ପୂଜା ପାଠରେ ବିଶ୍ୱାସ କରୁନଥିବା ବ୍ୟକ୍ତି ଆଜି ମନ୍ଦିର ଯାଇ ପୂଜା କରୁଛି; ବିବେକ ଅଗ୍ନହୋତ୍ରୀ
ଶନିବାର ପ୍ରତ୍ୟୁଷରେ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ସ୍ବାମୀ ତଥା କ୍ରିକେଟ୍ ଖେଳାଳି ବିରାଟ କୋହଲି ମଧ୍ୟପ୍ରଦେଶର ଉଜ୍ଜୟିନୀସ୍ଥିତ ପ୍ରସିଦ୍ଧ ବାବା ମହାକାଳେଶ୍ବର ମନ୍ଦିରକୁ ଯାଇ ଭଗବାନ ଶିବଙ୍କୁ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଥିବା ଦେଖାଯାଇଥିଲା। ଏହାର ଏକ ଭିଡିଓ ମଧ୍ୟ!-->…
