ବିଧାନସଭାରେ ପିଏମ୍ଜି ତାତି
ବିଜେପି ଯୁବମୋର୍ଚ୍ଚା କର୍ମୀ ଓ ପୁଲିସ୍ ମଧ୍ୟରେ ଗତ ମଙ୍ଗଳବାର ଦିନ ହୋଇଥିବା ସଂଘର୍ଷକୁ ନେଇ ବୁଧବାର ଦିନ ବିଧାନସଭା ହୁଲସ୍ତୁଲ ହୋଇଛି। ଏହି ପ୍ରସଙ୍ଗକୁ ଗଣ୍ଠି କରି ବିଜେପି ଲଗାତାର ଭାବେ ସରକାରଙ୍କୁ ଟାର୍ଗେଟ୍ କରିଥିଲା। ବିଜେଡି ବି କଡ଼ା ଭାଷାରେ ଜବାବ ଦେଇଥିଲା। ନବ ଦାସ!-->…
