Odia News Portal
Browsing Tag

latest odia news

କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର

କର୍ଣ୍ଣାଟକ ରାଜନୀତିରେ ଆଜି ଏକ ନୂଆ ଅଧ୍ୟାୟର ଆରମ୍ଭ ହୋଇଛି। ଡି.କେ. ଶିବକୁମାର କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଥାୱରଚନ୍ଦ ଗେହଲଟ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ବେଙ୍ଗାଲୁରୁର କାନ୍ତିରବା ଷ୍ଟାଡିୟମରେ ଆୟୋଜିତ ଏହି ଭବ୍ୟ ଶପଥ…

ଦିଲ୍ଲୀ ମାଲଭିୟ ନଗର ରେଷ୍ଟୁରାଣ୍ଟରେ ନିଆଁ ଲାଗି ୨୦ ରୁ ଉର୍ଦ୍ଧ୍ୱ ମୃତ

ଦେଶର ରାଜଧାନୀ ଦିଲ୍ଲୀରେ ଅଗ୍ନିକାଣ୍ଡର ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି କ୍ରମରେ ଦିଲ୍ଲୀର ସବୁଠାରୁ ବ୍ୟସ୍ତବହୁଳ ଏବଂ ପଶ୍ ଅଞ୍ଚଳ କୁହାଯାଉଥିବା ମାଲଭିୟ ନଗରର ଏକ ପ୍ରତିଷ୍ଠିତ ରେଷ୍ଟୁରାଣ୍ଟରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣା ଯୋଗୁଁ ସମଗ୍ର ଅଞ୍ଚଳରେ ଆତଙ୍କ…

ଦଶପଲ୍ଲା ବ୍ଲକ ବିଡ଼ିଓଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ

କିଛିଦିନ ହେବ ଦଶପଲ୍ଲା ବିଡ଼ିଓ ଏବଂ ଜନପ୍ରତିନିଧିଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି, ଯାହାକୁ ନେଇ ବିକାଶ କାର୍ଯ୍ୟ ଠପ ହୋଇଛି,ଅଭିଯୋଗ ଅନୁଯାଇ ଦଶପଲ୍ଲା ବ୍ଲକ ବିଡ଼ିଓ ଶରତ ଚନ୍ଦ୍ର ମଲ୍ଲିକଙ୍କ ବିରୋଧରେ ଦୁର୍ନୀତି ଏବଂ ମନମୁଖୀ ଶାସନର ସଙ୍ଗୀନ ଅଭିଯୋଗ ଆଣି ଆଜି ନୟାଗଡ ଜିଲ୍ଲାପାଳ…

ରାସ୍ତାକଡ଼ରେ କୁଢ଼ କୁଢ଼ ଅଳିଆ ଦେଖି ରାଗି ଗଲେ BMC ମେୟର

ରାସ୍ତାକଡ଼ରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର । ରୁପାଲି ଛକ ନିକଟରେ ଆଜି ସକାଳୁ ବିଏମସି ପକ୍ଷରୁ ଗଣ ସଫେଇ କାର୍ଯ୍ୟକ୍ରମ ଚାଲିଥିବାବେଳେ ରାସ୍ତା ଉପରେ ହୋଇଥିବା ଜବରଦଖଲ ସହ ରାସ୍ତା କଡରେ ପଡ଼ିରହିଥିବା କୁଢ଼ କୁଢ଼ ଅଳିଆ ଆବର୍ଜନାକୁ ଦେଖି ବିରକ୍ତ ହୋଇଥିଲେ…

ପ୍ରୋଟୋକଲ୍ ପାଳନ କରିବାକୁ ଇରାନ ଦେଲା କଡ଼ା ଚେତାବନୀ

ହର୍ମୁଜ୍ ପ୍ରଣାଳୀକୁ ନେଇ ଇରାନ ପକ୍ଷରୁ ଆସିଛି କଡ଼ା ଚେତାବନୀ। ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ଉପରେ ନିଜର ପୂର୍ଣ୍ଣ କର୍ତ୍ତୃତ୍ୱ ଥିବା ଦାବି କରି ତେହେରାନ କହିଛି, ଏହି ଅଞ୍ଚଳ ଦେଇ ଯାତାୟାତ କରୁଥିବା ସମସ୍ତ ବାଣିଜ୍ୟିକ ଜାହାଜ, ଟ୍ୟାଙ୍କର ଏବଂ ନୌସେନା ଜାହାଜଙ୍କୁ ନିର୍ଦ୍ଦିଷ୍ଟ…

ସରଣ୍ଡାର ଛୋଟାନାଗରା ଥାନା ଅଞ୍ଚଳର ବାଲିବା ଗାଁ ନିକଟରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ

ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ବ୍ଲକ୍‌ ଅଧୀନସ୍ଥ ଜରାଇକେଲା ସୀମାନ୍ତରୁ ମାତ୍ର ୩୦ କିମି ଦୂରରେ ଝାଡ଼ଖଣ୍ଡ ରାଜ୍ୟ ପଶ୍ଚିମ ସିଂହଭୂମ ଜିଲ୍ଲାର ସରଣ୍ଡା ଜଙ୍ଗଲରେ ନକ୍ସଲମାନେ ପୁଣିଥରେ ସୁରକ୍ଷାବଳକୁ ଟାର୍ଗେଟ୍‌ କରିଛନ୍ତି। ସରଣ୍ଡାର ଛୋଟାନାଗରା ଥାନା ଅଞ୍ଚଳର ବାଲିବା ଗାଁ ନିକଟରେ…

ତାମିଲ ବୋହୂ ହାତରେ ଦଳକୁ ଟେକି ଦେବା ପାଇଁ ଏବେ ସଂଘବଦ୍ଧ ରଣନୀତି ଆରମ୍ଭ: ଶ୍ରୀମୟୀ ମିଶ୍ର

ପୁଣି ଶ୍ରୀମୟୀ ମିଶ୍ର ବାଣ ମାରି ବିଜେଡିର ନେତାମାନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ନିଜର ସାମାଜିକ ଗଣମାଧ୍ୟମ (ଫେସ୍‌ବୁକ୍) ପୋଷ୍ଟରେ କହିଛନ୍ତି, ୨୦୨୪ ନିର୍ବାଚନରେ ଦଳୀୟ ବ୍ୟାନରରୁ ବିଜୁବାବୁଙ୍କୁ ହଟାଇ ତାମିଲ୍ ଜ୍ବାଇଁ ଫଟୋକୁ ସ୍ଥାନ ଦେବାର ପରିଣାମ ତ…

ଜୀବନ ଯୁଦ୍ଧରେ ହାରିଗଲେ ହ୍ୟୁମାନ… ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା…

ମୃତ୍ୟୁ ସହ ଲଢେଇ କରି କରି ଶେଷରେ ହାରିଗଲେ ହ୍ୟୁମାନ ସାଗର । ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ । କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ ପରେ ସଙ୍ଗୀତ ଜଗତରେ ଶୋକର ଛାୟା । ୩୪ ବର୍ଷ ବୟସରେ ହ୍ୟୁମାନଙ୍କ ପରଲୋକକୁ ବିଶ୍ବାସ କରିପାରୁ ନାହାନ୍ତି ଦର୍ଶକ ଏବଂ ପ୍ରଶଂସକ ।…

ଜୟପୁରରେ ନିଶାସକ୍ତ ଡମ୍ପର ଡ୍ରାଇଭରର କାରନାମା ଅକାଳରେ ଚାଲିଗଲା ୧୩ ଜୀବନ

ରାଜସ୍ଥାନର ଯୋଧପୁରରେ ଗତକାଲି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁର ଦିନକ ପରେ ଆଜି ରାଜଧାନୀ ଜୟପୁରରେ ସଡ଼କ ଦୁର୍ଘଟଣା ୧୩ ଜଣଙ୍କ ଜୀବନ ନେଇଛି। ନିଶାସକ୍ତ ଡମ୍ପର ଟ୍ରକ ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ପାଇଁ ଅକାଳରେ ଚାଲିଯାଇଛି ଏତେ ଲୋକଙ୍କ ଜୀବନ। ରାସ୍ତାରେ ଯାଉଥିବା…

ବିନିକାରେ ନକଲି ନୋଟ୍ ରାକେଟ୍ ଠାବ, ୪ ଲକ୍ଷ ୧୫ ଶହ ଟଙ୍କାର ନକଲି ନୋଟ୍ ଜବତ

ବିନିକାରେ ନକଲି ନୋଟ୍ ରାକେଟ୍ ଠାବ । ସୁବର୍ଣ୍ଣପୁର ବିନିକା ଅଞ୍ଚଳରେ ଚାଲିଥିଲା ବଡ଼ ଧରଣର ନକଲି ନୋଟ ରାକେଟ୍। ବିଭିନ୍ନ ସ୍ଥାନରେ ଚଢାଉ କରି ୪ଲକ୍ଷ ୧୫ଶହ ଟଙ୍କାର ନକଲି ନୋଟ୍ ଜବତ କରିଛି ପୋଲିସ । ଏଥିରେ ସଂପୃକ୍ତ ଥିବା ଫୁଲମୁଠି ଗାଁର ଅଭିଷେକ ହୋତା, ବିନିକା ବେତେରାପଡ଼ାର ଅଶୋକ ନାଏକ…