Odia News Portal
Browsing Tag

latest odia news

ଗିରଫ କରିବାକୁ ୱାରେଣ୍ଟ ନେଇ ପହଞ୍ଚିଲା ପୋଲିସ, ହେଲେ ଫେରାର୍ ଇମ୍ରାନ ଖାନ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଘରେ ଜାମିନ ବିହୀନ ଗିରଫ ୱାରେଣ୍ଟ ନେଇ ପୁଲିସ ପହଞ୍ଚିଛି। ତାଙ୍କ ଉପରେ ଗିରଫଦାରୀର ଖଣ୍ଡା ଝୁଲୁଥିବା କୁହାଯାଉଛି। ଯାହା କୌଣସି ମୁହୂର୍ତ୍ତରେ ବି ଖସିପାରେ । ଇସଲାମାବାଦ ଆଇଜି ମାର୍ଚ୍ଚ ୫ ତାରିଖରେ ଅର୍ଥାତ ଆଜି ଇମ୍ରାନ ଖାନଙ୍କୁ

ବରଗଡ, ନୂଆପଡା ଓ କଳାହାଣ୍ଡି ଜିଲ୍ଲାରେ ୩୦୮୧ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଆରମ୍ଭ

 ଆଜି ମହାନ ଜନନାୟକ ବିଜୁ ପଟ୍ଟନାୟକ ଜୟନ୍ତୀ । ସାରା ରାଜ୍ୟ ଓଡିଶାର ଏହି ମହାନ ସନ୍ତାନଙ୍କ ଜୟନ୍ତୀକୁ ଶ୍ରଦ୍ଧାର ସହ ପାଳନ କରୁଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ, କଳାହାଣ୍ଡି ଓ ନୂଆପଡା ଜିଲ୍ଲା ଗସ୍ତରେ ଯାଇ ଆମପାଣିଠାରେ ବିଜୁ ଏକ୍ସପ୍ରେସ ଓ୍ଵେ କୁ ଏବଂ

ଖୋଲିବ ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ମୃତ୍ୟୁ ରହସ୍ୟ

ଖୋଲିବ ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ମୃତ୍ୟୁ ରହସ୍ୟ । ଡେଥ୍‌ ସସପେନ୍ସ ଉପରୁ ପରଦା ହଟାଇବାକୁ ତଦନ୍ତକୁ ଜୋରଦାର କରିଛି ବୁର୍ଲା ପୋଲିସ । ତଥ୍ୟ ପ୍ରମାଣ ଯୋଗାଡ଼ କରୁଛି ପୋଲିସର ୩ଟି ଟିମ୍‌ । ଏଯାଏଁ ଚିନ୍ମୟୀଙ୍କ ପରିବାର ଲୋକଙ୍କ ସମେତ ୩୧ ଜଣଙ୍କୁ ପଚରାଉଚରା କରିବା ସହ ବୟାନ

ଚର୍ଚ୍ଚାରେ ଅକ୍ଷୟ କୁମାର, ନାଲି ଘାଗରା ପିନ୍ଧି ନରାଙ୍କ ସହ ନାଚିଲେ

ଚଳିତବର୍ଷ ରିଲିଜ ହୋଇଥିବା ଫିଲ୍ମ ‘ସେଲଫି’ ବକ୍ସ ଅଫିସରେ ଫ୍ଲପ୍ ହୋଇଥିବାରୁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର । ଏହି ସମୟରେ ଅକ୍ଷୟ କୁମାରଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ସେ ଅଭିନେତ୍ରୀ ନୋରା ଫତେହିଙ୍କ

ଉଦଘାଟିତ ହେଲା ମହିଳା ପ୍ରିମିୟର ଲିଗ

ପୁରୁଷ କ୍ରିକେଟରଙ୍କ ପାଇଁ ଯୁଗାନ୍ତକାରୀ ସାବ୍ୟସ୍ତ ହୋଇଥିବା ଆଇପିଏଲ୍‌ (ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍‌) ଆରମ୍ଭର ଠିକ୍ ୧୫ ବର୍ଷ ପରେ ଶନିବାରଠାରୁ ମହିଳା ପ୍ରିମିୟର୍ ଲିଗ୍ (ଡବଲ୍ୟୁପିଏଲ୍‌)ର ଶୁଭାରମ୍ଭ ହୋଇଛି। ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ ସହିତ ଏହି ୫ ଦଳୀୟ ଫ୍ରାଞ୍ଚାଇଜ୍ ଭିତ୍ତିକ

