Odia News Portal
Browsing Tag

latest odia news

ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଗୋବିନ୍ଦା

ପୁରୀ: ବଲିଉଡ ଫିଲ୍ମ ଷ୍ଟାର ଗୋବିନ୍ଦା ଓ ତାଙ୍କ ଧର୍ମ ପତ୍ନୀ ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି। ମହାପ୍ରଭୁଙ୍କ ଅତି ନିକଟକୁ ଯାଇ ଦର୍ଶନ କରି ବିମୁଗ୍ଧ ହୋଇ ଯାଇଥିଲେ ଗୋବିନ୍ଦା । ତେବେ ମହାପ୍ରଭୁଙ୍କ ଆଶୀର୍ବାଦରେ ତାଙ୍କୁ ଦୈବୀ କୃପା ମିଳିଛି ବୋଲି ସେ କହିଛନ୍ତି…

ରାଜଧାନୀରେ ଗନ୍ ପଏଣ୍ଟରେ ଗଣଦୁଷ୍କର୍ମ

ଭୁବନେଶ୍ୱର: ବନ୍ଧୁକ ଦେଖାଇ ମହିଳାଙ୍କୁ ଗଣଦୁଷ୍କର୍ମ | ଘଟଣାଟି ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି । ୪ଜଣ ବ୍ୟକ୍ତି ଜଣେ ମହିଳାଙ୍କୁ କାର୍‌ରେ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ସଂପୃକ୍ତ ମହିଳାଙ୍କ…

ଏନଆଇଟି ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତି

ରାଉରକେଲା: ରାଉରକେଲାରେ ପହଁଚଛନ୍ତି ରାଷ୍ଟ୍ରପତି । ଭୁବନେଶ୍ୱରରୁ ବିମାନ ଯୋଗେ ଝାରସୁଗୁଡା ବିମାନ ବନ୍ଦରରେ ପହଁଚିବା ପରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ସେଠାରୁ ରାଉରକେଲା ଗସ୍ତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଅବସରରେ ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ପ୍ରଫେସର…

ଡ୍ରାଇଭରକୁ ପିଟି ପିଟି ମାରିଦେଲେ

ବ୍ରହ୍ମପୁର: ଡ୍ରାଇଭରକୁ ପିଟି ପିଟି ମାରିଦେଲେ ଉତ୍ତ୍ୟକ୍ତ ଲୋକେ । ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ । ଟିପ୍ପର ଧକ୍କାରେ ବାଇ୍ ଆରୋହୀଙ୍କ ମୃତ୍ୟୁକୁ କେନ୍ଦ୍ରକରି ସ୍ଥାନୀୟ ଲୋକମାନେ ଆଇନକୁ ହାତକୁ ନେଇଯାଇଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି…