Odia News Portal
Browsing Tag

latest odia news

ପୁରସ୍କାର ପାଇବେ ସବୁ ଆଗ୍ନିକ

ପୁରୀ ଅପରେସନରେ ସାମିଲ ସବୁ ଅଗ୍ନଶମ କର୍ମଚାରୀ ପାଇବେ ପୁରସ୍କାର । ସମସ୍ତଙ୍କୁ ଆର୍ଥିକ ପୁରସ୍କାର ମିଳିବ କହିଲେ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ । ଅପରେସନ ବେଳେ ଆହତ ୨ ଜଣ କର୍ମଚାରୀଙ୍କୁ ଡିଜି ଡିସ୍କ ଦିଆଯିବ । ନେତୃତ୍ୱ ନେଇଥିବା ୩ ଜଣ ଅଫିସରଙ୍କୁ ମଧ୍ୟ ଡିଜି ଡିସ୍କ ଦିଆଯିବାର…

ବାଣ ଟ୍ରାଜେଡି : ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି

ଭୂଷଣ୍ଡପୁର ବାଣ ଟ୍ରାଜେଡିରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇଛି । ପୂର୍ବରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ଏବେ ଆଉ ଜଣେ ଗୁରୁତର ଅବସ୍ଥାରେ ଏମ୍ସରେ…

ଦଶମ ଶ୍ରେଣୀ ନିଖାଜ ପରୀକ୍ଷାର୍ଥୀ ଉଦ୍ଧାର

ନିଖୋଜ ମାଟ୍ରିକ ପରୀକ୍ଷାର୍ଥୀ ଭୂତପଲ୍ଲୀ ପାଖରୁ ଉଦ୍ଧାର ହୋଇଥିବା ସୂଚନା । ଏକ ଆମ୍ବ ଗଛ ମୂଳେ ବସିଥିଲା ବେଳେ ଉଦ୍ଧାର କଲେ ଲୋକେ । ଉଦ୍ଧାର ପରେ ନିଜ ଗାଁ କୃଷ୍ଣଚନ୍ଦ୍ରପୁରକୁ ଆଣି ପୋଲିସ ଜିମା ଦେଇଥିବା ସୂଚନା । ୟୁନିଫର୍ମରେ ନଥିବାରୁ ପରୀକ୍ଷା ପାଇଁ ଅନୁମତି ଦିଆଯାଇ ନଥିଲା ।…

ମାଟ୍ରିକ୍ ପରୀକ୍ଷା କେନ୍ଦ୍ର ପରିଦର୍ଶନ କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଆଜି ସକାଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ରାଜଧାନୀର ସୟଦ ମମତାଜ ଅଲି ହାଇସ୍କୁଲ(ଡୁମଡୁମା) ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହାପରେ ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି, ପରୀକ୍ଷା କେନ୍ଦ୍ରରେ ଏଥର ଖୁବ୍…

ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୮ଟି ପ୍ରସ୍ତାବ ପାରିତ

ରାଜ୍ୟ କ୍ୟାବିନେଟ୍ ବୈଠକ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୧୮ଟି ପ୍ରସ୍ତାବ ପାରିତ ହୋଇଥିଲା। ରାଜ୍ୟ କ୍ୟାବିନେଟ୍ ବୈଠକରେ ନିମ୍ନୋକ୍ତ ପ୍ରସ୍ତାବଗୁଡ଼ିକୁ ଅନୁମୋଦନ କରାଯାଇଛି।୧. ପ୍ରଚଳିତ ଓଡ଼ିଶା ସମବାୟ…

