Odia News Portal
Browsing Tag

khordha

ଖୋର୍ଦ୍ଧାରୁ ବହୁଳ ପରିମାଣରେ ବ୍ରାଉନସୁଗାର ଜବତ

ଖୋର୍ଦ୍ଧା ସହରରୁ ବହୁଳ ପରିମାଣର ବ୍ରାଉନସୁଗାର ଜବତ । ସାମନ୍ତରାୟପୁରୁର ରାଜେନ୍ଦ୍ର ପୃଷ୍ଟିଙ୍କ ଘରେ ଚଢ଼ାଉ କରାଯିବା ସହିତ ବଜାର ଉପରେ ଥିବା ତାଙ୍କ ଦୋକାନରେ ଚଢ଼ାଉ କରାଯାଇ ବହୁଳ ପରିମାଣର ବ୍ରାଉନସୁଗାର ଜବତ କରାଯାଇଛି । ଜବତ ବ୍ରାଉନସୁଗାରର ମୂଲ୍ୟ ୨୫ ଲକ୍ଷରୁ ଅଧିକ ଟଙ୍କା ହେବ ।…

ଆଜି କଟକ ଓ ଖୋର୍ଦ୍ଧା ଗସ୍ତରେ ମୁଖ୍ୟମନ୍ତ୍ରୀ

BSKY ସ୍ମାର୍ଟ କାର୍ଡ ଓ ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟକ୍ରମର ଲୋକାର୍ପଣ କରିବା ପାଇଁ ଆଜି କଟକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ଯୋଡ଼ି ହେବ କଟକ । ଏହାସହ ବିଶ୍ୱସ୍ତରୀୟ ଏସସିବି ଏମ୍ସ ପ୍ଲସର ଶୁଭାରମ୍ଭ କରିବେ । ୧ହଜାର ୫୬୮ କୋଟି ଟଙ୍କାର…

କେଜିଏରୁ ଅଧିକ ବ୍ରାଉନସୁଗାର ଜବତ, ଦଲାଲ ଗିରଫ

ଖୋର୍ଦ୍ଧା: ରାଜ୍ୟରେ ବଢ଼ି ଚାଲିଛି ବ୍ରାଉନସୁଗର ବେପାର। ପ୍ରତିଦିନ ଗିରଫ ହେଉଛନ୍ତି ଦଲାଲ। ପୋଲିସ୍‌ର ବାରମ୍ବାର କଠୋର କାର୍ଯ୍ୟାନୁଷ୍ଠାନ ପରେ ମଧ୍ୟ ସୁଧୁରୁ ନାହାଁନ୍ତି ବ୍ରାଉନସୁଗର ଦଲାଲ। ଯଦି ଦେଖିବା ଘନ ଅନ୍ଧାରରେ ବଢ଼ିଚାଲିଛି ଏହରି ବେପାର। ତେବେ ବ୍ରାଉନସୁଗର ବେପାରୀଙ୍କ ଉପରେ…

ଆଜିଠାରୁ ମା’ ଭଗବତୀଙ୍କ ପୀଠରେ ୧୪୪ ଧାରା

ଖୋର୍ଦ୍ଧା  : ଖୋର୍ଦ୍ଧା ବାଣପୁର ଅଧିଷ୍ଠାତ୍ରୀ ଦେବୀ ମା' ଭଗବତୀଙ୍କ ପୀଠରେ ବୁଧବାର ୧୪୪ ଧାରା ଲାଗୁ ହେବ। ଏହା ସନ୍ଧ୍ୟାରେ ଲାଗୁ ହେବା ନେଇ ଜଣାପଡ଼ିଛି। ପାର୍ବଣରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ପୀଠରେ ଷୋଡ଼ଶ ଦିନାତ୍ମକ ପୂଜା ଚାଲିଥିବାରୁ…

ନଦୀରେ ଭାସିଗଲେ ବୃଦ୍ଧ

ଖୋର୍ଦ୍ଧା: ରାଜଧାନୀରେ ଡ୍ରେନରେ ଭାସିଯାଇ ଛାତ୍ରଙ୍କ ମୃତ୍ୟୁ ଖବର ଏବେ ସାରା ରାଜ୍ୟରେ ଆଲୋଡ଼ନ ସୃଢଷ୍ଟି କରିଥିବାବେଳେ ପୁଣି ଏକ ଦୁଃଖଦ ଖବର ନଜରକୁ ଆସିଛି । ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଆଜି ଜଣେ ବୟସ୍କ ବ୍ୟକ୍ତି ଶୌଚ ପାଇଁ ନଈକୁ ଯାଇଥିବା ସମୟରେ ପାଣିର ପ୍ରଖର ସ୍ରୋତରେ ଭାସିଯାଇ…

କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ଦିନକୁ ଦିନ ବଢ଼ିବାରେ ଲାଗିଛି ନିଶା କାରବାର । ରାଜଧାନୀ ଉପକଣ୍ଠରୁ ପୁଣିଥରେ ବ୍ରାଉନସୁଗାର ଜବତ ହୋଇଛି । କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ଖୋର୍ଦ୍ଧା କୁମ୍ଭାରବସ୍ତ ପେଟ୍ରୋଲ ପମ୍ପ ନିକଟରୁ ଜବତ ହୋଇଛି। ବ୍ରାଉନସୁଗାର କାରବାର ଅଭିଯୋଗରେ ବିଟେକ୍ ଛାତ୍ର ମନୋରଞ୍ଜନ…

ମାନସ ଦାସଙ୍କୁ ଉଠାଇ ନେଲା ଖୋର୍ଦ୍ଧା ପୋଲିସ

ଖୋର୍ଦ୍ଧା: ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କୁ ଉଠାଇ ନେଲା ଖୋର୍ଦ୍ଧା ପୋଲିସ । ହତ୍ୟା ଉଦ୍ୟମ, ଧମକ ଦେବା ଭଳି ଅନେକ ସଙ୍ଗୀନ ଅଭିଯୋଗ ତାଙ୍କ ବିରୋଧରେ ଆସିଛି । ତେବେ ତାଙ୍କୁ ଖୋର୍ଦ୍ଧା ପୋଲିସ ଘରୁ ଉଠାଇ ନେଇଛି । ତାଙ୍କୁ ପୋଲିସ ଗିରଫ କରିଥିବା କୁହାଯାଉଛି । ଖୋର୍ଦ୍ଧାରେ ବାପ…

ଆଜିଠୁ ଖୋଲିଲା ଖୋର୍ଦ୍ଧା ଜିଲ୍ଲାର ଧର୍ମାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରଭାବ କମୁଥିବା ବେଳେ ରାଜ୍ୟରେ ଆରମ୍ଭ ହୋଇଛି ଅନଲକ୍ ପର୍ଯ୍ୟାୟ । କଟକଣା କୋହଳ ହେବା ସହିତ ଧିରେ ଧିରେ ପୁଣି ସବୁ କିଛି ପୂର୍ବ ସ୍ଥିତିକୁ ଫେରୁଛି । ଅନ୍ୟପଟେ ଦୀର୍ଘ ଦିନର ଅପେକ୍ଷା ପରେ ଏବେ ଭକ୍ତ ଓ ଭଗବାନଙ୍କ ମିଳନ ହେବାକୁ…

ଯୁବକଙ୍କୁ ହାଣିଦେଲେ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବଡସିରେଇପୁର ଗ୍ରାମରେ ଅଭାବନୀୟ ଘଟଣା । ଧାରୁଆ ଅସ୍ତ୍ରରେ ଜଣେ ଯୁବକଙ୍କୁ ଆକ୍ରମଣ । ଏହି ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବଡ଼ସିରେଇପୁର ଗ୍ରାମର ଲକ୍ଷ୍ମୀ ମହାରଣାଙ୍କ ପୁତ୍ର ସନ୍ତୋଷ ମହାରଣା (୨୧) । ଗ୍ରାମ ଯୁବକଙ୍କ…

ପ୍ରେମ ନିବେଦନ ନଶୁଣିବାରୁ ଯୁବତୀଙ୍କ ଦୁଇ ଗୋଡ଼ କାଟିଦେଲା ପ୍ରେମିକ

ଖେର୍ଦ୍ଧା: ପାଗଳ ପ୍ରେମୀର ଉନ୍ମୁକ୍ତ କାଣ୍ଡ । ପ୍ରେମ ନିବେଦନ ନଶୁଣିବାରୁ ଯୁବତୀଙ୍କ ଦୁଇଗୋଡ଼ କାଟିଦେଲା ପ୍ରେମିକ । ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ତୁଳସୀପୁର ଗାଁରୁ ଆସିଛି ଏଭଳି ଖବର । ଗୁରୁତର ଅବସ୍ଥ୍‌ରେ ଯୁବତୀଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତି କରାଯାଇଛି ।…