Odia News Portal
Browsing Tag

khela hobe

ପଶ୍ଚିମବଙ୍ଗରେ ପାଳନ ହେବ ‘ଖେଲା ହୋବେ’ ଦିବସ

କୋଲକାତା: ନିକଟରେ ସରିଛି ପଶ୍ଚିମବଙ୍ଗ ନିର୍ବାଚନ । ବିଜେପି ଓ ଟିଏମସି ମଧ୍ୟରେ ଏଠାରେ କଡା ଟକ୍କର ହୋଇଥିଲା । କିଏ ଏଠାରେ ବିଜୟ ହେବ ତାକୁ ନେଇ ଲାଗି ରହିଥିଲା ସସ୍ପେନ୍ସ । ମ୍ରା ସବୁକିଛି ଭୁଲ ପ୍ରମାଣିତ କରି ଏଠାରେ ବିପୁଳ ପରିାମାଣରେ ବିଜୟ ହୋଇଥିଲେ ମମତହ ବାନାର୍ଜୀଙ୍କ ଦଳ ଟିଏମସି ।…

ପଶ୍ଚିମବଙ୍ଗରେ ‘ଖେଲା ହୋବେ’ ଯୋଜନା

କୋଲକାତା: ନିକଟରେ ଯାଇଥିବା ପଶ୍ଚିମବଙ୍ଗ ନିର୍ବାଚନରେ ଟିଏମସି ମୁଖ୍ୟ ମମତା ବାନାର୍ଜୀ ‘ଖୋଲା ହୋବେ’ ନାରା ଦେଇ ନିର୍ବାଚନ ଲଢ଼ିଥିଲେ । ସମଗ୍ର ଦେଶରେ ବିଜେପି ଳଡର ଥିବାବେଳେ ପଶ୍ଚିମବଙ୍ଗରେ ଖେଳ କରିଥିଲେ ମମତା । ତେବେ ଏହି ‘ଖେଲା ହୋବେ’ ନାରା ଦେଇ ନିର୍ବାଚନୀ ବୈତରଣୀ ପାର ହୋଇଥିବା…