Odia News Portal
Browsing Tag

latest odia news

ଏକ୍ସଆଇଏମ ଅଡିଟୋରିମର ଉଦଘାଟନୀ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଏକ୍ସଆଇଏମ ଅଡିଟୋରିମ ଆଜି ଉଦଘାଟିତ ହୋଇଛି। ଉଦଘାଟନୀ ଉତ୍ସବରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ମୁଖ୍ୟମନ୍ତ୍ରୀ ୟୁନିଭର୍ସିଟି କର୍ମକର୍ତ୍ତାଙ୍କୁ କାର୍ଯ୍ୟକ୍ରମ ପାଇଁ ଧନ୍ୟବାଦ କରିବା ସହ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଠାରେ ବିଭିନ୍ନ ସମ୍ମିଳନୀ,

ପୁଲୱାମାରେ ବ୍ୟାଙ୍କ ସୁରକ୍ଷାକର୍ମଚାରୀଙ୍କୁ ଗୁଳି ମାରି ହତ୍ୟା କଲେ ଆତଙ୍କବାଦୀ

ଆଜି ଦକ୍ଷିଣ କଶ୍ମୀରର ପୁଲ୍‌ୱାମା ଜିଲ୍ଲା ଅନ୍ତର୍ଗତ ଅଚନ ଅଞ୍ଚଳରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ଜଣେ ବ୍ୟାଙ୍କ୍‌ ସୁରକ୍ଷାକର୍ମୀଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି। ଗଣମାଧ୍ୟମକୁ ଜଣେ ପଦସ୍ଥ ପୁଲିସ ଅଧିକାରୀ କହିଛନ୍ତି ଯେ, ଆଜି ସକାଳେ ଅଚନ ଅଞ୍ଚଳର ବାସିନ୍ଦା ସଞ୍ଜୟ ପଣ୍ଡିତ ନାମକ ଜଣେ

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ସିବିଆଇର ଜେରା

ଆଜି ପୁଣି ସିବିଆଇରେ ହାଜର ହୋଇଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଅବକାରୀ ନୀତି ଦୁର୍ନୀତି ମାମଲାରେ ଅଧିକ ଜେରା ପାଇଁ ସେ ଆଜି ସିବିଆଇ ମୁଖ୍ୟ କାର୍ଯ୍ୟାଳୟକୁ ଯାଇଛନ୍ତି । ଏଥିପାଇଁ ସିବିଆଇ ମୁଖ୍ୟାଳୟ ଆଗରେ ସିସୋଦିଆଙ୍କ ସମର୍ଥକଙ୍କ ଭିଡ ଲାଗିଛି। ତେଣୁ ମୁଖ୍ୟାଳୟ

ଶିଶୁକନ୍ୟାକୁ ଦୁଷ୍କର୍ମ ଘଟଣାରେ ଯୁବକକୁ ୨୦ବର୍ଷ ଜେଲ

କେନ୍ଦୁଝର ଫାଷ୍ଟଟ୍ରାକ କୋର୍ଟ ବିଚାରପତି ମାନସ କୁମାର ମିଶ୍ର ଶନିବାର ଏକ ଶିଶୁ କନ୍ୟା ଦୁଷ୍କର୍ମ ମାମଲାର ବିଚାର କରି ରାୟ ପ୍ରକାଶ କରିଛନ୍ତି ।କେନ୍ଦୁଝର ସଦର ଥାନା ଅଞ୍ଚଳରେ ମାମୁ ଘରକୁ ବୁଲି ଆସିଥିବା ଶିଶୁକୁ ୨୦୧୭ମସିହାରେ ଘନଶ୍ୟାମ ପାତ୍ର ନାମକ ଯୁବକ ଟେକି ନେଇ ଦୁଷ୍କର୍ମ କରିଥିଲା ।

ଜେଲରେ ରହିବାରେ ମୋର କିଛି ଯାଏ ଆସେ ନାହିଁ : ସିସୋଦିଆ

କିଛି ମାସ ଜେଲ୍‌ରେ ରହିବାକୁ ପଡ଼ିଲେ ତାଙ୍କର କିଛି ଯାଏଆସେ ନାହିଁ ବୋଲି ଆଜି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ତଥା ‘ଆମ୍‌ ଆଦ୍‌ମୀ ପାର୍ଟି’ର ନେତା ମନୀଷ ସିସୋଦିଆ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଆଜି ଦିଲ୍ଲୀ ଅବକାରୀ ନୀତିରେ ହୋଇଥିବା ଦୁର୍ନୀତି ପ୍ରସଙ୍ଗରେ ଜେରା କରିବା ଲାଗି ‘ସିବିଆଇ’

