ହାଇକୋର୍ଟର ନିର୍ଦ୍ଦେଶ ପରେ ବି ଶିଶୁଭବନରେ ଲାଗୁନାହିଁ ସେଣ୍ଟ୍ରାଲ୍ ଏସି
୨୦୧୬ରେ ହସ୍ପିଟାଲ୍ରେ ସ୍ପ୍ଲିଟ୍ ଏସି ବଦଳରେ ସେଣ୍ଟ୍ରାଲ୍ ଏସି ବ୍ୟବହାର କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସେଣ୍ଟ୍ରାଲ୍ ଏସିରେ ସମସ୍ତ ମେସିନ୍ କୋଠା ବାହାରେ ଲାଗିଥାଏ। ସେଥିପାଇଁ ସେଣ୍ଟ୍ରାଲ୍ ଏସିରେ ସର୍ଟ ସର୍କିଟ୍ ହେବାର ସମ୍ଭାବନା ଖୁବ୍ କମ୍ ରହିଥାଏ। ଏଭଳି!-->…
