Odia News Portal
Browsing Tag

latest odia news

କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ଲିକ୍ ମାମଲା,୪ ଦିନିଆ ରିମାଣ୍ଡରେ ବାବୁରାମ

ଚାନ୍ଦିପୁର ଆଇଟିଆର୍‌ ଗୁପ୍ତ ତଥ୍ୟ ଲିକ୍‌ ମାମଲାରେ ସତ ଉଗାରୁଛି ଅଭିଯୁକ୍ତ ବାବୁରାମ ଦେ । ୪ ଦିନିଆ ରିମାଣ୍ଡରେ ନେଇ ତାକୁ ମାରାଥନ୍‌ ଜେରା କରୁଛି ବାଲେଶ୍ୱର ପୋଲିସ । ଆର୍ଥିକ କାରବାର ଓ ସମ୍ପତ୍ତି ନେଇ ଖୋଳତାଡ ଚାଲିଛି । ପାକିସ୍ତାନୀ ସୁନ୍ଦରୀର ମାୟାଜାଲରେ ପଡ଼ି କ୍ଷେପଣାସ୍ତ୍ର ଘାଟିର

ଶ୍ରେଷ୍ଠ ଖେଳାଳୀ ଦୌଡରେ ଭାରତୀୟ ମହିଳା କ୍ରିକେଟର ରିଚା

ଭାରତୀୟ ୱିକେଟ୍‌ରକ୍ଷକ-ବ୍ୟାଟର ରିଚା ଘୋଷ ଚଳିତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି। ଭାରତ ସେମିଫାଇନାଲ୍‌ରେ ପରାଜୟ ସହ ବିଦାୟ ନେଇଥିଲା ବେଳେ ରିଚା କିନ୍ତୁ ୬୮ ହାରରେ ୧୬୮ ରନ୍‌ କରିଥିଲେ। ଇଂଲଣ୍ଡଠୁ ମାତ୍ର ୫ ରନ୍‌ରେ ଦଳ

ଆସନ୍ତୁ ଜାଣିବା ଏହି ମନ୍ଦିର ବିଷୟରେ କିଛି ଗୁପ୍ତ ତଥ୍ୟ ବିଷୟରେ

କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାଠାରେ ରହିଛି ଗୁପ୍ତେଶ୍ଵର ମହାଦେବ ମନ୍ଦିର। ଏହା ଓଡ଼ିଶାର ଏକ ପ୍ରସିଦ୍ଧ ଶୈବପୀଠ। ଏହା ଜୟପୁର ସହରଠାରୁ ୫୮ ଓ କୋରାପୁଟଠାରୁ ୮୦ କିଲୋମିଟର ଦୂରରେ ଅବସ୍ଥିତ। ପ୍ରାକୃତିକ ଶୋଭାରାଜିରେ ଆଚ୍ଛାଦିତ ଏହି ସ୍ଥଳୀ ଶୀତ ଦିନିଆ ପିକ୍‌ନିକ୍ ପାଇଁ ଏକ ଉତ୍ତମ ସ୍ଥାନ

ଗୃହ ନିର୍ମାଣ ଓ ନିଯୁକ୍ତି ଉପରେ ବଜେଟ ପକାଇବ ସକରାତ୍ମକ ପ୍ରଭାବ

ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ବିଧାନସଭାରେ ଶୁକ୍ରବାର ଉପସ୍ଥାପନ କରିଥିବା ବଜେଟ ୨୦୨୩-୨୪ରେ ଅନେକ ଭଲ ପଦକ୍ଷେପ ନେଇଛନ୍ତି। ବଜେଟରେ ୩୫% ସାମାଜିକ କ୍ଷେତ୍ରକୁ, ୩୪% ଅର୍ଥନୈତିକ କ୍ଷେତ୍ରକୁ ପ୍ରଦାନ କରାଯାଇଛି। ବଜେଟରେ ଭିତ୍ତିଭୂମି ବିକାଶକୁ ଗୁରୁତ୍ବ ଦିଆଯାଇଛି। ଏହା ନିଶ୍ଚିତଭାବରେ ଗୃହ

ଆରମ୍ଭ ହୋଇନି ଗ୍ରୀଷ୍ମ ଋତୁ ହେଲେ ବର୍ଦ୍ଧିତ ତାପମାତ୍ରା ବଢାଉଛି ଶକ୍ତି ସଙ୍କଟ ଆଶଙ୍କା

ଫେବ୍ରୁଆରି ମାସ ଶେଷ ହୋଇ ନଥିଲେ ବି ଭାରତ‌ର ଅନେକ ସ୍ଥାନରେ ତାପମାତ୍ରା ଅସ୍ବାଭାବିକ ଭାବେ ବୃଦ୍ଧି ପାଇବା ଦେଖାଯାଉଛି। ତ‌ାପମାତ୍ରା ବଢ଼ୁଥିବାରୁ ଆଗାମୀ ଦିନରେ ଦେଶରେ ବିଦ୍ୟୁତ୍‌ଶକ୍ତିର ଚାହିଦା ବୃଦ୍ଧି ପାଇବ। ଗ୍ରୀଷ୍ମଋତୁରେ ଏହା ଶକ୍ତିସଙ୍କଟର କାରଣ ହେବ। ଗତ ଜାନୁଆରିରେ ସର୍ବାଧିକ

