Odia News Portal
Browsing Tag

kendrapada

ପାଟକୁରାରେ ନିର୍ବାଚନୀ ହିଂସା ଭୋଟରକୁ ହତ୍ୟା ଧମକ

କେନ୍ଦ୍ରାପଡ଼ା: ପାଟକୁରାରେ ପୁଣି ନିର୍ବାଚନୀ ହିଂସା । ସରପଞ୍ଚ ପ୍ରାର୍ଥୀନୀଙ୍କ ଦିଅରଙ୍କ ନାଁ’ରେ ହତ୍ୟା ଧମକର ସଙ୍ଗୀନ ଅଭିଯୋଗ । ହତ୍ୟା ଧମକର ଅଭିଯୋଗ ହେବା ପରେ ପାଟକୁରା ଥାନାରେ ଏତଲା । ଆରମ୍ଭ ହୋଇଗଲାଣି ପଞ୍ଚାୟତ ନିର୍ବାଚନ, ଲାଗଛି ଆଚରଣ ବିଧି । ଆଚରଣ ବିଧିକୁ ଅବମାନନା କରି…

ଗାନ୍ଧୀ ଙ୍କୁ ଅସମ୍ମାନ,ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ପକ୍ଷ୍ୟଟ ବିଦ୍ୟାଳୟ ପରିସରରେ ଥିବା ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କୁ କରିଛନ୍ତି ଅସମ୍ମାନ । ଏଠାରେ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ଦୃବୁତ୍ତ ଭାଙ୍ଗି ଦେଇଥିବାର ଅଭିଯୋଗ ହୋଇଛି । ସୂଚନା ଯୋଗ୍ୟ, ଦୁଇ ବର୍ଷ ହେବ ଏହି…

ମାଆ ହତ୍ୟା କଲା ଶିଶୁ ପୁତ୍ର କୁ

କେନ୍ଦ୍ରାପଡା: ଘରୋଇ କଳିରୁ ଘଟିଛି ଏକ ଅଭାବନୀୟ ଘଟଣା । ମାଆ ସାଜିଲା ରାକ୍ଷାସୀ । ମାତ୍ର ଦେଢ ମାସର ଶିଶୁ ପୁତ୍ରକୁ ହତ୍ୟା କଲା ମାଆ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା କାନପୁର ଗାଁରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଶିଶୁ ପୁତ୍ରକୁ କୂଅରେ ପକାଇ ଦେଇଥିଲା…

ବଳଦେବଜୀଉଙ୍କ ମନ୍ଦିର ନିକଟରେ ଅଗ୍ନିକାଣ୍ଡ

କେନ୍ଦ୍ରାପଡା: ଅଗ୍ନିକାଣ୍ଡରେ ଭୋଗ ଦୋକାନ ଭସ୍ମୀଭୂତ। କେନ୍ଦ୍ରାପଡା ବଳଦେବଜୀଉଙ୍କ ମନ୍ଦିର ନିକଟରେ ଭୟାବହ ଅଗ୍ନିକାଣ୍ଡ।  ମନ୍ଦିର ବାହାରେ ଥିବା ଆମଣିଆ ଭୋଗ ଦୋକାନରେ ନିଆଁ ଲାଗିଯିବାରୁ ସମ୍ପୂର୍ଣ୍ଣ ଦୋକାନଟି ପୋଡି ପାଉଁଶ ହୋଇଯାଇଛି। ଆଜି ସକାଳୁ ସକାଳୁ ଦୋକାନର ମାଲିକ ପ୍ରଦୀପ ସାହୁ…

ପାଣିରେ ବୁଡ଼ି ଚାଲିଗଲା ୨ ଭଉଣୀଙ୍କ ଜୀବନ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜଂଅରା ବାରିମୂଳରେ ନିକଟରେ ଅଘଟଣ । ପାଣିରେ ବୁଡି ୨ ଶିଶୁଙ୍କ ସଲିଳ ସମାଧି ।ମୃତକ ୨ ଶିଶୁଙ୍କ ନାମ ଶୁଭସ୍ମିତା ଓ ମଧୁସ୍ମିତା । ଉଭୟ ସଂପର୍କରେ ଭଉଣୀ ବୋଲି ସୂଚନା ମିଳିଛି । ଖବର ଅନୁଯାୟୀ, ଆଜି ପୂର୍ବାହ୍ନରେ ଦୁଇ ଭଉଣୀ ଖେଳୁଥିବା ବେଳେ କେଉଁ ଆଡେ…

