Odia News Portal
Browsing Tag

kantabanjhi

କଣ୍ଟାବାଞ୍ଝି ବିଧାୟକଙ୍କ ନିର୍ବାଚନ ମଣ୍ଡଳୀସ୍ତରୀୟ ବୈଠକ ଅନୁଷ୍ଠିତ

ବଲାଙ୍ଗୀର: କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ୱାରା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟର ସମୀକ୍ଷା ବୈଠକ ଗୁରୁବାର ଦିନ ସ୍ଥାନୀୟ ଏନ୍ଏସି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାବନ ମଣ୍ଡଳୀର କଣ୍ଟାବାଞ୍ଝି ଏନ୍ଏସି, ତୁରେକେଲା, ବଙ୍ଗୋମୁଣ୍ଡା ଓ…

କଣ୍ଟାବାଞ୍ଝି ଗସ୍ତରେ ଯିବେ କେନ୍ଦ୍ର ରେଳମନ୍ତ୍ରୀ, ଉନ୍ନତି ଆଶାରେ ଅଞ୍ଚଳବାସୀ

ବଲାଙ୍ଗୀର : ଜିଲ୍ଲା ଗରିବ ଦଳିତ ବହୁଳ ଏବଂ ଶିଳ୍ପବିହୀନ ଜିଲ୍ଲା ହୋଇ ଥିବାରୁ ଏହି ଜିଲ୍ଲାରୁ ଲକ୍ଷ ଲକ୍ଷ ଲୋକ ପ୍ରତିବର୍ଷ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟକୁ ଯାଇଥାନ୍ତି । ଜିଲ୍ଲାର କଣ୍ଟାବାଞ୍ଜି ଅଂଚଳକୁ ଦାଦନ ରାଜଧାନୀ ମଧ୍ୟ ଲୋକେ କହିଥାନ୍ତି । କଣ୍ଟାବାଞ୍ଜି ସହରରେ ବ୍ରିଟିଶ ଅମଳରୁ…

ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ

କଣ୍ଟାବାଞ୍ଜି: ସାତ ଜନ୍ମ ଲାଗି ସାଥୀ ହୋଇ ରହିବାକୁ ଅଗ୍ନିକୁ ସାକ୍ଷୀ ରଖି କଥା ଦେଇଥିଲା ସ୍ୱାମୀ । ହେଲେ ଗୋଟିଏ ଜନ୍ମ ପୁରା ନହେବା ପୂର୍ବରୁ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । କଣ୍ଟାବାଞ୍ଜି ଥାନା ଧାମନଡ଼ଙ୍ଗା ଗାଁରୁ ଆସିଛି ଏଭଳି ଖବର । ମୃତ ମହିଳା ହେଲେ ଉର୍ମୀଳା ମାଝୀ । ଅଭିଯୁକ୍ତ…