Odia News Portal
Browsing Tag

latest odia news

ଦାୟିତ୍ୱ ନେଲେ ଜଷ୍ଟିସ ରଘୁନାଥ ବିଶ୍ୱାଳ

ଭୁବନେଶ୍ୱର: ରାଜ୍ୟ ପଛୁଆ ବର୍ଗ କମିଶନ ଭାବେ ଦାୟିତ୍ୱ ନେଲେ ଜଷ୍ଟିସ ରଘୁନାଥ ବିଶ୍ୱାଳ । କମିଶନଙ୍କ ସହ ତିନିଜଣ ସଦସ୍ୟ ଡକ୍ଟର ନବନୀତା ରଥ, ଡକ୍ଟର ମିତାଲୀ ଚିନ୍ନାରା ଓ ଡକ୍ଟର ପ୍ରସନ୍ନ କୁମାର ପାତ୍ର ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି । ଓଡିଶା ରାଜ୍ୟ ପଛୁଆ ବର୍ଗ କମିଶନ ଆଇନ ୧୯୯୩

ଦିଲ୍ଲୀରେ ଦୁଲୁକିବ କଳାହାଣ୍ଡିର ବଜାସାଲ

ନୂଆଦିଲ୍ଲୀ: ଦିଲ୍ଲୀର ରାଜପଥରେ ଦେଖିବାକୁ ମିଳିବ କଳାହାଣ୍ଡିର ବଜାସାଲ ନୃତ୍ୟ। ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ କଳାହାଣ୍ଡି ଜିଲ୍ଲା ବଜାସାଲ ନୃତ୍ୟଦଳ ଜାତୀୟ ପେରେଡ଼ରେ ଭାଗ ନେବା ପାଇଁ ମନୋନୀତ ହୋଇଛି । ନୂଆଦିଲ୍ଲୀ ସ୍ଥିତ ରାଜପଥ ଜାତୀୟ ପେରେଡ଼ରେ କଳାହାଣ୍ଡିର ବଜାସାଲ ଲୋକନୃତ୍ୟ

ଆଇଆଇଏମ ସ୍ଥାୟୀ କ୍ୟାମ୍ପସର ଭିତ୍ତିପ୍ରସ୍ତର ସ୍ଥାପନ

ସମ୍ବଲପୁର: ଆଜି ସମ୍ବଲପୁର ଆଇଆଇଏମର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ । ଭିଡିଓ କନଫରେସିଂ ଜରିଆରେ ନୂଆ କ୍ୟାମ୍ପସର ଶିଳାନ୍ୟାସ କରିଛନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ଯ୍ୟକ୍ରମ ଆରମ୍ଭରେ ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା କେମିତି ଶିକ୍ଷାର ହବ୍ ପାଲଟିଛି,

ରାଜ୍ୟରେ ଆଉ ୨୫୧ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୦୧୧୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା

ଲୋ ରିସ୍କ କୋଠା ପାଇଁ ଆବଶ୍ୟକ ନାହିଁ ଅନୁମତି

ଭୁବନେଶ୍ୱର: ଗୃହ ନିର୍ମାଣ ଅନୁମତି ପାଇଁ ଏବେ ଆଉ ଧାଇଁବାକୁ ପଡ଼ିବନି ବିଡିଏ କାର୍ଯ୍ୟାଳୟ । ନିଜ ଜମିର ଲେଆଉଟ୍ ଅନୁମତି ନେଇଥିବା ବ୍ୟକ୍ତି ସିଧା ଘର ନିର୍ମାଣ କରିପାରିବେ । ଲୋ ରିସ୍କ କୋଠା ପାଇଁ ଆଉ ବିଲଣ୍ଡିଂ ପ୍ଲାନ ମଂଜୁରୀର ଆବଶ୍ୟକତା ପଡିବ ନାହିଁ । ସର୍ବାଧିକ ୧୦ମିଟର ଉଚ୍ଚତା ଓ

