Odia News Portal
Browsing Tag

latest odia news

ନବୀନଙ୍କ ଫୋକସରେ କୋଟିଆର ବିକାଶ

କୋଟିଆ: କୋଟିଆର ବିକାଶ ଉପରେ ରାଜ୍ୟ ସରକାରଙ୍କ ଫୋକସ୍ । କୋଟିଆର ବିକାଶ ପାଇଁ ସରକାର ନେଉଛନ୍ତି ବଡ଼ ପଦକ୍ଷେପ । ବିକାଶ ପଥରେ ସୀମାନ୍ତ କୋଟିଆ । ଆଜି ଅନେକ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଟିଆରେ ୧୦ ଶଯ୍ୟା ବିଶିଷ୍ଟ ହସପିଟାଲ, ସବ ସେଣ୍ଟର,

ବରିଷ୍ଠ ପୋଲିସ ଅଧିକାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

୪୦ ବର୍ଷ ବୟସରୁ ଅଧିକ ପୋଲିସ କର୍ମଚାରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ରିପୋର୍ଟ ମାଗିଛନ୍ତି ସରକାର । ରାଜ୍ୟ ଘରୋଇ ବିଭାଗକୁ ସାରା ରାଜ୍ୟର ପୋଲିସ ମାନେ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ରିପୋର୍ଟ ପଠାଇବା ଆରମ୍ଭ କରିଛନ୍ତି । ଏହି ଡାକ୍ତରୀ ରିପୋର୍ଟ ପାଇବାପରେ ଅସୁସ୍ଥ ଥିବା ପୋଲିସ

ଆଜିଠୁ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ

ଚେନ୍ନାଇ: ଆଜିଠାରୁ ଏମ୍‌.ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବ । ଶେଷ ଥର ପାଇଁ ଘରୋଇ ମାଟିରେ ଭାରତ-ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜ୍ ଅନୁଷ୍ଠିତ ହୋଇଥିଲା । ପ୍ରାୟ ବର୍ଷେ ପରେ ଭାରତ ପ୍ରଥମ ଥର ପାଇଁ ଘରୋଇ ଗ୍ରାଉଣ୍ଡରେ ଟେଷ୍ଟ ଖେଳିବ ।

ରୋହିତଙ୍କୁ ଜବାବ ଦେଇ ଅଡ଼ୁଆରେ କଙ୍ଗନା

ମୁମ୍ବାଇ: କଣ୍ଟ୍ରୋଭର୍ସି କୁଇନ କଙ୍ଗନାଙ୍କୁ ଝଟକା | ଅନେକ ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦରେ ରହୁଥିବା କଙ୍ଗନା ରଣାୱତ ଏବେ ଚାଷୀ ଆନ୍ଦୋଳନକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । କୃଷକଙ୍କ ସପକ୍ଷରେ ଆମେରିକାର ପପ୍ ଗାୟିକା ରିହାନାଙ୍କ ଟ୍ୱିଟ୍ ପରେ ଏବେ ଟ୍ୱିଟ୍‌ରରେ ଏକ ପ୍ରକାରର

କୁଡିଆରେ ନିଆଁ ଲାଗି ୨ଶିଶୁ ଜୀବନ୍ତ ଦଗ୍ଧ

ରାୟଗଡ଼ା: ପାଳ କୁଡିଆରେ ନିଆଁ ଲାଗି ୨ ଶିଶୁ ଜୀବନ୍ତ ଦଗ୍ଧ | ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଲାକ୍ରିଶ ଗ୍ରାମରେ ଏହି ଅଭାବନୀୟ ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି । ସୂଚନା ମୁତାବକ ଆଜି ଗ୍ରାମ ନିକଟରେ ଥିବା ପନିପରିବା ବାଡ଼ିରେ ଥିବା ପାଳ କୁଡିଆକୁ ୨ଜଣ ଶିଶୁ ଯାଇଥିବା ସମୟରେ

ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ପ୍ରତାପ

କଟକ: ମାନ୍ୟବର ପଞ୍ଚାୟତରାଜ ମନ୍ତ୍ରୀଙ୍କ ଦ୍ୱାରା ନଗସପୁରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ | କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକର ନଗସପୁର ପଞ୍ଚାୟତରେ ମା ସପ୍ତଭଗ୍ନୀ କମ୍ୟୁନିଟି ସେଣ୍ଟର ନୂତନ ଗୃହର ଶୁଭ ଉଦଘାଟନ | ବରକୋଳିଆ ନଗସପୁର ରାସ୍ତାରେ

ବ୍ଲକ ପରିସରରେ ଆତ୍ମହତ୍ୟା ଉଦ୍ୟମ

ଭଦ୍ରକ: ବ୍ଲକ ପରିସରରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ଗ୍ରାମ ରୋଜଗାର ସେବକ |ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରେ । ସୂଚନା ଅନୁସାରେ, ଗୁଆଗଡିଆ ପଞ୍ଚାୟତର କାର୍ଯ୍ୟରତ ଗ୍ରାମ ରୋଜଗାର ସେବକ ଉତ୍କଳ ମଳିକ ଦୀର୍ଘ ୧୦ ମାସ ଧରି ଦରମା ପାଇନାହାନ୍ତି ।

ବିଶ୍ୱ କର୍କଟ ଦିବସ: ଆପୋଲୋ ହସ୍ପିଟାଲ ଦ୍ୱାରା ସାଇକ୍ଲୋଥନ ଆୟୋଜିତ

ଭୁବନେଶ୍ୱର: ଓଡିଶାର ମଲ୍ଟିସ୍ପେସିଲିଟି ସ୍ୱାସ୍ଥ୍ୟ ସେବା ପ୍ରତିଷ୍ଠାନ ଆପୋଲୋ ହସ୍ପିଟାଲ ବିଶ୍ୱ କର୍କଟ ଦିବସରେ, କର୍କଟ ରୋଗ ନିମନ୍ତେ ସଚେତନତା ସୃଷ୍ଟି କରିବା ପାଇଁ ଏକ ମେଗା ସାଇକ୍ଲୋଥନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା | ଆପୋଲୋ ହସ୍ପିଟାଲ ଏଣ୍ଟେରପ୍ରାଇଜ ଲିମିଟେଡ଼ର

ଝରାଫୁଲ ମର୍ଡର: ପୋଲିସ ହାତରେ ବଡ଼ ସୁରାକ୍

ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ପୋଲିସ ହାତରେ ଲାଗିଲା ବଡ ତଥ୍ୟ | ଭୁବନେଶ୍ୱର ସୁନ୍ଦରପଦାରୁ ମିଳିଲା ଝରାଫୁଲଙ୍କ ମୃତଦେହ ବୁହା ହୋଇଥିବା ସ୍କୁଟି । ସ୍କୁଟି ଜବତ ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଜବତ ସ୍କୁଟିରେ ଝରାଫୁଲଙ୍କ ମୃତଦେହକୁ ଯାଜପୁର ନେଇ

ଟ୍ରେନ୍ ଧକ୍କାରେ ୨ ହାତୀ ମୃତ

ରାଉରକେଲା: ସୁନ୍ଦରଗଡ଼ ବିଶ୍ରା ଥାନା ଅନ୍ତର୍ଗତ ମହିପାଣି ନିକଟରେ ଟ୍ରେନ ଧକ୍କାରେ ଦୁଇଟି ମାଈ ହାତୀଙ୍କ ମୃତ୍ୟୁ ହୋଇଛି। ରାଉରକେଲା ମୁମ୍ବାଇ ମୁଖ୍ୟ ରେଳ ପଥର ବିଶ୍ରା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହିପାଣି ଲେବୁଲ କ୍ରସିଂରେ ଘଟିଛି ଏହି ଘଟଣା ।ଏହି ଦୁର୍ଘଟଣାଟି ଗତକାଲି ରାତି ଗୋଟାଏରେ