ନିଆଁ ଲାଗି ଜଳିଗଲା ୧୭ ବଖରା
ନିଆଁ ଲାଗି ୯ ପରିବାରର ୧୭ ବଖରା ଜଳିଯାଇଛି। ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଛି। ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ବିଦ୍ୟାଧର ପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଆଜି ଅପରାହ୍ନରେ ହଠାତ ଅଗ୍ନିକାଣ୍ଡ ଘଟିବା ପରେ ଗ୍ରାମର ୯ ପରିବାରର ୧୭ ବଖରା ଘରେ!-->…
