ଏପ୍ରିଲରୁ ବିନା ହଲମାର୍କର ସୁନା ଗହଣା ବିକ୍ରି ମନା
ଆସନ୍ତା ଏପ୍ରିଲ୍ ପହିଲାରୁ ହଲ୍ମାର୍କ ହୋଇନଥିବା ସୁନା ଗହଣା ବିକ୍ରି ହୋଇପାରିବନି। ଯେଉଁ ଗହଣାରେ ଛଅ ସଂଖ୍ୟା ବିଶିଷ୍ଟ ଏଚ୍ୟୁଆଇଡି ନମ୍ବର ଥିବ କେବଳ ସେଗୁଡ଼ିକୁ ବିକ୍ରି ଲାଗି ଅନୁମତି ଦିଆଯିବ। ଏଚ୍ୟୁଆଇଡି ହେଉଛି ଏକ ସ୍ବତନ୍ତ୍ର ପରିଚୟ ନମ୍ବର। ସୁନା ହଲ୍ମାର୍କିଂ ହେଉଛି ଶୁଦ୍ଧତାର!-->…