ମହିଳା ବିଶ୍ୱକପ ଟି-୨୦: ସ୍ଥାନ ବଜାୟ ରଖିବ ଅଷ୍ଟ୍ରେଲିଆ ନା ବାଜି ମାରିନବ ଦକ୍ଷିଣ ଆଫ୍ରିକା

ଆଜି (ରବିବାର) ଚଳିତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଉଦ୍‌ଯାପିତ ହେବ। କିଏ ଏଥର ବିଶ୍ବ ବିଜେତା ହେବ। ଗତଥର ବିଜେତା ଅଷ୍ଟ୍ରେଲିଆ ଟ୍ରଫି ବଜାୟ ରଖିପାରିବ ନା ଆୟୋଜକ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ଲାଗି ଟ୍ରଫି ତୋଳିଧରିବ ତାହା ରବିବାର ଫାଇନାଲ୍‌ ମୁକାବିଲା ପରେ ସ୍ପଷ୍ଟ ହୋଇଯିବ। ତେଣୁ

ମୋଦୀ-ସ୍କଲଜ ଆଲୋଚନା; ବିଶ୍ୱ ଶାନ୍ତି ପାଇଁ ଦୁଇ ରାଷ୍ଟ୍ର ପ୍ରତିଜ୍ଞାବଦ୍ଧ

ଜର୍ମାନ ଚାନ୍ସେଲର ଓଲାଫ ସ୍କଲ୍‌ଜ ଶନିବାର ଦିନ ଭାରତ ପହଞ୍ଚିଛନ୍ତି। ସ୍କଲ୍‌ଜ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ତାଙ୍କ ସହ ବରିଷ୍ଠ ଅଧିକାରୀ ଓ ଉଚ୍ଚସ୍ତରୀୟ ବ୍ୟବସାୟୀ ପ୍ରତିନିଧିମାନେ ମଧ୍ୟ ଆସିଛନ୍ତି। ନୂଆଦିଲ୍ଲୀରେ ପହଞ୍ଚିବାପରେ ସ୍କଲ୍‌ଜଙ୍କୁ ଶନିବାର ଦିନ ରାଷ୍ଟ୍ରପତି

ପରସ୍ପରର ଅତି ନିକଟତର ହେବେ ଦୁଇ ଉଜ୍ଜ୍ୱଳ ଗ୍ରହ ଶୁକ୍ର ଓ ବୃହସ୍ପତି

ଆମ ସୌରଜଗତର ଦୁଇଟି ଉଜ୍ଜ୍ବଳତମ ଗ୍ରହ ହେଉଛନ୍ତି ଶୁକ୍ର ଓ ବୃହସ୍ପତି। ସେମାନେ ଏବେ ମୀନରାଶିରେ ଅବସ୍ଥାନ କରୁଛନ୍ତି। ସଂଧ୍ୟା ଓ ପାହାନ୍ତା ସମୟରେ ଶୁକ୍ରଙ୍କ ପାଖରେ ହଳଦିଆ ଗ୍ରହ ବୃହସ୍ପତିଙ୍କୁ ଦେଖିବାକୁ ମିଳୁଛି। ଫେବ୍ରୁଆରି ପହିଲାରେ ଦୁଇ ଗ୍ରହ ପରସ୍ପରଠାରୁ ୨୯ ଡିଗ୍ରି ଦୂରରେ ରହିଥିବା

ଆବର୍ଜନାରୁ ସମ୍ପଦ ପ୍ରସ୍ତୁତ କରି ‘ମନ୍ କି ବାତରେ’ କେନ୍ଦ୍ରାପଡାର କମଳା

‘ଆବର୍ଜନାରୁ ସମ୍ପଦ’ ହେଉଛି ‘ସ୍ବଚ୍ଛ ଭାରତ ଅଭିଯାନ’ର ଗୋଟାଏ ଗୁରୁତ୍ବପୂର୍ଣ୍ଣ ବୈଶିଷ୍ଟ୍ୟ ବୋଲି ଆଜି ‘ମନ୍‌ କୀ ବାତ୍‌’ର ୯୮ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ବୟଂ ସହାୟକ ‌ସଙ୍ଗଠନ

ଏକ୍ସଆଇଏମ ଅଡିଟୋରିମର ଉଦଘାଟନୀ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଏକ୍ସଆଇଏମ ଅଡିଟୋରିମ ଆଜି ଉଦଘାଟିତ ହୋଇଛି। ଉଦଘାଟନୀ ଉତ୍ସବରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ମୁଖ୍ୟମନ୍ତ୍ରୀ ୟୁନିଭର୍ସିଟି କର୍ମକର୍ତ୍ତାଙ୍କୁ କାର୍ଯ୍ୟକ୍ରମ ପାଇଁ ଧନ୍ୟବାଦ କରିବା ସହ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଠାରେ ବିଭିନ୍ନ ସମ୍ମିଳନୀ,