Odia News Portal
Browsing Tag

latest odia news

ପ୍ରଦୀପ ଜେନା ହେବେ ମୁଖ୍ୟ ଶାସନ ସଚିବ

୧୯୮୯ ବ୍ୟାଚର ଆଇଏଏସ ଅଫିସର ପ୍ରଦୀପ ଜେନା । ପ୍ରଦୀପ ଜେନା ହେଲେ ନୂଆ ମୁଖ୍ୟ ଶାସନ ସଚିବ । ମାର୍ଚ୍ଚ ୧ ତାରିଖରୁ ଦାୟିତ୍ୱ ଗ୍ରହଣ କରିବେ ପ୍ରଦୀପ ଜେନା ।ବର୍ତ୍ତମାନ ଏସଆରସି ଦାୟିତ୍ୱରେ ଅଛନ୍ତି ପ୍ରଦୀପ ଜେନା । ବର୍ତ୍ତମାନର ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ଫେବ୍ରୁଆରୀ ୨୮ରେ ସରୁଥିବା

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି ଏହି କୁନି ପ୍ରତିଭା

ମାତ୍ର ୨ ବର୍ଷ ୪ ମାସରେ ଅବିଶ୍ବସନୀୟ ସ୍ମରଣଶକ୍ତି ଓ ବୌଦ୍ଧିକ ବିକାଶର ଅଧିକାରୀ ହୋଇ ବିସ୍ମୟ ବାଳକ ପ୍ରିୟାଂଶୁ ବେହେରା ଏବେ ଚର୍ଚ୍ଚାରେ। ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ-୨୦୨୨ରେ ସ୍ଥାନ ପାଇଛନ୍ତି ଏହି ଭୁବନେଶ୍ବର କୁନି ପ୍ରତିଭା। ୨୦୨୦ ସେପ୍ଟେମ୍ବର ୧୦ ତାରିଖରେ ଜନ୍ମିତ ପ୍ରିୟାଂଶୁଙ୍କ

ସମସ୍ତ କଳ୍ପନା ଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପକାଇଲେ ସୋନିଆ, କହିଲେ କେବେ ଅବସର ନେଇ ନାହିଁ କି ନେବି ମଧ୍ୟ ନାହିଁ

ଛତିଶଗଡ଼ର ରାୟପୁରରେ କଂଗ୍ରେସର ୮୫ତମ ମହାଅଧିବେଶନର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଜନୀତିରୁ ସନ୍ନ୍ୟାସ ନେବାକୁ ସଙ୍କେତ ଦେବା ପରେ ଏହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ତେବେ ବର୍ତ୍ତମାନ ଏହି ଚର୍ଚ୍ଚାକୁ ସୋନିଆ ଗାନ୍ଧୀ ଖଣ୍ଡନ କରିଛନ୍ତି। କଂଗ୍ରେସ ମୁଖପାତ୍ର

ଆସିଲା କ୍ରିକେଟର ରାଜଶ୍ରୀଙ୍କ ସୁଇସାଇଡ଼ ନୋଟର ଫିଙ୍ଗର ପ୍ରିଣ୍ଟ ରିପୋର୍ଟ

ମହିଳା କ୍ରିକେଟ ଖେଳାଳି ରାଜଶ୍ରୀ ସ୍ବାଇଁଙ୍କ ସ୍କୁଟି ଡିକିରୁ ଗୁରୁଡ଼ିଝାଟିଆ ଥାନା ପୁଲିସ ଜବତ କରିଥିବା ସୁଇସାଇଡ୍ ନୋଟରେ ରହିଛି ତାଙ୍କ ନିଜର ହସ୍ତାକ୍ଷର। ରାଜଶ୍ରୀ ନିଜେ ସେହି ସୁଇସାଇଡ୍ ନୋଟ୍ ଲେଖିଛନ୍ତି। ସେ ତାଙ୍କ ମୃତ୍ୟୁ ପାଇଁ କୋଚ୍ ଓ ମାଣ୍ଡେଲା ସାରଙ୍କୁ ଦାୟୀ କରିଥିବା ଉଲ୍ଲେଖ

ଜୀବନ ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀଙ୍କ ସର୍ବାଧିକ ଗୁରୁତ୍ୱ

ପ୍ରତିଟି ଜୀବନ ମୂଲ୍ୟବାନ । ଜୀବନ ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ଦେଇ ଆସୁଛନ୍ତି ସର୍ବାଧିକ ଗୁରୁତ୍ବ । ସେଥିପାଇଁ ଏଥର ରାଜ୍ୟ ବଜେଟ୍‌ରେ ସ୍ବାସ୍ଥ୍ୟସେବା କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି । ଜୀବନ ରକ୍ଷା ପାଇଁ ବାହକ ଆମ୍ବୁଲାନ୍ସର ବେଗକୁ ବଢ଼ାଇ ଦିଆଯାଇଛି । କଲ୍ ମିଳିବାର ୨୦

