Odia News Portal
Browsing Tag

latest odia news

ସୋସିଆଲ ମିଡିଆରେ ଯୁକ୍ତ ଦୁଇ ନକଲି ପ୍ରଶ୍ନପତ୍ର ଭାଇରାଲ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଏପର୍ଯ୍ୟନ୍ତ ଆରମ୍ଭ ହୋଇ ନାହିଁ। କେବଳ ଯାହା ପ୍ରଶ୍ନପତ୍ରଗୁଡ଼ିକୁ ପରୀକ୍ଷା ପରିଚାଳନା ହବ୍‌କୁ ପଠାଯାଇଛି। ମାତ୍ର ଏବେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି ଯୁକ୍ତ୨ ବିଭିନ୍ନ ବିଷୟର ପ୍ରଶ୍ନପତ୍ର। ଓଡ଼ିଆ ସମେତ ଆଉ

‘ପ୍ରଯୁକ୍ତି ବ୍ୟବହାର କରି ସହଜ ଜୀବନଧାରଣ’ ବଜେଟ୍ ପରବର୍ତ୍ତୀ ପଞ୍ଚମ ୱେବିନାରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପ୍ରଯୁକ୍ତି ବ୍ୟବହାର କରି ସହଜ ଜୀବନଧାରଣ’ ଉପରେ ବଜେଟ୍‌ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି। ୨୦୨୩ କେନ୍ଦ୍ର ବଜେଟ୍‌ରେ ଘୋଷଣା କରାଯାଇଥିବା ଯୋଜନାଗୁଡ଼ିକର ପ୍ରଭାବୀ କାର୍ଯ୍ୟକାରିତା ପାଇଁ ମତାମତ ଓ ପରାମର୍ଶ ଲୋଡ଼ିବା ଉଦ୍ଦେଶ୍ୟରେ କେନ୍ଦ୍ର

କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟରେ ବକ୍ତୃତା ଲାଗି ନୂଆ ବେଶରେ ରାହୁଲ୍ ଗାନ୍ଧୀ

କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟରେ ବକ୍ତୃତା ଦେବା ଲାଗି ଆଜି କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ଇଂଲଣ୍ଡ୍‌ରେ ପହଞ୍ଚିଛନ୍ତି। ଏଥିପାଇଁ ରାହୁଲ୍‌ ତାଙ୍କର ବେଶଭୂଷା ପରିବର୍ତ୍ତନ କରିଛନ୍ତି। ‘ଭାରତ ଯୋଡ଼ୋ ଯାତ୍ରା’ ବେଳେ ରାହୁଲ୍‌ ବଢ଼ାଇ ଥିବା ଦାଢ଼ିକୁ ଅଳ୍ପ ରଖି କାଟି ଦିଆଯାଇଥିବା ବେଳେ

୧୧.୩୦ ପର୍ଯ୍ୟନ୍ତ ବିଧାନସଭା ଗୃହ ମୁଲତବି

ଆଜି ଆରମ୍ଭରୁ ବିଧାନସଭାରେ ପ୍ରଶ୍ନକାଳ ବେଳେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ଗତକାଲି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ ବେଳେ ହୋଇଥିବା ଗଣ୍ଡଗୋଳକୁ ନେଇ ତାତିଛନ୍ତି ବିଜେପି ବିଧାୟକ। ବିଜେପି ଯୁବ ମୋର୍ଚ୍ଚା କର୍ମୀମାନଙ୍କଉପରେ ପୁଲିସର ମାତ୍ରାଧିକ

ପ୍ରଧାନମନ୍ତ୍ରୀଙ୍କ ବିବିସି ଡକୁମେଣ୍ଟାରି ଓ ଜର୍ଜ ସୋରସଙ୍କ ବିରୋଧରେ ବର୍ଷିଲେ ଉପରାଷ୍ଟ୍ରପତି ଧନଖଡ଼

ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ହଙ୍ଗେରୀ-ଆମେରିକୀୟ ବ୍ୟବସାୟୀ ସମାଲୋଚକ ଜର୍ଜ ସୋରସଙ୍କ ବିରୋଧରେ ବର୍ଷିଛନ୍ତି। ଧନଖଡ଼ କହିଛନ୍ତି ଯେ ଭାରତରେ ଏକ ଦୃଢ଼ ଆଇନ ବ୍ୟବସ୍ଥା ଅଛି ଯେଉଁଠାରେ ପ୍ରଧାନମନ୍ତ୍ରୀଙ୍କ ସମେତ ଉଚ୍ଚ ଓ ଶକ୍ତିଶାଳୀ

୮୫ ପ୍ରତିଶତ ଅଞ୍ଚଳରେ ବର୍ଷାଭାବ, ବଢିପାରେ ଗ୍ରୀଷ୍ମ ଉତ୍ତାପ

ଦେଶର ୮୫ ପ୍ରତିଶତ ଅଞ୍ଚଳରେ ବର୍ଷର ପ୍ରଥମ ଦୁଇ ମାସରେ ସ୍ବାଭାବିକଠାରୁ ଖୁବ୍‌ କମ୍ ବର୍ଷା ହୋଇଛି। ସବୁଠି ବର୍ଷା ଅଭାବ ଦେଖିବାକୁ ମିଳିଛି। ଉତ୍ତର ଭାରତରେ ପଂଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ଜମ୍ମୁ କାଶ୍ମୀର, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ ଏବଂ ପଶ୍ଚିମ ଉତ୍ତରପ୍ରଦେଶ ସମେତ ଦେଶର

ଫାଟିଲା ଗ୍ୟାସ୍ ସିଲିଣ୍ଡର: ୪ ଅଗ୍ନିଶମ କର୍ମଚାରୀ ଆହତ

ସମ୍ବଲପୁର ଚାଉଁପୁରସ୍ଥିତ ଏକ ଦୋକାନରେ ଭୟାବହ ଅଗ୍ନିକାଣ୍ଡ। ଗ୍ୟାସ୍ ସିଲିଣ୍ଡର ଫାଟିଯିବା ଫଳରେ ଜଳିଗଲା ଦୋକାନ। ଗତକାଲି ବିଳମ୍ବିତ ରାତ୍ରିରେ ଘଟିଛି ଏହି ଅଗ୍ନିକାଣ୍ଡ । ପ୍ରଥମେ ଗ୍ଯାସ ସିଲିଣ୍ଡରରୁ ନିଆଁ ଲାଗିବା ପରେ ଏହା ପ୍ରଚଣ୍ଡ ଶବ୍ଦ କରି ଫାଟିଯାଇଥିଲା। ଗ୍ୟାସ୍ ସିଲିଣ୍ଡରଟି

ମହାବଳ ବାଘକୁ ନେଇ ବଢ଼ିଲା ବନବିଭାଗର ଚିନ୍ତା

ମହାବଳ ବାଘକୁ ନେଇ ବଢ଼ିଲା ବନବିଭାଗର ଚିନ୍ତା । କେନ୍ଦୁଝର ଜିଲ୍ଲାରେ ମହାବଳ ବାଘ ଆଗରୁ ଥିଲା ଏବେ ବି ଅଛି । କେନ୍ଦୁଝର ଜିଲ୍ଲାରେ ଗତକାଲି ମହାବଳ ବାଘ ଉପସ୍ଥିତି ସମ୍ପର୍କରେ ପିସିସିଏଫ ଫଟୋ ସହ ସ୍ପଷ୍ଟ କରିଥିଲେ । ଆଜି ବାଘ ସମ୍ପର୍କରେ ସବିଶେଷ ତଥ୍ୟ ରଖିଛନ୍ତି କେନ୍ଦୁଝର ଡିଏଫଓ । ସେ

ପ୍ରତିରକ୍ଷା ଗୁପ୍ତ ତଥ୍ୟ ଲିକ୍‌ ଘଟଣା:ବାବୁରାମଙ୍କର ଆର୍ଥିକ କାରବାର ଉପରେ ଖୋଳତାଡ଼ 

ଚାନ୍ଦିପୁର ଆଇଟି୍ଆରରୁ କ୍ଷେପଣାସ୍ତ୍ର ପରୀକ୍ଷଣ ସମ୍ବନ୍ଧୀୟ ବିଭିନ୍ନ ଗୋପନ ତଥ୍ୟ ପାକିସ୍ତାନର ଆଇଏସ୍‌ଆଇ ଏଜେଣ୍ଟଙ୍କୁ ପ୍ରଦାନ ଅଭିଯୋଗରେ ଗିରଫ ହୋଇଥିବା ଆଇଟିଆର୍‌ ଟେଲିମେଟ୍ରି ବିଭାଗର ସିନିୟର ଟେକ୍ନିକାଲ୍‌ ଅଫିସର ବାବୁରାମ ଦେଙ୍କର ଆର୍ଥିକ କାରବାର ଉପରେ ଖୋଳତାଡ଼ ଆରମ୍ଭ ହୋଇଛି।

ଫେରାର ମଙ୍ଗୁଳା କନ୍ୟା ଥାନାରେ ହାଜର ହେଲେ

ଥାନାରେ ହାଜର ହେଲେ ଫେରାର କନ୍ୟା । ବଲାଙ୍ଗିର ଜିଲ୍ଲା ବୁଢିସିଣ୍ଡୋଲ ଗାଁର ମାଧବି ଗାଇଗରିଆ ଓ ପଟୁଆ ପାଲି ଗାଁର ଧିରୋଜଙ୍କ ବିବାହ ଥିଲା । ଏନେଇ ସବୁ ପ୍ରସ୍ତୁତି ସରିଥିଲା । ତେବେ ଏହାର କିଛି ସମୟ ପୂର୍ବରୁ ନିଜ ପ୍ରେମିକ ସହ ଫେରାର ହୋଇଯାଇଥିଲେ ପ୍ରେମିକା । ମାଧବୀ ତାଙ୍କ ୪ ବର୍ଷର