ନିଆଁ ଭିତରୁ ମିଳିଲା ସୁନା

ପୁରୀ ଲକ୍ଷ୍ମୀ ମାର୍କେଟ ନିଆଁ ଭିତରୁ ମିଳିଲା ସୁନା ଅଳଙ୍କାର । ପ୍ରାୟ ୩ ଲକ୍ଷ ଟଙ୍କାର ସୁନା ସହ ଅନ୍ୟ ସାମଗ୍ରୀ ମଧ୍ୟ ଉଦ୍ଧାର ହୋଇଥିବା ସୂଚନା । ନିଆଁ ଲାଗିଥିବା ହୋଟେଲରୁ ମିଳିଲା ସୁନା, ଅଳଙ୍କାର ଓ ଟଙ୍କା । ବ୍ରହ୍ମପୁରରୁ ଆସିଥିବା ପର୍ଯ୍ୟଟକଙ୍କ ସୁନା, ଟଙ୍କା ମିଳିଥିବା ଖବର…

ଏପ୍ରିଲ ୩ରେ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ, ଆଜିଠୁ ନାମାଙ୍କନ ଦାଖଲ

ଆସନ୍ତା ଏପ୍ରିଲ ୩ରେ ବରଗଡ଼ ଜିଲ୍ଲା ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ନିର୍ବାଚନ। ଆଜିଠୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି। ୧୫ ତାରିଖ ଯାଏ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିପାରିବେ। ପ୍ରମୁଖ ରାଜନୈତିକ ଦଳମାନଙ୍କ ମଧ୍ୟରେ ଆରମ୍ଭ ହୋଇଛି ଅଙ୍କକଷା । ୨୦୧୧ମସିହାରେ ଗଠନ…

ଜ୍ୱାଇଁକୁ ପିଟି ପିଟି ହତ୍ୟା

ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଚାବ୍ରିପାଲି ଗାଁରେ ଅଭାବନୀୟ ଘଟଣା । ଶ୍ୱଶୁର ଘର ଲୋକେ ଜ୍ବାଇଁକୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରିକି ହତ୍ୟା ଚପାଇବାକୁ ଶ୍ୱଶୁର ଘର ଲୋକେ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଜ୍ୱାଇଁ ରୁଦ୍ର ମେହେରଙ୍କ ମୃତଦେହ ଜରି ବସ୍ତାରୁ ଉଦ୍ଧାର ହୋଇଛି ।…

ସରିଛି ରଙ୍ଗର ପର୍ବ ହୋଲି, ଆସିଲା ଦୁଃଖଦ ଖବର

ସରିଛି ରଙ୍ଗର ପର୍ବ ହୋଲି । କିନ୍ତୁ ହୋଲି ପରେ ବିଭିନ୍ନ ସ୍ଥାନରୁ ଆସିଛି ଅଘଟଣର ଖବର । ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟି ୫ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । କେନ୍ଦ୍ରାପଡାରେ ଦୁଇଜଣ, ବଲାଙ୍ଗୀର, ସୋର ଓ ଧର୍ମଶାଳାରେ ଜଣେ ଲେଖାଁଏ ପ୍ରାଣ ହରାଇଛନ୍ତି । କଟକ…

ଲକ୍ଷ୍ମୀ ମାର୍କେଟ ନିଆଁ ଅଣାୟତ୍ତ:ତଦାରଖ କଲେ ପୁରୀ ଏସପି

ଅଗ୍ନିକାଣ୍ଡ ସ୍ଥଳରେ ପହଂଚି ସ୍ଥିତି ତଦାରଖ କଲେ ପୁରୀ ଏସପି । ୨ ରୁ ୩ ଘଣ୍ଟା ଭିତରେ ନିଆଁକୁ ଆୟତ୍ତ କରିବାକୁ ଆଶା ରଖିଛୁ କହିଲେ ପୁରୀ ଏସପି । ଭୟଭୀତ ନ ହେବାକୁ ସ୍ଥାନୀୟ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଏସପି । ବିଶେଷଜ୍ଞଙ୍କ ସୟାୟତା ଲୋଡିଲେ ନିଆଁ ଲିଭାଉଥିବା କର୍ମଚାରୀ । ଅଗ୍ନିଶମ…