜଧାନୀ କାବୁଲ ଦଖଲ କରିନେବା ପରେ ଏକ ଅଶାନ୍ତ ଓ ଭୟାକୁଳ ପରିସ୍ଥିତିକୁ ଶାନ୍ତ କରିବା ନିମନ୍ତେ ମଙ୍ଗଳବାର ଦେଶ ସାରା ‘ସର୍ବକ୍ଷମା’ ଘୋଷଣା କରିଛନ୍ତି। ଏହା ସହିତ ମହିଳାମାନଙ୍କୁ ମଧ୍ୟ ସରକାରରେ ଭାଗ…

ଆଫଗାନିସ୍ତାନରୁ ଭାରତ ଫେରିଲେ ୧୨୦ ଦୂତାଭାସ

କାବୁଲ: ଆଫଗାନିସ୍ତାନରେ ବଢ଼ିବାରେ ଲାଗିଛି ତାଲିବାନିଙ୍କ ଆତଙ୍କ । ତାଲିବାନ ନିୟନ୍ତ୍ରଣକୁ ଚାଲିଯାଇଥିବା ଧ୍ୱସ୍ତ ବିଧ୍ୱସ୍ତ ଆଫଗାନିସ୍ତାନରୁ ୧୨୦ ଜଣ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ନେଇ ଭାରତୀୟ ବାୟୁସେନାର ସି-୧୭ ବିମାନ ସ୍ୱଦେଶ ଫେରିଆସିଛି। ଇତିମଧ୍ୟରେ ଜାତିସଂଘର ମୁଖ୍ୟ ଆଣ୍ଟୋନିଓ…

କାବୁଲରେ ପଶିଲା ତାଲିବାନ

ଭୁବନେଶ୍ୱର: ଏକ ହୃଦୟ ବିଦାରକ ବିକାଶରେ ତାଲିବାନ ଆତଙ୍କବାଦୀମାନେ ରାଜଧାନୀ କାବୁଲର ଉପକୂଳରେ ପ୍ରବେଶ କରିବା ଆରମ୍ଭ କରିଛନ୍ତି ବୋଲି ଆଫଗାନିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ରବିବାର ଦିନ କହିଛି । ଅଧିକାରୀମାନେ ସୂଚନା ପ୍ରକାଶ କରିବାକୁ ଅନୁମତି ପାଇ ନ ଥିବାରୁ ନାମ ଗୋପନ ରଖିବା…