Odia News Portal
Browsing Tag

latest odia news

ଆଜିଠୁ ଖୋଲିଲା ଭଦ୍ରକ ଆଖଣ୍ଡଳମଣି ମନ୍ଦିର

ଭଦ୍ରକ: ଦୀର୍ଘ ୯ ମାସର ଅପେକ୍ଷା ପରେ ଭକ୍ତଙ୍କ ପାଇଁ ଖୋଲିଲା ବାବା ଆଖଣ୍ଡଳମଣିଙ୍କ ମନ୍ଦିର | ତେବେ କରୋନା କଟକଣା ମଧ୍ୟରେ ବାବାଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ପୂର୍ବରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଖୋଲିବା ପରେ ଆଜି ଖୋଲିଛି ଭଦ୍ରକ ଆରଡିର ବାବା

ରେଳଧାରଣା ପାରି ହେଉଥିବା ବେଳେ ଅଘଟଣ

ଝାରସୁଗୁଡ଼ା: ଝାରସୁଗୁଡ଼ା ଲଇକେରା ଥାନା ବାଗଡିହି ରେଳ ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ଘଟିଛି ଅଘଟଣ। ରେଳଧାରଣା ପାରି ହେଉଥିବାବେଳେ ଟ୍ରେନ୍ ଚଢିଯାଇ ଜଣକ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ୩ଜଣ ଟ୍ରେନରେ ଘରୁ ଯିବା ପାଇଁ ୪ନଂ ପ୍ଲାଟଫର୍ମରୁ ୧ନଂ

ଜେଲ ଭିତରେ କଏଦୀଙ୍କ ଆତ୍ମହତ୍ୟା

ମାଲକାନଗିରି : ଜେଲ ଭିତରେ କଏଦୀ ମୃତ| ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲା କାରାଗାରରେ ଜଣେ କଏଦୀ ଆତ୍ମହତ୍ୟା କରିଛନ୍ତି । ଧାରୁଆ ଅସ୍ତ୍ରରେ ନିଜ ବେକକୁ ନିଜେ କାଟି ଆତ୍ମହତ୍ୟା କରିଛନ୍ତି । କଏଦୀ ଜଣଙ୍କ ହେଉଛି ଦାନୁ ଗୋଲୋରୀ | ମୃତ କଏଦୀଙ୍କ ଘର ମାଲକାନଗିରି ଜିଲ୍ଲା

ମେଲବର୍ଣ୍ଣରେ ରାହାଣେଙ୍କ ଦମଦାର ଶତକ

ମେଲବର୍ଣ୍ଣରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବକ୍ସିଂ ଡେ ଟେଷ୍ଚର ପ୍ରଥମ ଇନିଂସରେ ଅଧିନାୟକ ଆଜିଙ୍କ୍ୟ ରାହାଣେ ଆକର୍ଷଣୀୟ ଶତକ । ସେ ତାଙ୍କ ଟେଷ୍ଟ କ୍ୟାରିଅରରେ ୧୨ତମ ଶତକ ଲଗାଇଛନ୍ତି । ସେ ଆକର୍ଷଣୀୟ ବ୍ୟାଟିଂ କରି ଶତକ ଅର୍ଜନ କରିଥିଲେ । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୯୫

ମାଛ ମରାକୁ କେନ୍ଦ୍ରକରି ବୋମାମାଡ,୨ ଗୁରୁତର

ପିପିଲି: ମାଛ ମରାକୁ କେନ୍ଦ୍ରକରି ୨ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ବୋମାମାଡ ଘଟି ୨ ଗୁରୁତର ଆହତ ହୋଇ ଚିକତ୍ସା ପାଇଁ ଡାକ୍ତରଖାନରେ ଭର୍ତ୍ତି ହୋଇଛନ୍ତି । ଘଟଣା ଘଟିଛି ପୁରୀ ଜିଲ୍ଲା କଣାସ ନିକଟବର୍ତ୍ତୀ ଦୟା ନଦୀ କୂଳରେ । ଦୟା ନଦୀ କୂଳରେ ମାଛ ଧରାକୁ କେନ୍ଦ୍ରକରି ଜାଗୁଳାଇପଦର ଓ

