Odia News Portal
Browsing Tag

latest odia news

ରାଜ୍ୟରେ ଆଉ ୧୯୮ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର :ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୮ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୦୬୯୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ

ମିଳିଲା ନିଖୋଜ ବିରଜୁ କୁଲୁଙ୍କ ପତ୍ତା

ସୁନ୍ଦରଗଡ଼ : ତାଳଚେରରୁ ଠାବ ହେଲେ ନିଖୋଜ ବିରଜୁ କୁଲୁ | ବିରଜୁ କୁଲୁଙ୍କ ମିଳିବା ନେଇ ସୂଚନା ପ୍ରଦାନ କରିଛନ୍ତି ସୁନ୍ଦରଗଡ଼ ଏସ୍‌ପି ସାଗରିକ ନାଥ |କୁତ୍ରା ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ ବିରଜୁଙ୍କୁ ଆଣିବା ନିମନ୍ତେ ତାଳଚେର ଯାଇଛି | ତେବେ ପାକିସ୍ତାନ ଲାହୋର ଜେଲ୍‌ରେ ୨୦

ଅଳ୍ପକେ ବର୍ତ୍ତିଲେ ଭଦ୍ରକ ଏସ୍‌ପି

ଭଦ୍ରକ: ଅଳ୍ପକେ ବର୍ତ୍ତିଲେ ଭଦ୍ରକ ଏସ୍‌ପି ଚରଣ ସିଂ ମିନା । ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଛକ ନିକଟରେ ଦୁର୍ଘଟଣା ଘଟିଛି । ତେବେ ଦୁର୍ଘଟଣା ଘଟାଇଥିବା ଗାଡି ଓ ଡ୍ରାଇଭରଙ୍କ ଅଟକ ରଖିଛି ଭଣ୍ଡାରିପୋଖରୀ ପୋଲିସ । ଖବର ଅନୁଯାୟୀ, ଭଦ୍ରକ ଏସପି ଚରଣ ସିଂ ମିନା

ଡବଲ୍‌ ମର୍ଡର ଘଟଣାରେ ୪ ଅଟକ

କଟକ : ମାହାଙ୍ଗା ଡବଲ୍‌ ମର୍ଡର ଘଟଣାରେ ୪ ଜଣଙ୍କୁ ଅଟକ ରଖିଛି ମାହାଙ୍ଗା ପୋଲିସ । ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ । ଅଭିଯୁକ୍ତଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖାଯାଇ ପଚରାଉଚରା କରାଯାଉଛି । ଗତ ଶନିବାର ରାତିରେ ବିଜେପି ନେତା

ଉଦଘାଟିତ ହେଲା ରାମଲିଙ୍ଗେଶ୍ୱର ପାର୍କ

ବ୍ରହ୍ମପୁର: ବ୍ରହ୍ମପୁରରେ ଉଦଘାଟିତ ହୋଇଛି ବହୁ ପ୍ରତିକ୍ଷିତ ରାମଲିଙ୍ଗେଶ୍ୱର ପାର୍କ। ଶହେ ବର୍ଷ ପୁରୁଣା ପୋଖରୀ ପଙ୍କ କାଦୁଅରେ ଭର୍ତ୍ତି ହୋଇ ରହିଥିଲା ଏହି ଜଳାଶୟ। ତେବେ ଗତ ୪ ବର୍ଷ ଧରି ଏହାର ପୁନଃରୁଦ୍ଧାର ପରେ ଏବେ ଏହାକୁ ମିଳିଛି ନୂତନ ପରିଚୟ । ୮ ଏକର ଜମିରେ ସାଢ଼େ ୧୨ କୋଟି

ଚାଷୀ-କେନ୍ଦ୍ର ଆଲୋଚନା ବିଫଳ

ନୂଆଦିଲ୍ଲୀ : ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସପ୍ତମ ପର୍ଯ୍ୟାୟରେ ବୈଠକ ଶେଷ ହୋଇଛି । ଆଜି ଚାଷୀ ଏବଂ ସରକାରଙ୍କ ମଧ୍ୟରେ ହୋଇପାରିଲାନି କୌଣସି ସମାଧାନ । କୃଷି ଆଇନକୁ ପ୍ରତ୍ୟାହାର କରି ଅଟଳ ରହିଛନ୍ତି ଚାଷୀ । ତେବେ ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଜାନୁଆରୀ ୮ରେ ପୁଣି ହେବ

ରାଜ୍ୟରେ ୩୦ ସୁଦ୍ଧା ମିଳିବ ଟିକା

ଝାରସୁଗୁଡ଼ା: ଖୁବଶୀଘ୍ର ରାଜ୍ୟରେ ଉପଲବ୍ଧ ହେବ କୋଭିଡ୍ ଭ୍ୟାକ୍ସିନ୍ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଓଡ଼ିଶାରେ ଜାନୁଆରୀ ୩୦ ତାରିଖ ନଚେତ୍ ଫେବ୍ରୁଆରୀ ପ୍ରଥମ ସପ୍ତାହ ସୁଦ୍ଧା କୋରୋନା ଟିକା ଉପଲବ୍ଧ ହେବ । ତେବେ ପ୍ରଥମେ ସ୍ୱାସ୍ଥ୍ୟ କର୍ମୀ ଓ ବୟସ୍କଙ୍କୁ