Sign in
Sign in
Recover your password.
A password will be e-mailed to you.
Browsing Tag
latest odia news
ସାକାର ହେଉଛି ନବୀନଙ୍କ ବନ୍ଦର-ଭିତ୍ତିକ ସ୍ୱପ୍ନ
ଧାମରା ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
କଟା ଜିନ୍ସ ବିବାଦରେ ନଇଁଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ
କଟା ଜିନ୍ସ କଥା ସଂସ୍କାର ପରିପ୍ରେକ୍ଷରେ ସେ କହିଥିବାର କଲେ ସ୍ୱୀକାର
କଟକରେ ରାକେଶ ଟିକାୟତଙ୍କୁ ଟାର୍ଗେଟ
କଟକ ଗୁରୁଦ୍ୱାର ସମ୍ମୁଖରେ ଟିକାୟତ ଓ ତାଙ୍କ ସମର୍ଥକ ଉପରେ ଆକ୍ରମଣ ଉଦ୍ୟମ
ମାହାଙ୍ଗାକୁ ବଦନାମ୍ ହେବାକୁ ଦେବନି ବିଜେଡି
୫ ଥର ମାଟ୍ରିକରେ ଫେଲ ହୋଇଥିବା ହାର୍ଡକୋର କ୍ରିମିନାଲ ନୀତି ନୈତିକତା ନ ଶିଖାନ୍ତୁ
ପୋଲିସ,ଅଗ୍ନିଶମ ଏବଂ ଆମ୍ବୁଲାନ୍ସ ପାଇଁ ଡାଏଲ ୧୧୨
ଭୁବନେଶ୍ୱର: ଏଣିକି ୧୧୨ ନମ୍ବର ଡାଏଲ କଲେ ମିଳିବ ୩ ପ୍ରମୁଖ ଜରୁରୀ ସେବା। ପୋଲିସ, ଅଗ୍ନିଶମ ଏବଂ ଆମ୍ବୁଲାନ୍ସ ସେବା ପାଇଁ ଗୋଟିଏ ନମ୍ବର ଡାଏଲ କରିବାକୁ ପଡିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହି ସେବାର ଶୁଭାରମ୍ଭ କରିଛନ୍ତି।
ସୂଚନା ଅନୁଯାୟୀ,!-->!-->!-->…
ଛୋଟ ପୋଷାକ ପିନ୍ଧା ଭକ୍ତଙ୍କୁ ଶାମଲାଜୀ ମନ୍ଦିର ମନା
ଗାନ୍ଧିନଗର: ଗୁଜୁରାଟର ଆରାଭେଲିରେ ଅବସ୍ଥିତ ପ୍ରସିଦ୍ଧ ଶାମଲାଜୀ ମନ୍ଦିର ଭକ୍ତମାନଙ୍କୁ ଛୋଟ ପୋଷାକ ପିନ୍ଧି ମନ୍ଦିର ପରିସରରେ ପ୍ରବେଶ କରିବାକୁ ବାରଣ କରିଛି। ମନ୍ଦିର ପରିଚାଳନା ଏକ ପରାମର୍ଶଦାତା ଜାରି କରି ଭକ୍ତମାନଙ୍କୁ ଛୋଟ ପୋଷାକ ପିନ୍ଧି ମନ୍ଦିରକୁ ନ ଆସିବାକୁ ନିର୍ଦ୍ଦେଶ!-->…
ସ୍କେଚ୍ କହିବ କଙ୍କାଳ କାହାର !
ବେଙ୍ଗଲୁରୁ ବିଶେଷଜ୍ଞଙ୍କ ଦ୍ୱାରା ଅଙ୍କା ଯାଇଛି ମହିଳାଙ୍କ ସ୍କେଚ୍
