Odia News Portal
Browsing Tag

latest odia news

ରନ୍ଧନ ଗ୍ୟାସ ଦର ବୃଦ୍ଧିର ପ୍ରତିବାଦରେ ବିଜେଡି ମହିଳା ମୋର୍ଚ୍ଚାଙ୍କ ଆନ୍ଦୋଳନ

ରନ୍ଧନ ଗ୍ୟାସ ଦର ବୃଦ୍ଧିର ପ୍ରତିବାଦରେ ବିଜେଡି ମହିଳା ଜନତା ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ଦିଆଯାଇଛି । ଗ୍ୟାସ ସିଲିଣ୍ଡର ଦର ୫୦ଟଙ୍କା ବୃଦ୍ଧିକୁ ବିଜେଡି ବିରୋଧ କରାଯାଇଛି । ରନ୍ଧନ ଗ୍ୟାସ ଦର ବୃଦ୍ଧିର ପ୍ରତିବାଦରେ କେନ୍ଦ୍ର ସରକାରଙ୍କୁ ବିରୋଧରେ ନାରାବାଜି କରି ରାଜ୍ୟପାଳଙ୍କୁ

‘ବର୍ଡର୍‌-ଗାଭାସ୍କର୍‌ ଟ୍ରଫି’ ୩ୟ ଟେଷ୍ଟ୍‌ ମ୍ୟାଚ୍‌; ଭାରତକୁ ୯ ୱିକେଟ୍‌ରେ ପରାସ୍ତ କଲା ଅଷ୍ଟ୍ରେଲିଆ

ଇନ୍ଦୋରର ହୋଲ୍‌କର୍‌ ଷ୍ଟାଡିୟମ୍‌ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୪ ଶୃଙ୍ଖଳାବିଶିଷ୍ଟ ‘ବର୍ଡର୍‌-ଗାଭାସ୍କର୍‌ ଟ୍ରଫି’ର ୩ୟ ଟେଷ୍ଟ୍‌ ମ୍ୟାଚ୍‌ରେ ଆଜି ଅଷ୍ଟ୍ରେଲିଆ ଭାରତକୁ ୯ ୱିକେଟ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ ଜିଣିବା ଲାଗି ଅଷ୍ଟ୍ରେଲିଆ ମାତ୍ର ୭୬ ରନ୍‌ ଆବଶ୍ୟକ

ଜି-୨୦ ବୈଠକରେ ରୁଷ୍-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ମତଭେଦ, ମିଳିନାହିଁ କୌଣସି ମିଳିତ ବିବୃତି

ଜି-୨୦ ବିଦେଶ ମନ୍ତ୍ରୀଙ୍କ ବୈଠକରେ ଆଜି ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ରୁଷ୍‌-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ତୀବ୍ର ମତଭେଦ ପାଇଁ କୌଣସି ମିଳିତ ବିବୃତି ଜାରି ହୋଇପାରିନି। ଜି-୨୦ ବୈଠକରେ ସମସ୍ତ ସଦସ୍ୟ ରାଷ୍ଟ୍ର ଏବଂ ୧୩ ଅତିଥି ରାଷ୍ଟ୍ର ଅଂଶଗ୍ରହଣ କରିଛନ୍ତି ବୋଲି ବିଦେଶ ବ୍ୟାପାର

ଜଳସେଚନ ଯନ୍ତ୍ରୀଙ୍କ ଘର ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କେବିକେ ଭବାନୀପାଟଣାର କ୍ଷୁଦ୍ର ଜଳସେଚନ ସର୍କଲ୍ ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ କନ୍ଦର୍ପ ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆଜି ତାଙ୍କ ଘର ସମେତ ୮ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ ହୋଇଛି। ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ

ପୁଣି ପଞ୍ଚମ ଥର ପାଇଁ ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ନେଇଫିଉ ରିଓ

ନାଗାଲାଣ୍ଡର ବରିଷ୍ଠ ରାଜନେତା ନେଇଫିଉ ରିଓ ରେକର୍ଡ ପଞ୍ଚମ ଥର ପାଇଁ ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ରିଓ ବରିଷ୍ଠ ନେତା ଏସ୍‌ସି ଜମିରଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଜମିର ଉକ୍ତ ଉତ୍ତରପୂର୍ବ ରାଜ୍ୟରେ ୩ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ରିଓ କଂଗ୍ରେସ ପ୍ରାର୍ଥୀ

