Odia News Portal
Browsing Tag

latest odia news

ଖୋର୍ଦ୍ଧା ବାଣ ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ଘଟଣା

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଭୁଷଣ୍ଡପୁର ଗାଁରେ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ଏଥି ସହ ବାଣ ବିସ୍ଫୋରଣ ମୃତ୍ୟୁ ସଂଖ୍ୟା ୫କୁ ବ୍ୟଦ୍ଧି ପାଇଛି । ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଦୋଳଗୋବିନ୍ଦ ବେହେରା । ତାଙ୍କ ଶରୀରର ୭୦ ପ୍ରତିଶତରୁ ଅଧିକ ଅଂଶ

ମନୀଷ ସିସୋଦିଆ ଗିରଫ ମାମଲା, ୯ ବିରୋଧୀଦଳ ନେତାଙ୍କ ପରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କେରଳ ମୁଖ୍ୟମନ୍ତ୍ରୀ

ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫକୁ ବିରୋଧ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ କହିଛନ୍ତି କି କେନ୍ଦ୍ରୀୟ ଏଜେନ୍ସିର

ଜଙ୍ଗଲ ନିଆଁକୁ ରୋକିବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

ଜଙ୍ଗଲରେ ଲାଗିଛି ନିଆଁ, ବର୍ଷା ନହେଲେ ଆଗକୁ ଉପୁଜିବ ସାଂଘାତିକ ସ୍ଥିତି । ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଥିବା ବେଳେ ଏହାକୁ ଆୟତ୍ତ ମଧ୍ୟ କରାଯାଉଛି । ଏପରିକି ଗତକାଲି ଗତକାଲି ୧୩୮୦ ପଏଣ୍ଟରେ ନିଆଁ ଲାଗିଥିଲା। ଯେଉଁଥିରୁ ପ୍ରାୟ ୯୩ ପ୍ରତିଶତ ନିଆଁକୁ ଆୟତ୍ତ କରାଯାଇଛି।ସେହିଭଳି

ନାବାଳିକା ଦୁଷ୍କର୍ମୀଙ୍କୁ ୨୦ ବର୍ଷ ଜେଲ

ଦୋଷୀ ସୁନୀଲ ସାପାଲକୁ ଦଣ୍ଡାଦେଶ କଲେ ସ୍ୱତନ୍ତ୍ର ପକ୍ସୋ କୋର୍ଟ । ୨୦୨୦ରେ ତୁମୁଡିବନ୍ଧ ଥାନା ଅଞ୍ଚଳ ଦୁଷ୍କର୍ମ ମାମଲାରେ ରାୟ । ପୀଡିତାଙ୍କୁ ୬ଲକ୍ଷ କ୍ଷତିପୂରଣ ଦେବାକୁ ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଧେଶ ।

ବିଜୟ ପଟ୍ଟନାୟକ କହିଲେ, ସରକାରୀ ଅର୍ଥ ବ୍ୟୟ କରି ରାଜନୀତି କରିବା ଠିକ୍ ନୁହେଁ

ସ୍ୱୟଂସହାୟକ ଗୋଷ୍ଠୀ ମହିଳାଙ୍କୁ ରାଜନୀତିରେ ବ୍ୟବହାର କରିବା ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ମିଶନ୍ ଶକ୍ତି ସଚିବ ସୁଜାତା ଆର୍ କାର୍ତିକେୟନ । କହିଛନ୍ତି, ଯଦି ମହିଳାମାନେ ରାଜନୀତିକୁ ଆସୁଛନ୍ତି ତାଙ୍କୁ ସମାଲୋଚନା କରାଯିବା ଠିକ୍ ନୁହେଁ । ଏହା ସେମାନଙ୍କ ଅଧିକାର ।

ମାର୍ଚ୍ଚ ୨୦ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ଗଲେ ସିସୋଦିଆ

ମାର୍ଚ୍ଚ ୨୦ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ଗଲେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ରାଉସ୍ ଆଭେନ୍ୟୁ କୋର୍ଟ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମାର୍ଚ୍ଚ ୨୦ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଏବେ ମାର୍ଚ୍ଚ ୨୦ପର୍ଯ୍ୟନ୍ତ ସିସୋଦିଆ ତିହାର ଜେଲରେ

ଏସଏଚଜି ମା’ମାନଙ୍କୁ ମିଳିବ ଇ-ସ୍କୁଟି

୨୦୨୩-୨୪ ପାଇଁ ମିଶନ ଶକ୍ତି ବିଭାଗକୁ ୨୫୫୪ କୋଟିରୁ ଅଧିକ ଅର୍ଥ ବ୍ୟୟବରାଦ। ଗତବର୍ଷ ତୁଳନାରେ ୨୭ପ୍ରତିଶତ ଅଧିକ ଅର୍ଥ ବ୍ୟୟବରାଦ ଦିଆଯାଇଛି। ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ମିଶନ ଶକ୍ତି ମନ୍ତ୍ରୀ ଓ ସଚିବ। ବଜେଟରେ ୨ଟି ନୂଆ ଯୋଜନା ଅନ୍ତର୍ଭୁକ୍ତ କରାଯାଇଛି। ଏସଏଚଜି ମାଆମାନଙ୍କୁ

ଏଥର ବର୍ଷାରେ ଭିଜିବ ହୋଲି

ତାତି କମିବ ଓ ବର୍ଷାରେ ଭିଜିବ ହୋଲି। ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ମଙ୍ଗଳବାରଠାରୁ ରାଜ୍ୟର ଅଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ଏନେଇ ସୂଚନା ମିଳିଛି। ଆସନ୍ତା ୭, ୮ ଏବଂ ୯ ତାରିଖ ପର୍ଯ୍ୟନ୍ତ ଆକାଶ ମେଘାଚ୍ଛନ୍ନ ରହିବା ସହ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର

ଦକ୍ଷିଣପଶ୍ଚିମ ପାକିସ୍ତାନରେ ଆତ୍ମଘାତୀ ବୋମା ବିସ୍ଫୋରଣ: ୯ ପୁଲିସ ନିହତ, ୧୧ ଆହତ

ଦକ୍ଷିଣପଶ୍ଚିମ ପାକିସ୍ତାନରେ ଜଣେ ବାଇକ୍‌ଆରୋହୀ ଆତ୍ମଘାତୀ ବୋମା ବ‌ିସ୍ଫୋରଣକାରୀ ଗୋଟାଏ ପୁଲିସ ଟ୍ରକ୍‌କୁ ପଛପଟୁ ଧକ୍କା ଦେବାରୁ ଅନ୍ୟୂନ ୯ଜଣ ପୁଲିସ କର୍ମଚାରୀଙ୍କର ମୃତ୍ୟୁ ଘଟିଛି ଓ ପ୍ରାୟ ୧୧ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା କଥା ବିଭିନ୍ନ ଗଣମାଧ୍ୟମ ରିପ‌ୋର୍ଟ କରିଛନ୍ତି। ଜଣେ

ବାଣ ପ୍ରସ୍ତୁତି ବେଳେ ଭୟଙ୍କର ବିସ୍ଫାରଣ : ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଗୁରୁତର

ବାଣ ପ୍ରସ୍ତୁତି ବେଳେ ଭୟଙ୍କର ବିସ୍ଫାରଣ । ବିସ୍ଫୋରଣରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଅଛନ୍ତି । ଖୋର୍ଦ୍ଧା ଟାଙ୍ଗୀ ଥାନା ଭୁଷଣ୍ଡପୁର ଅଞ୍ଚଳରେ ଅଘଟଣ ଘଟିଛି । ତେବେ ଦୋଳ ଉତ୍ସବ ପାଇଁ ବାଣ ଭିଡା ଚାଲିଥିଲା । ସମସ୍ତ ଗୁରୁତରଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