ହେଲମେଟ୍ ନଥିବାରୁ ଫାଇନ ଗଣିଲେ ସାଂସଦ

ରାୟଗଡା: ହେଲମେଟ୍ ନ ପିନ୍ଧି ଫାଇନ ଗଣିଛନ୍ତି ବିଜେଡି ରାଜ୍ୟସାଭ ସାଂସଦ ଏନ୍. ଭାସ୍କର ରାଓ | ଗତକାଲି ବିଜେଡି ପ୍ରତିଷ୍ଠା ଦିବସ ଅବସରରେ ରାୟଗଡ଼ାରେ ଏକ ବାଇକ୍ ରାଲି ଆୟୋଜନ କରାଯାଇଥିଲା। ରାଲିରେ ରାଜ୍ୟସଭା ସାଂସଦ ଏନ୍.ଭାସ୍କର ରାଓ ମଧ୍ୟ କର୍ମୀଙ୍କ ଉତ୍ସାହ ବଢ଼ାଇବା ପାଇଁ ବାଇକରେ

୨ ବ୍ରିଟେନ ଫେରନ୍ତା ପଜିଟିଭ

ଭୁବନେଶ୍ୱରକୁ ଫେରିଥିବା ୨୦ଜଣ ବ୍ରିଟେନ ଫେରନ୍ତା ପରିବାରଙ୍କ ମଧ୍ୟରୁ ୨ଟି ପରିବାର ରେ କରୋନା ପଜିଟିଭ ଥିବା ଜଣ ପଡିଛି | ଅନ୍ୟ ମାନଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇ ପୁନେକୁ ପଠାଯାଇଛି | ଦୁଇଟି ପରିବାରକୁ ଛାଡି ଅନ୍ୟମାନଙ୍କ ପାଖରେ କୌଣସି ସମସ୍ୟା ଦେଖାଯାଇନାହିଁ ବୋଲି କହିଛନ୍ତି

ବଢ଼ିଲା ଲର୍ଣ୍ଣର ଲାଇସେନ୍ସଧାରୀଙ୍କ ସମୟ ସୀମା

ଭୁବନେଶ୍ୱର:ରାଜ୍ୟ ସରକାର ଲର୍ଣ୍ଣର ଲାଇସେନ୍ସ ସମୟ ସୀମା କୁ ବୃଦ୍ଧି କରିଛନ୍ତି | ଯେଉଁ ଲର୍ଣ୍ଣର ଲାଇସେନ୍ସର ସମୟ ସୀମା ୨୦୨୦ ଡିସେମ୍ବର ୩୧ ତାରିଖରେ ଶେଷ ହେଉଥିଲା ତାର ସମୟ ସୀମା |ଆଉ 3 ମାସ ଅର୍ଥାତ ୨୦୨୧ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ସମୟସୀମା ବୃଦ୍ଧି

୫୫ ବର୍ଷରେ ପାଦ ଥାପିଲେ ସୁପରଷ୍ଟାର ସଲମାନ୍ ଖାନ୍

ଆଜି ହେଉଛି ବଲିଉଡର ଶାନ୍ ସୁପରଷ୍ଟାର ସଲମାନ୍ ଖାନଙ୍କ ଜନ୍ମଦିନ । ସଲମାନ୍ ଆଜି ତାଙ୍କର ୫୫ତମ ଜନ୍ମଦିନ ପାଳନ କରୁଛନ୍ତି । ପ୍ରାୟ ୩୦ ବର୍ଷରୁ ଅଧିକ ସମୟ ହେବ ସଲମାନ୍ ବଲିଉଡ୍ ରେ ରାଜ୍ କରୁଛନ୍ତି । ତାଙ୍କ ଜନ୍ମଦିନ ଅବସରରେ ପ୍ରତିବର୍ଷ ତାଙ୍କ ଗ୍ୟାଲେକ୍ସି ଆପାର୍ଟମେଣ୍ଟ ସମ୍ମୁଖରେ

ଥରିବ ଓଡ଼ିଶା: ରାଜ୍ୟରେ ଆହୁରି ବଢ଼ିବ ଶୀତ

ଭୁବନେଶ୍ୱର: ଶୀତରେ ଥରୁଛି ସାରା ଓଡିଶା । ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆହୁରି ଶୀତ ବଢିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ବିଶେଷକରି ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ୨- ୩ ଡିଗ୍ରୀ କମିବ । ରାଜ୍ୟର କିଛି ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର