Odia News Portal
Browsing Tag

latest odia news

ମୁଣ୍ଡ ବିନ୍ଧା ଓ ଏହାର ପ୍ରତିକାର

ମୁଣ୍ଡ ଓ ବେକର ଯେ କୌଣସି ସ୍ଥାନରେ ଯନ୍ତ୍ରଣା ହେଲେ ତାହାକୁ ମୁଣ୍ଡ ବିନ୍ଧା ହେଉଛି ବୋଲି କହନ୍ତି । ଏହା ଏକ ଲକ୍ଷଣ, ରୋଗ ନୁହେଁ । ମୁଣ୍ଡ ଓ ବେକରେ ହେଉଥିବା ଅନେକ ରୋଗରେ ଏହା ଏକ ଲକ୍ଷଣ ରୁପେ ପ୍ରକାଶ ପାଏ । ଅନ୍ୟ ନାମ: ଲୋକମାନେ ଏହାକୁ ଶିର ପୀଡା, ଶିର ବେଦନା, ମୁଣ୍ଡ ବ୍ୟଥା ଓ

ରାଜ୍ୟରେ ଆଉ ୪ ଜଣଙ୍କର ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୩୩୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ ଜଣଙ୍କର ମୁଣ୍ଡ ନେଇଛି କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୫୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି

ବୃଷ ରାଶି ଲୋକମାନଙ୍କର କେମିତି କଟିବ ୨୦୨୧,ଆସନ୍ତୁ ଜାଣିବା..

ବୃଷଭ ରାଶିର ଲୋକମାନେ ସାଧାରଣତଃ ଧୌର୍ଯ୍ୟଶୀଳ ହୋଇଥାଆନ୍ତି । କୌଣସି ବି ପରିସ୍ଥିତିକୁ ମଧ୍ୟ ସମ୍ଭାଳି ନିଅନ୍ତି । ମନ ଜିତିବା ଏମାନଙ୍କ ଠାରୁ ଶିଖିବା କଥା । ଏମାନେ ଭରସାଯୋଗ୍ୟ ହୋଇଥାଆନ୍ତି । ଏମାନେ ଧିର ଓ ଗମ୍ଭୀର ହୋଇଥାଆନ୍ତି । ବୃଷଭ ରାଶିର ସ୍ୱାମୀ ଶୁକ୍ର ଅଟନ୍ତି । ୨୦୨୧ ପାଇଁ

ବିଜେଡି ପ୍ରତିଷ୍ଠା ଦିିବସ: ମହିଳା କାର୍ଡ ଖେଳିଲେ ନବୀନ

ଭୁବନେଶ୍ୱର: ଆଜି ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିିବସ । ଏହି ଅବସରରେ ଦଳର କର୍ମୀ ଠୁ ନେତା ସମସ୍ତଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଦଳ ସଭାପତି ନବୀନ ପଟ୍ଟନାୟକ । ତେବେ ଉଦବୋଧନରେ ମହିଳା କାର୍ଡ ଖେଳିଛନ୍ତି ନବୀନ । ମହିଳା ସଶକ୍ତିକରଣ ଓ ମହିଳା ବିକାଶ ନେଇ ନିଜ ଆଭିମୁଖ୍ୟ ରଖିଛନ୍ତି

ରାଜ୍ୟରେ ଆଉ ୩୩୪ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୩୩୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଚିହ୍ନଟ ସଂକ୍ରମିତ ମାନଙ୍କ ମଧ୍ୟରୁ ୧୯୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ସମୟରେ ବାକି ୧୪୦ ଜଣ ସଂକ୍ରମିତ ହେଉଛନ୍ତି ଲୋକାଲ କେସ୍। ତେବେ ଚିହ୍ନଟ

