Odia News Portal
Browsing Tag

latest odia news

ସେବା ଛାଡ଼ି ଟଙ୍କା ଶୋସୁଛି ଆମ ବସ ! ଯାତ୍ରୀଙ୍କ ସହ ବ୍ୟାଗ ପାଇଁ ବି ଲାଗୁଛି ଟଙ୍କା

ସୁଲଭ ସେବା ଯୋଗାଇବା ନୁହଁ ଟଙ୍କା କମେଇବା ଏବେ ଆମ ବସର ମୁଖ୍ୟ ଉଦେଶ୍ୟ ପାଲଟିଛି, କେଉଁ ତରିକାରେ ମୋଟା ଅଙ୍କର ଅର୍ଥ କମାଯାଇପାରିବ ସେଥିପ୍ରତି ଧ୍ୟାନ ଦେଉଛି କ୍ରୁଟ, ରାଜସ୍ବ କମାଇବା ପାଇଁ କିଭଳି ଘରୋଇ କମ୍ପାନୀ ପ୍ରଚାରରେ ଆମ ବସ ମାତିଛି ତାହା ସ୍ବାଧୀକାରରେ ଖବର କରାଯାଇଥିଲା, ଏବେ ଆଉ…

ସଜେଇ ହେଉଛି ପାହାଡ଼ପୁର, ଆସିବେ ରାଷ୍ଟ୍ରପତି

ରାଷ୍ଟ୍ରପତିଙ୍କ ଜନ୍ମଦିନ ଅବସରରେ ନିମନ୍ତ୍ରଣ ରକ୍ଷାକରି ପ୍ରଧାନମନ୍ତ୍ରୀ ୨୦ ତାରିଖରେ ରାଷ୍ଟ୍ରପତିଙ୍କ ଗାଆଁ ପାହାଡ଼ପୁରକୁ ଆସୁଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ଲଗି ପୂରା ପାହାଡ଼ପୁର ସଜେଇ ହୋଇଛି। ୨୦ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ସାଙ୍ଗରେ ଧରି ରାଷ୍ଟ୍ରପତି ପ୍ରଥମେ ଗାଁର…

ରାହୁଲ ଗାନ୍ଧୀଙ୍କ ୫୬ତମ ଜନ୍ମଦିନ, Xରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ଲୋକସଭାର ବିପକ୍ଷ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଆଜି ତାଙ୍କର ୫୬ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାହୁଲ ଗାନ୍ଧୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ସୁସ୍ଥ ଓ ଦୀର୍ଘାୟୁ ଜୀବନ କାମନା କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ…

ପ୍ରକଳ୍ପ ଉଦଘାଟନ କରିଥାନ୍ତେ ମନ୍ତ୍ରୀ, ସାଂସଦ, ବିଧାୟକ କିନ୍ତୁ ଉଦଘାଟନ କରିଦେଲେ ପୌରାଧ୍ୟକ୍ଷା

ଭଦ୍ରକରେ ଫଳକ ଉଦଘାଟନକୁ ନେଇ ତେଜିଛି ବିବାଦ ଫଳକରେ ରହିଛି ମନ୍ତ୍ରୀ, ବିଧାୟକ, ଏବଂ ସାଂସଦଙ୍କ ନାମ କିନ୍ତୁ ଉଦଘାଟନ କରିଦେଲେ ପୌରପାଳିକା ପୋୖରାଧ୍ୟକ୍ଷା । ଯାହା ନେଇ ଏବେ ଭଦ୍ରକ ରାଜନୀତି ରୋଚକ ମୋଡ ନେଇଛି । ମନ୍ତ୍ରୀ ବିଧାୟକ ସଂସଦ ଉଦଘାଟନ କରିବା ପୂର୍ବରୁ ପୌରାଧ୍ୟକ୍ଷା ପ୍ରକଳ୍ପକୁ…

ଲାଞ୍ଚ ନେଇ ନାମ ନେଲେ ପୋଲିସ ବାବୁ, ଲାଞ୍ଚ ନେଉଥିବା ବେଳେ ବନ୍ଧାହେଲେ ASI

ଲୋଭକୁ ସମ୍ଭାଳି ପାରିଲେନି ଥାନା ବାବୁ ତାହା ପୁଣି ଦାମୀ ମୋବାଇଲକୁ ଦେଖି । ମୋବାଇଲ ଫେରସ୍ତ ପାଇଁ ମୋଟ ଅଙ୍କର ଟଙ୍କା ଦାବି କରୁଥିଲେ ଥାନା ବାବୁ । ଅଗ୍ରୀମ ଲାଞ୍ଚ ଭାବରେ 30 ହଜାର ଟଙ୍କା ନେଇଯାଇଥିଲେ ତେବେ ବାକି ଟଙ୍କା ନେଉଥିବା ବେଳେ ମାଡ଼ିବସିଥିଲା ଭିଜିଲାନ୍ସ ଟିମ୍‌ । ଏଭଳି ଘଟଣା…

