Odia News Portal
Browsing Tag

latest odia news

ଓପିଟିସିଏଲ ନିଆଁରେ ୧୪କୋଟି ସ୍ୱାହା

ଢେଙ୍କାନାଳ: ଓପିଟିସିଏଲ ଗ୍ରୀଡ଼ରେ ଭୟଙ୍କର ଅଗ୍ନିକାଣ୍ଡ । ଢେଙ୍କାନାଳ କଣ୍ଟାବଣିଆ ଓପିଟିସିଏଲ ଗ୍ରୀଡ଼ରେ ଅଗ୍ନିକାଣ୍ଡ ଘଟିଥିବା ସମୟରେ ୧୦ ଟି ଦମକଳ ଗାଡି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।ତେବେ ନିଆଁ ଲାଗିବାର କାରଣ ଜଣାପଡି ନଥିବା ସମୟରେ ସର୍ଟସର୍କିଟ ଯୋଗୁଁ ନିଆଁ

୧୭୫ ଗ୍ରାମ ଧଳା ଜହର ଜବତ, ୨ ଅଟକ

ଆଠଗଡ଼: ଆଠଗଡ଼ରେ ମାଡ଼ି ଚାଲିଛି ଧଳା ଜହର ବେପାରର ଚେର | ଆଠଗଡ଼ରୁ ବ୍ରାଉନସୁଗାର ଜବତ କଲା ଏସଟିଏଫର ଏକ ଟିମ୍ । ଗତକାଲି ରାତିରେ ପୁରୁଣା କଟକଟ ସମ୍ବଲପୁର ରାସ୍ତା ଆଁକୁଲା ଠାରେ ଥିବା ପାରିଜାତ ହୋଟେଲରରୁ ଜବତ ହୋଇଛି ଏହି ୧୭୫ଗ୍ରାମ ବ୍ରାଉନସୁଗାର । ହୋଟେଲ ମାଲିକ ପ୍ରଶାନ୍ତ ସାହୁ ଓ ଜଣେ

ଭଦ୍ରକରେ ଦେହ ବେପାର: ୪ ମହିଳା ଉଦ୍ଧାର

ଭଦ୍ରକ: ଭଦ୍ରକ ସହରରେ ପୋଲିସର ନାକତଳେ ଚାଲିଛି ବେଧଡ଼କ ଦେହ ବେପାର, ପୋଲିସ ମୁଖ୍ୟାଳୟର ଅନତି ଦୂରରେ ଚାଲିଛି ଏହି ସେକ୍ସ ରାକେଟ | ଭଦ୍ରକ ସହର ଡଗମୁଣ୍ଡ ସ୍ଥିତ ଏକ ଭଡା ଘରୁ ସେକ୍ସ ରାକେଟ ଠାବ କରିଛି ଟାଉନ ଥାନା ପୋଲିସ | ଏଥିରେ ସମ୍ପୃକ୍ତ ୪ ମହିଳାଙ୍କୁ ପୋଲିସ ଅଟକ ରଖିଥିବା ବେଳେ ୨ ଜଣ

କର୍ଲାପାଟରେ ହାତୀ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି

କଳାହାଣ୍ଡି: କର୍ଲାପାଟ ଅଭୟାରଣ୍ୟରେ ଥମୁନି ହାତୀ ମଡ଼କ | କର୍ଲାପାଟରେ ଏବେ ହାତୀ ମୃତ୍ୟୁ ସଂଖ୍ୟା ୭ କୁ ପହଞ୍ଚିଛି । ଶନିବାର ଘୁଷୁରୀଗୁଡି ନାଳ ନିକଟରୁ ଆଉ ଏକ ହାତୀ ଛୁଆର ମୃତ ଦେହ ଠାବ କରାଯାଇଛି। କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାର କେନ୍ଦ୍ରୀୟ ଟିମ୍ ଅଭୟାରଣ୍ୟରେ ଅନୁଧ୍ୟାନ

