Odia News Portal
Browsing Tag

latest odia news

ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର: ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ |ଏକାମ୍ର କ୍ଷେତ୍ରରେ ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି |ପବିତ୍ର ବିନ୍ଦୁସାଗର ପୁଷ୍କରିଣୀ ଜଳକୁ ସ୍ୱଚ୍ଛ ଓ ନିର୍ମଳ କରାଯିବ |ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ

ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ,୧୦ ଶିଶୁ ମୃତ

ମହାରାଷ୍ଟ୍ର: ଭଣ୍ଡାରା ଜିଲ୍ଲା ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୧୦ ଶିଶୁ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଅନେକ ଶିଶୁ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଶିଶୁଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତ ଶିଶୁମାନଙ୍କ ବୟସ ପ୍ରାୟ ଗୋଟିଏ ଦିନରୁ ୩

ଭୁଶୁଡ଼ିଲା କୋଲାବ ମୁଖ୍ୟ କେନାଲ ବନ୍ଧ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସହର ଏକତାଗୁଡ଼ା ଦେଇ ଯାଇଥିବା ଅପର୍ କୋଲାବ ମୁଖ୍ୟ କେନାଲ ବନ୍ଧ ଗତ ରାତିରେ ଭୁଶୁଡ଼ି ଯାଇଛି। ଫଳରେ ବ୍ୟାପକ ଅଞ୍ଚଳର ଚାଷ ଜମିରେ ପାଣି ପଶି ଯାଇଛି । ଗତକାଲି ରାତିରେ ହଠାତ୍ କେନାଲରେ ପାଣି ମାଡିଆସିବା ପରେ କେନାଲ ବନ୍ଧ ଭାଙ୍ଗି ଯାଇଥିଲା ।

ଶେଷରେ ଆଶ୍ରା ମିଳିଲା ଶର୍ମାଙ୍କୁ

ଭୁବନେଶ୍ୱର: କେତେକ ଦୁର୍ନୀତି ଓ ଅନିୟମିତତା ଅଭିଯୋଗରେ ପୋଲିସ ଡିଜି ପଦରୁ ନାଟକୀୟ ଭାବରେ ବିଦା ହୋଇ ସଚିବାଳୟରେ ସ୍ଵରାଷ୍ଟ୍ର ବିଭାଗର ଓଏସଡି ଭାବରେ ନିଯୁକ୍ତି ପାଇଥିବା ବହୁ ଚର୍ଚ୍ଚିତ ଆଇପିଏସ୍ ଅଫିସର ବିଜୟ ଶର୍ମାଙ୍କୁ ମିଳିଛି ନୂଆ ନିଯୁକ୍ତି | ଓଏସଡି ପଦରେ ରହି ଦରମା ନେଇ ଘରେ

ଦାବିରେ ଅଟଳ ଚାଷୀ ନେତା

ନୂଆଦିଲ୍ଲୀ: କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ଦିଲ୍ଲୀ ବିଜ୍ଞାନ ଭବନରେ ହୋଇଥିବା ବୈଠକରେ କୌଣସି ନିଷ୍କର୍ସ ବାହାରି ପାରି ନାହିଁ । ନୂଆ କୃଷି ଆଇନ ପ୍ରତ୍ୟାହାର ନେଇ କେନ୍ଦ୍ର ଓ କୃଷକଙ୍କ ମଧ୍ୟରେ ସହମତ ଆଜି ବି ହୋଇପାରି ନାହିଁ । ସରକାର କୃଷି ଆଇନରେ ସଂଶୋଧନ ପାଇଁ ରାଜି ଥିବା ବେଳେ

ସ୍ମିଥଙ୍କ ଶତକ ସତ୍ତ୍ୱେ ଅଷ୍ଟ୍ରେଲିଆ ୩୩୮, ଭାରତ ୨/୯୬

ସିଡନୀ: ଭାରତ ଓ ଅଷ୍ଟ୍ରେଲିଅ। ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟର ପ୍ରଥମ ଦିବସ ଅଷ୍ଟ୍ରେଲିଅ। ନାଁରେ ରହିଥିବା ବେଳେ ଦ୍ୱିତୀୟ ଦିବସରେ ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ଜବରଦସ୍ତ କମବ୍ୟାକ୍ କରିଛି ଭାରତ । ଷ୍ଟିଭ୍ ସ୍ମିଥଙ୍କ ଶତକ ଓ ମାର୍ନସ ଲାବୁଶେନଙ୍କ ଲଢ଼ୁଆ ଇନିଂସ ସତ୍ତ୍ୱେ

ପୁଣେରୁ ଆସିବ କୋଭିଡ ଭ୍ୟାକସିନ

ପୁଣେ: ପୁଣେରୁ ଆସିବ କୋଭିଡ ଭ୍ୟାକସିନ । ସେରମ ଇନଷ୍ଟିଚ୍ୟୁଟରେ ବିତରିତ ହେବାକୁ ଥିବା ୫ କୋଟି ଟିକାର ଡୋଜ ପ୍ରସ୍ତୁତ ରହିଛି । ସେହିପରି ଟିକା ପହଞ୍ଚାଇବା ପାଇଁ ପୁଣେ ଏୟାରପୋର୍ଟରେ ପ୍ରସ୍ତୁତ ହୋଇରହିଛି କାର୍ଗୋ ବିମାନ । ତେଣୁ ଦିନେ ଦୁଇ ଦିନ ଭିତରେ ଦେଶର ବିଭିନ୍ନ ଅଞ୍ଚଳରେ ଟିକା

ଜକିଓର ରେହମାନ ଲକଭିକୁ ୧୫ ବର୍ଷ ଜେଲ

ଇସଲାମାବାଦ: ଆତଙ୍କବାଦୀ ଜକିଓର ରେହମାନ ଲଖଭିକୁ ପାକିସ୍ତାନର ଆଣ୍ଟି ଟେରୋରିଜିମ କୋର୍ଟ ଦଣ୍ଡିତ କରିଛନ୍ତି । ଏଥି ସହିତ ଆତଙ୍କବାଦୀ ସଂଗଠନକୁ ଫଣ୍ଡି କରୁଥିବା ଜାକିଉରକୁ ୧୫ ବର୍ଷ ସଜା କାଟିବା ନେଇ ଶୁଣାଣି କରିଛନ୍ତି କୋର୍ଟ । ଏହା ପୂର୍ବରୁ ବି ସମାନ ଅଭିଯୋଗରେ ଲକଭି ଗିରଫ୍ ହୋଇଥିଲା