ଶେଷ ହେଲା ଜି-୨୦ ବୈଠକ, ହେଲେ ୟୁକ୍ରେନ ଯୁଦ୍ଧ ପସଙ୍ଗରେ ମିଳିଲାନି ସର୍ବସମ୍ମତି

ୟୁକ୍ରେନ୍‌ ଯୁଦ୍ଧ ପ୍ରସଙ୍ଗରେ କୌଣସି ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ ବିନା ବେଙ୍ଗାଲୁରୁରେ ଶୁକ୍ରବାର ଦିନ ଶେଷ ହୋଇଛି ‘ଗ୍ରୁପ୍‌ ଅଫ୍‌ ୨୦’ ଅଗ୍ରଣୀ ଅର୍ଥନୀତିମାନଙ୍କ ଅର୍ଥନୈତିକ ମୁଖ୍ୟମାନଙ୍କ ବୈଠକ। ୟୁକ୍ରେନ୍‌ ସହିତ ଯୁଦ୍ଧ କରୁଥିବାରୁ ଅଧିକାଂଶ ରାଷ୍ଟ୍ର ମସ୍କୋକୁ ନିନ୍ଦା କରିଥିଲେ

ଏଣିକି ମାଗଣାରେ ଷ୍ଟୁଡେଣ୍ଟ ଡାଏରୀ ପାଇବେ ସରକାରୀ ସ୍କୁଲ ପିଲା

ଏଣିକି ମାଗଣାରେ ଷ୍ଟୁଡେଣ୍ଟ ଡାଏରୀ ପାଇବେ ସରକାରୀ ସ୍କୁଲ ପିଲା । ପ୍ରଥମ ପର୍ୟ୍ୟାୟରେ ପ୍ରଥମରୁ ଅଷ୍ଟମ ପର୍ୟ୍ୟନ୍ତ ପିଲାମାନଙ୍କୁ ଏହି ଡାଏରୀ ମିଳିବ । ଯେଉଁଥିରେ ଘରୋଇ ସ୍କୁଲ ଭଳି ପିଲାଙ୍କୁ ହୋମୱାର୍କ ଓ ଶିକ୍ଷକମାନେ କ’ଣ ପଢ଼ାଉଛନ୍ତି ସେ ନେଇ ଉଲ୍ଲେଖ ରହିବ । ଯାହା ଫଳରେ ଅଭିଭାବକମାନେ

‘ପଞ୍ଜାବ ବଚାଓ’ ଟ୍ରେଣ୍ଡରେ ଖଲିସ୍ତାନକୁ କଡା ବାର୍ତ୍ତା; ପାକିସ୍ତାନ ଓ ଆଫଗାନିସ୍ତାନ ଜିତ ତାପରେ ପଞ୍ଜାବ ଆସିବ

ଖଲିସ୍ତାନୀ ନେତା ଅମୃତପାଲ ସିଂହଙ୍କ ହଜାର ହଜାର ସମର୍ଥକ ପଞ୍ଜାବର ଏକ ଥାନା ଉପରେ ଆକ୍ରମଣ କରିବା ପରଠାରୁ ‘ଖଲିସ୍ତାନ’ ପ୍ରସଙ୍ଗ ଦେଶରେ ପୁଣି ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ସୋସିଆଲ ମିଡିଆରେ ଅମୃତପାଲ ସିଂହ ଓ ‘ପଞ୍ଜାବ ବଚାଓ’ ଭଳି ଟ୍ରେଣ୍ଡ ଆରମ୍ଭ ହୋଇଛି। ଏବେ ସୋସିଆଲ ମିଡିଆରେ ଏକ

ସୁଧୁରିନି ତୁର୍କୀ ପରିସ୍ଥିତି, ଛାରକାର ପରେ ଚାଲିଛି ପୁନଃପ୍ରସ୍ତୁତି

ତୁର୍କୀରେ ଭୟଙ୍କର ଭୂକମ୍ପ ସବୁକିଛି ଛାରଖାର କରିଦେବାପରେ ତୁର୍କୀ ଏବେ ନୂଆ ନିର୍ମାଣ ପାଇଁ ପ୍ରସ୍ତୁତ ହେଉଛି। ଭୂକମ୍ପ ଯୋଗୁଁ ଘର ହରାଇ ଦେଇଥିବା ୧୫ ଲକ୍ଷ ଲୋକଙ୍କ ପାଇଁ ଘର ନିର୍ମାଣ ଯୋଜନା ଆରମ୍ଭ ହୋଇଛି। କିନ୍ତୁ ଭୂକମ୍ପର ପ୍ରକୋପ ଏଯାଏଁ ସରିନି। ଶନିବାର ତୁର୍କୀରେ ପୁଣି ୫.୩

ମାର୍ଚ୍ଚରୁ ଅସମ୍ଭାଳ ହେବ ତାତି

ମାର୍ଚ୍ଚରୁ ଅସମ୍ଭାଳ ହେବ ତାତି। ଆସନ୍ତା ୨୮ ତାରିଖରୁ ସାରା ରାଜ୍ୟରେ ବଢ଼ିବ ତାତି। ମାର୍ଚ୍ଚ ୨ ଓ ୩ ତାରିଖ ସୁଦ୍ଧା ଆଭ୍ୟନ୍ତର ଓଡ଼ିଶାରେ ତାପମାତ୍ରା ୪୦ଡିଗ୍ରୀ ପାର କରିବ। ୩ ତାରିଖରେ ରାଜଧାନୀ ତାପମାତ୍ରା ୪୨ ଡିଗ୍ରୀ ଛୁଇଁପାରେ। ଆଗକୁ ପ୍ରଚଣ୍ଡ ତାତି ଆଶଙ୍କାକୁ ନେଇ ଏଭଳି