Odia News Portal
Browsing Tag

KL Rahul

ବିନା ମାସ୍କରେ ଲଣ୍ଡନରେ ବୁଲୁଥିବା ଫଟୋ ସେୟାର କଲେ କେଏଲ ରାହୁଲ, ୟୁଜର୍ସମାନେ ଏମିତି ଦେଲେ କମେଣ୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଓପନର ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଏବେ ଇଂଲଣ୍ଡ ବିପକ୍ଷ ସିରିଜ ଲାଗି ସେଠାରେ ଅଛନ୍ତି । ତେବେ ସେ ବିନା ମାସ୍କରେ ବୁଲୁଥିବା ଏକ ଫଟୋ ନିଜର ସୋସିଆଲ ମିଡ୍ରିଆ ସାଇଟରେ ଅପଲୋଡ କରିଥିଲେ । ଯାହାକୁ ଦେଖି ୟୁଜର୍ସମାନେ ବିଭିନ୍ନ କମେଣ୍ଟ କରିଥିବା ମଧ୍ୟ…

ଟେଷ୍ଟ୍ ସିରିଜରୁ ବାଦ୍ ପଡିଲେ ରାହୁଲ

ସିଡନୀ : ଭାରତୀୟ ଦଳକୁ ବଡ ଝଟକା, ଟେଷ୍ଟ୍ ସିରିଜରୁ ବାଦ୍ ପଡିଲେ କେଏଲ ରାହୁଲ | ଶନିବାର ଦଳର ଅଭ୍ୟାସ ବେଳେ ନେଟରେ ବ୍ୟାଟିଂ କରୁଥିବା ସମୟରେ ତାଙ୍କ ହାତରେ ଆଘାତ ଲାଗିଥିଲା । ଏହାପରେ ସେ ବର୍ଡର-ଗାଭାସ୍କର ଟ୍ରଫିରୁ ବାଦ୍ ପଡିଛନ୍ତି । …