Odia News Portal
Browsing Tag

kajal agrawal

ମା ହେବେ ସିଘଂମ ଗର୍ଲ କାଜଲ୍

ସିଙ୍ଘମ ଗର୍ଲ ତଥା ଅଭିନେତ୍ରୀ କାଜଲ ଅଗ୍ରୱାଲ ମାଆ ହେବାକୁ ଯାଉଛନ୍ତି । ଏନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ବାହାଘରର ୧୧ ମାସ ପରେ ସେ ମାଆ ହେବାକୁ ଯାଉଛନ୍ତି । ସ୍ୱାମୀ ଗୌତମ କିଚଲୁଙ୍କ ସହ ଦାମ୍ପତ୍ୟ ଜୀବନକୁ ସେ ଖୁବ ଉପଭୋଗ କରୁଛନ୍ତି । ଯାହାକି ଆଜି ସେ ସୂଚନା ଦେଇଛନ୍ତି…