ବିଡ଼ିଓ ବାବୁଙ୍କ ଅଜବ ନିୟମ : ଚେଲାଙ୍କ ଏଣ୍ଟ୍ରୀଙ୍କୁ ହଁ ଚାମେଲୀଙ୍କ ଭିଡ଼ିଓକୁ ନାଁ

ବିଡ଼ିଓଙ୍କ ରୁମ କଣ ଘଟିଥିଲା ଯେଉଁଥପାଇଁ ଚାମେଲିଙ୍କୁ ଥାନାକୁ ଯିବାକୁ ପଡିଥିଲା ସେ ରହସ୍ୟ ଉପରୁ ପରଦା ଉଠୁଛି, ଭାଇରଲ ହେଉଥୁବା ଭିଡିଓରେ ସବୁ ସତ ଏବେ ସାମ୍ନାକୁ ଆସିଯାଇଛି, ଚାମେଲୀ ନୁହଁ ସେଦିନ ବିଡ଼ିଓଙ୍କ ରୁମରେ ଗଣ୍ଡଗୋଳ କରିଥିଲେ ଦୁର୍ଗାଙ୍କ ସମର୍ଥକ, ଥରେ ଦେଖନ୍ତୁ ସେହି…

କାଶ ସାଜିଲା କାଳ, କାର ଚଢାଇ ନେଇଗଲେ ୩ ଜୀବନ

ରାଜଧାନୀରେ ସିରିଜ ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ନେଇଥିବା କିଲର୍ କାର୍ ଚାଳକ ଆତ୍ମସମର୍ପଣ କରିଛି। କିଲର୍ କାରର ଚାଳକ ହେଲେ ଗାଙ୍ଗପୁର ଗଞ୍ଜାମ ଜିଲ୍ଲାର ଅନୀଲ ଗୌଡ଼ ଆତ୍ମସମର୍ପଣ ପରେ ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ। ହଠାତ୍ ତାଙ୍କର କାଶ ହେବାରୁ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ । କାଶ…

ବହିରେ ମାଳମାଳ ଭୁଲ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ ୧୬୭୮ଟି ଭୁଲ୍

ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଏହା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବହୁ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଥିଲା। ଅଭିଜ୍ଞ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହଯୋଗରେ ଶିକ୍ଷକ ଶିକ୍ଷା…

ଡବଲ ଇଞ୍ଜିନ ସରକାରଙ୍କ ସଫଳତା ସମାରୋହର, ସୁରକ୍ଷା ଓ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟ ସରକାରଙ୍କ ସଫଳ ୨ ବର୍ଷ ଏବଂ କେନ୍ଦ୍ର ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ଜୁନ୍ ୧୯ ଓ ୨୦ ତାରିଖରେ ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ। ଏହି ହାଇପ୍ରୋଫାଇଲ୍ ଗସ୍ତକୁ ସୁଚାରୁରୂପେ…

ସୈନିକ ସ୍କୁଲ୍‌ ରାସ୍ତାରେ ସିରିଜ୍‌ ଦୁର୍ଘଟଣା, ଆତ୍ମସମର୍ପଣ କଲା ଡ୍ରାଇଭର

ଭାରସାମ୍ୟ ହରାଇ ମାଡି ଯାଇଥିଲା କାର। ଦ୍ରୁତଗତିରେ ଆସୁଥିବା କାରଟି ହମ୍ସକୁ ଡେଇଁ ପଡ଼ିବା ଫଳରେ କାର ଚାଳକ ଜଣକ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥୁଆ ହୋଇଥିବା ୪ଟି ବାଇକ ଓ ଅଟୋକୁ ଧକ୍କା ଦେଇ ନିକଟସ୍ଥ ଚା ଦୋକାନ ଆଗରେ ଠିଆ ହୋଇଥିବା ଲୋକଙ୍କ ଉପରକୁ ମାଡ଼ି ଯାଇଥିଲା। ପରେ ସେଠାରେ ଥିବା ଏକ…