ସିସିଟିଭିରେ କଏଦ ହେଲା ଲାଇଭ ଲୁଟର ଦୃଶ୍ୟ

କେନ୍ଦ୍ରାପଡ଼ା: ଜନସେବା କେନ୍ଦ୍ରରେ ପଶିଲେ ବନ୍ଧୁକ ଦେଖାଇ ଲୁଟି ନେଲେ ଲକ୍ଷାଧିକ ଟଙ୍କା । କେନ୍ଦ୍ରାପଡା ସଦର ଥାନା ଚାନ୍ଦୋଳ ହାଟରେ ଥିବା ଜନସେବା କେନ୍ଦ୍ରରୁ ଏହି ଲୁଟ୍ ହୋଇଛି। ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଗତକାଲି ସନ୍ଧ୍ୟାରେ ଦୁଇଜଣ ମହିଳା କର୍ମଚାରୀ…

ରାଜନଗର ବନବିଭାଗକୁ ବଡ ସଫଳତା

ଆଜି ରାଜନଗର ବ୍ଲକ ଗୋପାଳପୁର ବଜାରରେ ବନବିଭାଗର ଏକ ଟିମ ଅତର୍କିତ ଭାବେ ଏକ ଚିଙ୍ଗୁଡ଼ି ଅର୍ତ୍ତ ଉପରେ ଚଢ଼ାଉକରି ଦୁଇଟି ସାଂକୁଚ ଜବତ କରିଛି । ଏହି ଦୁଇଟି ସାଂକୁଚର ମୂଲ୍ୟ ରାଜ୍ୟ ବାହାରେ ତଥା ଅନ୍ତର୍ଜାତିକ ସ୍ତରରେ ଅଧିକ ହୋଇଥିବାରୁ ମାଛ ମାଫିଆମାନେ ମାଛ ଧରିବା ବାହାନାରେ ବେଆଇନ…

କେନ୍ଦ୍ରାପଡାରେ ଅଁଳା ନବମୀ ସ୍ଥାନୀୟ ଛୁଟି

କଟକ: କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଏହି ରାଜସ୍ୱ ଅଞ୍ଚଳ ମଧ୍ୟରେ ତିନିଟି ଜିଲା ପାଇଁ ଗୋଟିଏ ଲେଖାଏଁ ଦିନକୁ ସ୍ଥାନୀୟ ଛୁଟି ଭାବରେ ଘୋଷଣା କରିଛନ୍ତି । ତଦନୁଯାୟୀ ଭଦ୍ରକ ଜିଲାରେ ଚଳିତ ନଭେମ୍ବର ମାସ ୫ ତାରିଖକୁ କାଳୀପୂଜା ପାଇଁ ସ୍ଥାନୀୟ ଛୁଟି ଦିବସ ଭାବରେ ଘୋଷଣା କରାଯାଇଛି । ସେହିଭଳି…

କେନ୍ଦ୍ରାପଡ଼ା ପୌରାଞ୍ଚଳରେ ଆଜିଠୁ ନାଇଟ୍ କର୍ଫ୍ୟୁ

କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ପୌରାଞ୍ଚଳରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ। ରାତି ୧୦ଟାରୁ ସକାଳ ୫ଟା ଯାଏଁ କେନ୍ଦ୍ରାପଡ଼ା ସହରରେ ଜାରି ରହିବ ରାତ୍ରିକାଳୀନ କର୍ଫ୍ୟୁ। ଆଜିଠାରୁ ରାତ୍ରିକାଳୀନ କର୍ଫ୍ୟୁ ଆରମ୍ଭ ହୋଇ ନଭେମ୍ବର ୧ ତାରିଖ ଯାଏଁ ବଳବତ୍ତର ରହିବ। ଗଜଲକ୍ଷ୍ମୀ ପୂଜାକୁ ଦୃଷ୍ଟିରେ…

ଯୁବପୀଢ଼ୀଙ୍କ ଲାଗି ଉଦାହରଣ ମହେଶ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ବେଶ ଜଣା ଶୁଣା ଯୁବ ଚେହେରା ମହେଶ ପାଢ଼ୀଙ୍କୁ ନେଇ ଅନେକ ଚର୍ଚ୍ଚା । ଲୋକଙ୍କ ପାଇଁ ଦିନ ରାତି ସେବା କାର୍ୟ୍ୟ ସଂଗଠନକୁ ମଜବୁତ କରିବା ସହିତ ଅସହାୟ ଲୋକଙ୍କ ଦରଦୀବନ୍ଧୁ ଭଳି ସବୁଥିରେ ଆଗଭର ରହିଥାନ୍ତି ମହେଶ । ଯଦି କାହାକୁ ବିପଦ ଆସେ ଲୋକଙ୍କ…