ଦେଶରେ କରୋନା ଟିକାର ଡ୍ରାଏ ରନ୍

ଭୁବନେଶ୍ୱର: ଆଜିଠାରୁ ଓଡ଼ିଶା ସମେତ ସାରା ଦେଶରେ ହେବ କରୋନା ଟିକାର ଡ୍ରାଏ ରନ୍ । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଏହି ଡ୍ରାଏ ରନ୍ ହେବ । ପୂର୍ବରୁ ଦେଶର ୪ଟି ରାଜ୍ୟରେ ଟିକାର ଏହି ମକ୍ ଡ୍ରିଲ୍ ସଫଳ ହୋଇଥିବାବେଳେ ଆଜି ସାରା ଦେଶରେ ଡ୍ରାଏ ରନ୍ ହେବ । ଏଥିପାଇଁ ସମସ୍ତ

ଡବଲ ହେଲମେଟ୍ ନପିନ୍ଧିଲେ ଗଣିବେ ଫାଇନ୍

ଭୁବନେଶ୍ୱର: କେବଳ ଚାଳକ ନୁହଁନ୍ତି ବାଇକ୍ ପଛରେ ବସୁଥିବା ଲୋକ ହେଲମେଟ୍ ପିନ୍ଧିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ହେଲମେଟ୍ ନ ପିନ୍ଧିଲେ ଗାଡିଚାଳକଙ୍କୁ ଫାଇନ୍ ଦେବାକୁ ପଡିବ । ସେହିଭଳି ଡି.ଏଲ ମଧ୍ୟ ବାତିଲ ହେବ । ଦୁର୍ଘଟଣା କମାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।ପୂର୍ବରୁ

ଗୋଠଛଡ଼ା ହାତୀ ଛୁଆ ଅସୁସ୍ଥ

ଢେଙ୍କାନାଳ : ଗଞ୍ଜାମରୁ କପିଳାସ ଆସିଥିବା ହାତୀ ଛୁଆ ଅସୁସ୍ଥ। ଗତକାଲି ହାତୀ ଛୁଆକୁ ଗଞ୍ଜାମରୁ ଅଣାଯାଇ କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ରଖାଯାଇଛି । ହାତୀଛୁଆର ନାଭିରେ ସାମାନ୍ୟ ସଂକ୍ରମଣ ରହିଛି । ସେଥିପାଇଁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରାଯାଉଛି । ଦିନକୁ ତିନି ଲିଟର

ରାଜ୍ୟରେ ଟିକାକରଣର ଡ୍ରାଏ ରନ୍

ଭୁବନେଶ୍ୱର: ଆସନ୍ତା କାଲିଠାରୁ ଆରମ୍ଭ ହେବ ରାଜ୍ୟରେ କରୋନା ଟିକାକରଣର ଡ୍ରାଏ ରନ୍ | ରେଜିଷ୍ଟ୍ରେସନ ଲିଙ୍କ ଆସିବା ପରେ ସବୁ ଜିଲ୍ଲାରେ ଡ୍ରାଏ ରନ୍ ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି । ଟିକାକରଣ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ସ୍ୱାସ୍ଥ୍ୟ ବିଭାଗ

ବଦଳିଲେ ୪ ଜିଲ୍ଲାର ଜିଲ୍ଲାପାଳ

ଭୁବନେଶ୍ୱର: ବରିଷ୍ଠ ଆଇଏଏସ ସ୍ଥରରେ ଅଦଳବଦଳ । ଏହି ଅନୁସାରେ ଓଏମସିରେ ନୂଆ ପରିଚାଳନା ନିର୍ଦ୍ଦେଶକଙ୍କୁ ନିଯୁକ୍ତି କରିବା ସହ ପୁରୀ, ରାୟଗଡ଼ା ଓ କେନ୍ଦ୍ରାପଡ଼ା ପାଇଁ ନୂଆ ଜିଲ୍ଲାପାଳଙ୍କ ନାଁ ଘୋଷଣା କରଯାଇଛି । ବର୍ତ୍ତମାନ ଓଏମସିର ପରିଚାଳନା ନିର୍ଦ୍ଦେଶକ ଭାବରେ କାମ କରୁଥିବା ୨୦୦୫