ଗିରଫ ହେଲେ କର୍ଣ୍ଣାଟକ ‘ବିଜେପି ବିଧାୟକ’ଙ୍କ ପୁଅ, ନଗଦ ୬ କୋଟି ଟଙ୍କା ଜବତ
ଘରୁ ନଗଦ ୬ କୋଟି ଟଙ୍କା ଜବତ କରିବା ପରେ ଆଜି ସକାଳେ କର୍ଣ୍ଣାଟକ ସରକାରଙ୍କ ଦୁର୍ନୀତି ନିରୋଧୀ ପ୍ରତିଷ୍ଠାନ ‘ଲୋକାୟୁକ୍ତ’ ‘ବିଜେପି’ ବିଧାୟକ ମଣ୍ଡଳ ବିରୁପାକ୍ଷପ୍ପାଙ୍କ ପୁଅଙ୍କୁ ଗିରଫ କରିଛନ୍ତି।
ଗୁରୁବାର ଦିନ ଅଫିସ୍ରେ ୪୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ‘ବିଜେପି’ ବିଧାୟକଙ୍କ!-->!-->!-->…