ନୂଆ ଇତିହାସ ଲେଖିବ ବିଜୁ ଏକ୍ସପ୍ରେସ ୱେ:ମୁଖ୍ୟମନ୍ତ୍ରୀ

ମୁଁ କଥା ନୁହେଁ, କାମରେ ବିଶ୍ବାସ କରେ। ବରଗଡ଼ ଜିଲ୍ଲାର ସୋହେଲାର ଘେସ ହାଇସ୍କୁଲ ପଡ଼ିଆରେ ଆୟୋଜିତ କାର‌୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଏକଥା ପୁଣି ଦୋହରାଇଛନ୍ତି। ଓଡ଼ିଶାବାସୀଙ୍କ ସେବାରେ ବିଜୁ ଏକ୍ସପ୍ରେସ ୱେ ଉତ୍ସର୍ଗୀକୃତ କରି ମେଁ ବହୁତ ଖୁସି। ବିଜୁ

ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀଙ୍କ ସହିତ ମିଶି ‘ବର୍ଡର୍‌-ଗାଭାସ୍କର୍‌ ଟ୍ରଫି’ର ମ୍ୟାଚ୍‌ ଦେଖିବେ ପ୍ରଧାନମନ୍ତ୍ରୀ…

ମାର୍ଚ ୯ ତାରିଖ ଦିନ ଅହମଦାବାଦରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବେନିଜ୍‌ଙ୍କ ସହିତ ମିଶି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ବର୍ଡର୍‌-ଗାଭାସ୍କର୍‌ ଟ୍ରଫି’ର ୪ର୍ଥ ଟେଷ୍ଟ୍‌ କ୍ରିକେଟ୍‌ ମ୍ୟାଚ୍‌ ଦେଖିବେ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ମ୍ୟାଚ୍‌

ମହାରାଷ୍ଟ୍ର ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ; ବୁଲା କୁକୁରଙ୍କୁ ଆସାମ ପଠାଇଦିଅ

ବୁଲା କୁକୁର ସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ସେମାନଙ୍କୁ ଆସାମ ପଠାଇ ଦିଅ ବୋଲି ମହାରାଷ୍ଟ୍ରର ବିଧାୟକ ତଥା ‘ପ୍ରହାର ଜନଶକ୍ତି ପାର୍ଟି’ର ମୁଖ୍ୟ ବଚ୍ଚୂ କଡୂ ପ୍ରସ୍ତବ ଦେଇ ବିବାଦର ସୂତ୍ରପାତ କରିଛନ୍ତି। କଡୂଙ୍କ କହିବା ଅନୁସାରେ, ଆସାମର ସ୍ଥାନୀୟ ବାସିନ୍ଦାମାନେ କୁକୁର ଖାଆନ୍ତି।

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୯ ବିରୋଧୀ ଦଳ ନେତା

ସିବିଆଇ ଓ ଇଡି ଭଳି କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଅପବ୍ୟବହାର କରାଯାଉଛି ବୋଲି ଅଭିଯୋଗ କରି ୯ଟି ବିରୋଧୀ ଦଳର ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଚିଠି ଲେଖିଛନ୍ତି। ସେମାନଙ୍କ ନେତାମାନଙ୍କୁ ଫସାଇବା ପାଇଁ ଏହି କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ବ୍ୟବହାର କରାଯାଉଥିବା ସେମାନେ

ବଢ଼ୁଛି ଥଣ୍ଡା, କାଶ, ଜ୍ୱର ସଂକ୍ରମଣ: କେନ୍ଦ୍ର ଜାରି କଲା ସତର୍କ ସୂଚନା

ଗତ ୨ବର୍ଷ ଧରି କୋଭିଡ ସହିତ ସଂଘର୍ଷ କରୁଥିବା ଲୋକମାନଙ୍କ ପାଇଁ ଇନଫ୍ଲୁଏଞ୍ଜା ସଂକ୍ରମଣ ଚିନ୍ତା ବଢ଼ାଇଛି। ଦେଶବ୍ୟାପୀ ଗତ ୨ ମାସ ମଧ୍ୟରେ ଇନଫ୍ଲୁଏଞ୍ଜା ମାମଲାରେ ବୃଦ୍ଧି ଦେଖିବାକୁ ମିଳିଛି। ଇନଫ୍ଲୁଏଞ୍ଜା କାରଣରୁ ଲୋକମାନଙ୍କଠାରେ ପ୍ରବଳ ଜ୍ବର ଓ ଥଣ୍ଡା ସାଙ୍ଗକୁ ଦୀର୍ଘଦିନ ଧରି