୨୪ ତମ ପ୍ରତିଷ୍ଠା ଦିବସ ପାଳୁଛି ବିଜୁ ଜନତା ଦଳ

ଭୁବନେଶ୍ୱର: ଆଜି ବିଜୁ ଜନତା ଦଳ ପାଳୁଛି ୨୪ ତମ ପ୍ରତିଷ୍ଠା ଦିବସ । କୋଭିଡ କଟକଣା ଭିତରେ ଦଳ ପାଳନ କରୁଛି ପ୍ରତିଷ୍ଠା ଦିବସ । ତେବେ ଏନେଇ ଆଜି ଭୁବନେଶ୍ୱର ଫରେଷ୍ଟ ପାର୍କସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି । ସେହିପରି ୟୁନିଟ-୬ ରେ ଥିବା ଦଳୀୟ

ରାଜ୍ୟକୁ ପୁଣି ଫେରିଲା କଣ୍ଟେନ୍‌ମେଣ୍ଟ କଟକଣା

କଟକ: ରାଜ୍ୟକୁ ପୁଣି ଫେରିଛି କଣ୍ଟେନମେଣ୍ଟ ଜୋନ୍ । କଟକ ଜିଲ୍ଲା ପାଟସୁନ୍ଦରପୁର ପଞ୍ଚାୟତର ନୂଆସାହି ଗାଁକୁ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି। କଟକ ଉପଜିଲ୍ଲାପାଳ ଏହି ଗାଁକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରିଛନ୍ତି। । କଣ୍ଟାପଡ଼ାରେ ୧୭ କରୋନା ଆକ୍ରାନ୍ତ ଓ ଜଣଙ୍କ ମୃତ୍ୟୁ

ନାତୁଣୀ ମାଡ଼ରେ ଆଈ ମୃତ

ଭଦ୍ରକ/: ଆଈକୁ ହତ୍ୟା କଲା ନାତୁଣୀ ।ନାତୁଣୀର ହେମଦସ୍ତା ମାଡ଼ରେ ଆଈର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଘରୋଇ କଳହ ଯୋଗୁଁ ଏଭଳି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନପଙ୍ଗ ଗାଁରେ ଘଟିଛି | ସୂଚନାନୁସାର, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ନପଙ୍ଗ

ବ୍ରିଟେନ ଫେରନ୍ତା ୪ ବର୍ଷର ଶିଶୁ ପଜିଟିଭ ଚିହ୍ନଟ

ବ୍ରିଟେନ ଫେରନ୍ତା ୪ ବର୍ଷର ଶିଶୁ କରୋନା ପଜିଟିଭ ଚିହ୍ନଟ । ଗତ ୨୦ ତାରିଖରେ ବାପା-ମାଆଙ୍କ ସହ ଶିଶୁ ବ୍ରିଟେନ୍‌ରୁ ଭୁବନେଶ୍ୱର ଫେରିଥିଲେ। ସମସ୍ତଙ୍କର କୋଭିଡ୍‌ ଟେଷ୍ଟ ହୋଇଥିଲା। ବାପା ଓ ମାଆଙ୍କର କୋଭିଡ୍‌ ଟେଷ୍ଟ ନେଗେଟିଭ ଆସିଥିବା ବେଳେ ପିଲାଟିର କୋଭିଡ ରିପୋର୍ଟ ପଜିଟିଭ୍‌ ଆସିଲା।

ବିସିସିଆଇ ସିଲେକ୍ସନ୍ କମିଟିରେ ଓଡିଶାର ଦେବାଶିଷ ମହାନ୍ତି

ଭାରତୀୟ କ୍ରିକେଟ୍ ଟିମର ଚୟନକର୍ତ୍ତା ଘୋଷଣା କରିଛି ବିସିସିଆଇ । କ୍ରିକେଟ୍ ଉପଦେଷ୍ଟା କମିଟିର ସାକ୍ଷାତକାର ପ​‌ରେ ପୂର୍ବତନ କ୍ରିକେଟର ଚେତନ୍ ଶର୍ମାଙ୍କୁ ଚୟନ କମିଟି ମୁଖ୍ୟ ଭାବେ ଘୋଷଣା କରାଯାଇଛି । ତେବେ ଓଡିଶାର ପୂର୍ବତନ ଫାଷ୍ଟ୍ ବୋଲର ଦେବାଶିଷ ମହାନ୍ତିଙ୍କୁ ଚୟନ କମିଟି