ମେଘାଳୟରେ ପୁଣି ବିଜେପି-ଏନ୍‌ପିପି ମେଣ୍ଟ

ବୁଥ୍‌ ବାହୁଡ଼ା ମତ ମେଘାଳୟରେ ଠିକ୍‌ ପ୍ରମାଣିତ ହୋଇଛି। ମେଘାଳୟରେ କୌଣସି ଦଳକୁ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ମିଳିନି। ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମାଙ୍କ ଏନ୍‌ପିପି ୨୬ ଆସନରେ ବିଜୟୀ ହୋଇଛି। ୟୁଡିପି (ୟୁନାଇଟେଡ୍‌ ଡିମୋକ୍ରାଟିକ ପାର୍ଟି) ୧୧ ଆସନରେ ଜିତି ଦ୍ବିତୀୟ ସ୍ଥାନରେ ରହିଛି ।

ନକଲି ଔଷଧର ଉତ୍ତର ପ୍ରଦେଶ ଲିଙ୍କ୍ ଉପରେ କାର୍ଯ୍ୟାନୁଷ୍ଠାନ; ବଡ଼ଧରଣର ରାକେଟର ପର୍ଦ୍ଦାଫାଶ୍‌

ନକଲି ଔଷଧ କାରବାରର ପର୍ଦ୍ଦାଫାସ୍ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଉତ୍ତର ପ୍ରଦେଶ ଲିଙ୍କ୍ ଉପରେ ଠୋସ୍ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଓଡ଼ିଶା ସରକାର ଉତ୍ତର ପ୍ରଦେଶ ସରକାରଙ୍କୁ ଦେଇଥିବା ସୂଚନା ଓ ତଥ୍ୟ ଭିତ୍ତିରେ ଉତ୍ତର ପ୍ରଦେଶ ଷ୍ଟେଟ୍ ଟାକ୍ସ ଫୋର୍ସ

ତ୍ରିପୁରା ଓ ନାଗାଲାଣ୍ଡ୍‌ରେ ପୁଣି ଥରେ ବିଜେପି ସରକାର ଗଠନ

ଦେଶର ତିନି ଉତ୍ତରପୂର୍ବ ରାଜ୍ୟରେ ସଂପନ୍ନ ହୋଇଥିବା ବିଧାନସଭା ନିର୍ବାଚନର ପରିଣାମ ଆଜି ଘୋଷଣା ହୋଇଛି। ତ୍ରିପୁରା ଓ ନାଗାଲାଣ୍ଡ୍‌ରେ ବିଜେପି ପୁଣି ଥରେ ସରକାର ଗଠନ କରିବାକୁ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଅନ୍ୟପକ୍ଷରେ ମେଘାଳୟରେ ଝୁଲା ସ୍ଥିତି ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ

ମୋଦୀ- ମେଲୋନୀ ଦ୍ୱିପାକ୍ଷିକ ଆଲୋଚନା; ପ୍ରଧାନମନ୍ତ୍ରୀଙ୍କୁ ବିଶ୍ବର ସର୍ବାଧିକ ଲୋକପ୍ରିୟ ନେତା କହି ଭୂୟସୀ…

ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କର ପ୍ରଥମ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଏବଂ ତାଙ୍କ ପ୍ରତିନିଧିମଣ୍ଡଳୀକୁ ସ୍ୱାଗତ ଜଣାଇଛନ୍ତି। ମେଲୋନିଙ୍କ ସହିତ ମିଳିତ ପ୍ରେସ ବୈଠକରେ ମୋଦୀ କହିଥିଲେ, ଆଜି ଆମର ଆଲୋଚନା ଅତ୍ୟନ୍ତ ଉପଯୋଗୀ ଓ ଅର୍ଥପୂର୍ଣ୍ଣ

ରାହୁଲ୍‌ଙ୍କ ତୀବ୍ର ସମାଲୋଚନା; ଭାରତୀୟ ଗଣତନ୍ତ୍ରର ମୌଳିକ ଢାଞ୍ଚା ଉପରେ ଆକ୍ରମଣ ଚାଲିଛି

ଆଜି ଇଂଲଣ୍ଡ୍‌ର କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟରେ ବକ୍ତୃତା ଦେବା ବ‌େଳେ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି ଯେ, ଭାରତୀୟ ଗଣତନ୍ତ୍ରର ମୌଳିକ ଢାଞ୍ଚା ଉପରେ ଆକ୍ରମଣ ଚାଲିଛି ଏବଂ ତାଙ୍କ କଥାବାର୍ତ୍ତାକୁ ରେକର୍ଡିଙ୍ଗ୍‌ କରିବା ଲାଗି