ଲକଡାଉନ ସମ୍ଭାବନାକୁ ଏଡ଼ାଇ ହେବନି: ଡ଼ିଏମଇଟି

ଭୁବନେଶ୍ୱର: ମହାରାଷ୍ଟ୍ରରେ କରୋନା ସ୍ଥିତି ଜଟିଳ ହେବା ପରେ କରୋନା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଲେ ଡ଼ିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି, ବର୍ତମାନ ସ୍ଥିତିରେ ଦୈନିକ ସଂକ୍ରମଣ ନେଇ ଲକଡ଼ାଉନ୍ କଥା ନାହିଁ । ହେଲେ ଲକଡାଉନ ସମ୍ଭାବନାକୁ ଏଡ଼ାଇ ହେବ ନାହିଁ । ମହାରାଷ୍ଟ୍ର ଓ

ସଂରକ୍ଷଣ ନକଲେ ଇତିହାସ କ୍ଷମା ଦେବନି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଡ଼ା ମନ୍ତବ୍ୟ | ନୀତି ଆୟୋଗର ଷଷ୍ଠ ବୈଠକରେ ଯୋଗଦେଇ କଡା ମନ୍ତବ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି- ଗଣତନ୍ତ୍ରରେ ନିର୍ବାଚନର ଆବଶ୍ୟକତା ରହିଛି । ହେଲେ ନିର୍ବାଚିତ ହେବାପରେ ସରକାର ଦଳମତ ନିର୍ବିଶେଷରେ ଲୋକଙ୍କ ହିତ

ପୁରୀ ବାସେଳୀ ସାହି ଲୁଟ୍: ୨ ଅଭିଯୁକ୍ତ ଗିରଫ

ପୁରୀ: ଘରେ ପଶି କଳାକନା ବୁଲାଇବା ଘଟଣାରେ ପୋଲିସ ହାତରେ ଧରା ପଡ଼ିଛନ୍ତି ୨ ଅଭିଯୁକ୍ତ |ପୁରୀରେ ସୁନା ଅଳଙ୍କାର ଓ ମୋବାଇଲ ଆଦି ଲୁଟ ଘଟଣାରେ ବାସେଳି ସାହି ଥାନା ପୋଲିସ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି। ତେବେ ଗିରଫ ଦୁଇ ଅଭିଯୁକ୍ତ ହେଲେ ବାସେଳୀ ସାହି ଥାନା ନୋଳିଆ ସାହିର ଦୀପକ

ଗୃହରେ ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ…

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ଆଜି ତୃତୀୟ ଦିନ |ତେବେ ଆଜି ମଣ୍ଡି ଅବ୍ୟବସ୍ଥା ନେଇ ଗୃହରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଚଳିତବର୍ଷ ୫୫.୦୩ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଛି । ଚଳିତବର୍ଷ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଥିବା ନେଇ

ଓସ୍କାର ଦୌଡ଼ରେ ‘କାଲିର ଅତୀତ’

ଭୁବନେଶ୍ୱର: ଓଡିଆ ଚଳଚ୍ଚିତ୍ର ‘କାଲିର ଅତୀତ' ଶ୍ରେଷ୍ଠ ଚିତ୍ର, ଶ୍ରେଷ୍ଠ ଅଭିନେତା ଏବଂ ଶ୍ରେଷ୍ଠ ନିର୍ଦ୍ଦେଶକ ପାଇଁ ସାଧାରଣ ପ୍ରବେଶ ବର୍ଗରେ ଓସ୍କାର ଦୌଡ଼ରେ ପ୍ରବେଶ କରିଛି | ଏହି ସିନେମାର ନିର୍ଦ୍ଦେଶକ ନୀଳ ମାଧବ ପଣ୍ଡା ଏନେଇ ସୂଚନା ପ୍ରଦାନ କରିଛନ୍ତି।

ଆଶିଷ ସିଂଙ୍କୁ ମିଳିଲା ନୂଆ ନିଯୁକ୍ତି

ଭୁବନେଶ୍ୱର: ଆଇପିଏସ ଆଶିଷ କୁମାର ସିଂଙ୍କୁ ଓଡିଶାର ଅବକାରୀ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ବର୍ତ୍ତମାନ କଟକର ପୋଲିସ୍ ଡିଆଇଜି ଭାବରେ କାର୍ଯ୍ୟ କରୁଥିବା ସିଂ ଏହି ପଦ ପାଇଁ ଅଞ୍ଜନ କୁମାର ମାଣିକଙ୍କ ସ୍ଥାନ ନେବେ। ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ ବିଭାଗ ଦ୍ୱାରା ଏହି ସମ୍ପର୍କରେ