ନାଟୁ ନାଟୁ ଗୀତରେ ଝୁମିଲେ ଦକ୍ଷିଣ କୋରିଆ ଦୂତବାସ କର୍ମଚାରୀ, ଟୁଇଟରେ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

‘ରୌଦ୍ରମ୍‌ ରଣମ୍‌ ରୁଧିରମ୍‌’ (ଆର୍‌ଆର୍‌ଆର୍‌) ଗୀତ ଛନ୍ଦରେ ଦକ୍ଷିଣ କୋରିଆ ଦୂତାବାସ କର୍ମଚାରୀମାନେ ପ୍ରଦର୍ଶନ କରିଥିବା ନୃତ୍ୟର ଭିଡିଓ କ୍ଲିପ୍‌ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୁ ଆସିଛି। ସେମାନଙ୍କର ସମ୍ମିଳିତ ଉଦ୍ୟମକୁ

ଆଦିବାସୀ ବୈଦ୍ୟଙ୍କୁ ଆମେରିକାରୁ ଆସିଛି ଡାକରା

କୋରାପୁଟ ଜିଲା ସେମିଳିଗୁଡ଼ାର ଆଦିବାସୀ ବୈଦ୍ୟଙ୍କୁ ଆମେରିକାରୁ ଆସିଛି ଡାକରା। ୱାଶିଂଟନରେ ଜୈବ ବିବିଧତା ଓ ଜଳବାୟୁ ପରିବର୍ତ୍ତନ ଉପରେ ଉଦ୍‌ବୋଧନ ଦେବାକୁ ତାଙ୍କୁ ଡାକରା ଆସିଥିବା ଜଣାଯାଇଛି। ଅଷ୍ଟମ ପର୍ଯ୍ୟନ୍ତ ପଢ଼ିଥିବା ହରି ପାଠରେ କମ୍‌ ଥିଲେ ମଧ୍ୟ ଔଷଧୀୟ ଗୁଳ୍ମଲତା ଉପରେ

କନେଷ୍ଟବଳଙ୍କୁ ମରଣାନ୍ତକ ଆକ୍ରମଣ

ରାସ୍ତା ଉପରେ ଗାଡି ରଖିବାକୁ ମନା କରିବାକୁ କନେଷ୍ଟବଳକୁ ମାଡ଼ । ଭୁବନେଶ୍ୱର ଭିଏସଏସ୍‌ ନଗର ଏକ ମାଂସ ଦୋକାନ ଆଗରେ ଘଟିଛି ଘଟଣା ।ଖବର ଅନୁଯାୟୀ, ଭିଏସ୍‌ଏସ୍‌ ନଗରରେ ଥିବା ଏକ ମାଂସ ଦୋକାନ ବିବାଦ ଦେଖାଦେଇଥିଲା । ରାସ୍ତା ଉପରେ ଗାଡି ରଖିବାକୁ ମନା କରିଥିଲେ ଭିଏସ୍‌ଏସ୍‌ ନଗର ଫାଣ୍ଡିର

ହିରୋରୁ ହେବେ ଫାଦର, ‘ବାପା ସୁପରମ୍ୟାନ’ରେ ଫେରୁଛନ୍ତି ସିଦ୍ଧାନ୍ତ ମହାପାତ୍ର

ବାପା ଭୂମିକାରେ ଆସୁଛନ୍ତି ସିଦ୍ଧାନ୍ତ ମହାପାତ୍ର। ଏହା ବୋଧେ ପ୍ରଥମ ଥର ପାଇଁ। ସନ୍ତାନର ଭବିଷ୍ୟତ ଉଜ୍ବଳମୟ କରି ଗଢ଼ିତୋଳିବା ପାଇଁ ବିଶେଷ କରି ବାପା ଓ ମା’ଙ୍କର ଭୂମିକା ଥାଏ। ପୁଅଟି ଯୋଗ୍ୟ ଏବଂ ଦକ୍ଷତା ସମ୍ପନ୍ନ ହେବାରେ ଯେ ବାପାଙ୍କ ଭୂମିକା ଅଧିକ ଥାଏ କିଏ ଜାଣୁ କି ନ ଜାଣୁ ତାହା

ଅଭିନୟରୁ ଅବସର ନେବେ ସାଉଥ ଅଭିନେତ୍ରୀ ନୟନତାରା

ସାଉଥର ଲେଡି ସୁପରଷ୍ଟାର ଅଭିନେତ୍ରୀ ନୟନତାରା। ସେ ଆଉ ଅଭିନୟ କରିବେ ନାହିଁ। ସେ ନିଜ ଫ୍ୟାନ୍‌ମାନଙ୍କୁ ଦେଇଛନ୍ତି ଜୋରଦାର ଝଟ୍‌କା। ନୟନତାରା ଅଭିନୟ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏକଥା ଆମେ କହୁନୁ, ସାମ୍ନାକୁ ଆସିଥିବା ଏକ ରିପୋର୍ଟରୁ ଏହା ଜଣାପଡିଛି। ସାଉଥର ଏହି ଲେଡି