Odia News Portal
Browsing Tag

latest odia news

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଛାଡିବାକୁ ନାରାଜ କର୍ମଚାରୀ

ଭୁବନେଶ୍ୱର: ଚାକିରିରେ ଯୋଗଦେବା ଦିନଠାରୁ ଗୋଟିଏ ସ୍ଥାନରେ କାମ କରୁଛନ୍ତି । କାହାର ୨୫ ବର୍ଷ ତ ଆଉ କାହାର ୩୦ବର୍ଷ । ପ୍ରଥମ ଶ୍ରେଣୀ ପାହ୍ୟାର ଅଫିସରଙ୍କ ଠାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ୧୨୦ଜଣ କର୍ମଚାରୀ କେହିହେଲେ ଦପ୍ତର ଛାଡିଯିବାକୁ ନାରାଜ । ଯେତେ ଅଭିଯୋଗ ଆସିଲେ ବି ସରକାର

ବଢୁଛି ଋଣ ଭାର

ଭୁବନେଶ୍ୱର : ୨୦୨୦-୨୧ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣଭାର ୧ ଲକ୍ଷ ୩ ହଜାର ୪୧୦ କୋଟି ଟଙ୍କା ରହିଛି । ଯେଉଁଥିରେ ରହିଛି ୬ ହଜାର ୩୪୭ କୋଟି ଟଙ୍କା ବୈଦେଶିକ ଋଣ । ସେହିପରି ନାବାର୍ଡ ଠାରୁ ରାଜ୍ୟ ସରକାର ୧୫ ହଜାର ୬୨୩ କୋଟି ଟଙ୍କାର ଋଣ ଆଣିଛନ୍ତି । ୫୩, ୩୮୫ କୋଟି ଟଙ୍କା

ଗାନ୍ଧୀଙ୍କୁ ଅନୁସରଣ କରନ୍ତୁ ଯୁବ ସ୍ୱେଚ୍ଛାସେବୀ: ଅରୁଣ

ଭୁବନେଶ୍ୱର: ଭାରତବର୍ଷର ବୃହତ ଯୁବଶକ୍ତିକୁ ଦେଶ ଗଠନରେ ନିୟୋଜିତ କରିବାକୁ ହେଲେ ସେମାନଙ୍କ ମଧ୍ୟରେ ଭ୍ରାତୃତ୍ୱବୋଧ, ଜାତୀୟତା ଭାବ ଓ ସମାଜସେବା ଆଦି ଗୁଣର ବିକାଶ କରିବାକୁ ପଡ଼ିବା ସମାଜସେବା ମାଧ୍ୟମରେ ସମାଜରେ ପରିବର୍ତ୍ତନ ଓ ଉନ୍ନତି ଆଣିପାରିଲେ ଜାତୀୟ ସେବା ଯୋଜନା ଗଠନର ଲକ୍ଷ୍ୟ ସାଧିତ

ନିୟମ ନମାନିଲେ ଫେରିପାରେ ଲକଡାଉନ୍: ଡିଏମଇଟି

ଭୁବନେଶ୍ୱର: ଅନ୍ୟ ରାଜ୍ୟ ଭଳି ଓଡିଶାରେ ମଧ୍ୟ ଆବଶ୍ୟକ ପଡିଲେ କଟକଣା ଲାଗୁ ହେବ । ରାଜ୍ୟ ସରକାର ଏବେ କୋଭିଡ୍ ସ୍ଥିତି ନେଇ ସମୀକ୍ଷା କରୁଛନ୍ତି । ଆବଶ୍ୟକ ପଡିଲେ ମେଡିକାଲ ବେଡ୍ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ । ଯଦି ଲୋକମାନେ ନିୟମ ନମାନିବେ ତେବେ ଲକଡାଉନ୍ ଫେରିବ ।କୋଭିଡ୍ ନିୟମ

ବିଶ୍ୱ ଜଳ ଦିବସରେ ମୋଦିଙ୍କ ‘କ୍ୟାଚ୍ ଦି ରେନ୍’ ଅଭିଯାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଜଳ ସଂରକ୍ଷଣ ପାଇଁ 'ଜଳ ଶକ୍ତି ଅଭିଯାନ: ବର୍ଷା ଧର' ଅଭିଯାନ ଆରମ୍ଭ କରିଛନ୍ତି । ମୋୖସୁମୀ ଆସିବା ପର୍ଯ୍ୟନ୍ତ ମନରେଗା ପାଣ୍ଠିର ପ୍ରତ୍ୟେକ ପଇସା ବର୍ଷା ଜଳ ସଂରକ୍ଷଣ ପାଇଁ ଖର୍ଚ୍ଚ ହେବ ବୋଲି ଜୋର ଦେଇଛନ୍ତି। ବିଶ୍ୱ ଜଳ ଦିବସରେ

ସମ୍ ଅଲ୍ଟିମେଟ୍ ମେଡିକେୟାର ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ବିଭିନ୍ନ କ୍ଷେତ୍ରରେ ଜନସାଧାରଣଙ୍କୁ ସାହାଯ୍ୟ କରିଥିବା କେତେକ ବରିଷ୍ଠ ନାଗରିକଙ୍କୁ ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ବରିଷ୍ଠ ନାଗରିକ ସଂଘ, ଓଡ଼ିଶା ଶାଖାରସଦସ୍ୟାମାନେ ମହାମାରୀ ସମୟରେଲୋକମାନଙ୍କୁ ଜରୁରୀକାଳୀନ ସେବା