ବିଜୁ ଜୟନ୍ତୀରେ ନବୀନ ଓଡ଼ିଶା ପାଇଁ ନିଆଯିବ ସଂକଳ୍ପ
ବିଜୁ ଜୟନ୍ତୀରେ ନବୀନ ଓଡ଼ିଶା ପାଇଁ ନିଆଯିବ ସଂକଳ୍ପ। ଏନେଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ସୂଚନା ଦେଇ କହିଛନ୍ତି, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତୀରେ ଏକ ସଶକ୍ତ, ସମୃଦ୍ଧ ଓ ସ୍ଵାଭିମାନୀ ଓଡ଼ିଶା ଗଠନ କରିବାକୁ ନବୀନ ଓଡ଼ିଶାର ସଂକଳ୍ପ ନେବେ ଯୁବକ,!-->…
