Odia News Portal
Browsing Tag

latest odia news

ଚୌଦ୍ୱାର ଜେଲରେ ଗୋପାଳର ହାବଭାବକୁ ନେଇ ବଢିଲା ଚର୍ଚ୍ଚା

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସ ଚୌଦ୍ୱାର ଜେଲକୁ ଆସିଛି । ଜେଲରେ ଥିିବା ଗୋପାଳର ବିଭିନ୍ନ କାର୍ଯ୍ୟକଳାପ ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଜେଲର ମୁଖ୍ୟ ଗେଟରେ ପଶିବା ବେଳେ ଗୋପାଳ ହାତ ଯୋଡି ନମସ୍କାର କରିବା ଓ ଗେଟ ଡେଇଁବା ପରେ ମାଟିରେ ମୁଣ୍ଡ ଲଗାଇ ମୁଣ୍ଡିଆ

ଜାଗର ଯାତ୍ରା ପାଇଁ ସ୍ଥିର ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିନିର୍ଘଣ୍ଟ

ଫେବ୍ରୁଆରୀ ୧୮ ତାରିଖରେ ପାଳନ ହେବ ପବିତ୍ର ମହାଜାଗର । ଏଥିପାଇଁ ରାଜଧାନୀର ଲିଙ୍ଗରାଜ ମନ୍ଦିରରେ ଜାଗର ଯାତ୍ରା ପାଇଁ ନୀତିନର୍ଘଣ୍ଟ ସ୍ଥିର ହୋଇସାରିଛି । ରାତି ୧୦ଟାରେ ମହାଦୀପ ଉଠିବା ପାଇଁ ସମୟ ନିର୍ଦ୍ଧାରଣ କରାଯାଇଛି । ଏହା ସହିତ ଅନ୍ୟ ପୂଜାବିଧି ପାଇଁ ମଧ୍ୟ ନୀତିନିର୍ଘଣ୍ଟ ସ୍ଥିର

ପୁଣି ସଙ୍କଟରେ ଶିମିଳିପାଳ,ଜଙ୍ଗଲରେ ଲାଗିଲା ନିଆଁ

ଶିମିଳିପାଳକୁ ବନାଗ୍ନି ସଙ୍କଟ। ହୁତୁ ହୁତୁ ହୋଇ ଜଳୁଛି ଶିମିଳିପାଳ। ଅଭୟାରଣ୍ୟର ଗୋଟିଏ ରେଞ୍ଜରେ ଲାଗିଛି ନିଆଁ। ନିଆଁ ପୁରା ଜଙ୍ଗଲକୁ ବ୍ୟାପିବାରେ ଲାଗିଛି। ରାତିରେ ଶିମିଳିପାଳ ଜଳିବାର ଚିତ୍ର ସାମ୍ନାକୁ ଆସିଛି। ପୋଡାଡିହା ରେଞ୍ଜ ଅଧିନ ଅନନ୍ତପୁର ବିଟ୍‌ ଅଞ୍ଚଳର ଉପର ବାରଡାଙ୍ଗୁଆ,

ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଇମ୍ରାନ କାନଙ୍କ ଗିରଫଦାରୀ ଉପରେ ଲାଗିଲା ଅନ୍ତରୀଣ ରୋକ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଝୁଲୁଥିବା ଗିରଫଦାରୀର ତରବାରି ଆପାତତଃ କିଛି ସମୟ ପାଇଁ ଟଳିଯାଇଛି । ଆତଙ୍କବାଦ ନିରୋଧୀ ଅଦାଲତ (ଏଟିସି) ଇମ୍ରାନ ଖାନଙ୍କ ଅନ୍ତରୀଣ ଜାମିନ ନାମଞ୍ଜୁର କରିବା ପରେ ପାକିସ୍ତାନ ହାଇକୋର୍ଟ ତାଙ୍କୁ ସ୍ବାସ୍ଥ୍ୟଗତ କାରଣରୁ ତାଙ୍କ

ବିଜେଡି ନେତାଙ୍କୁ ସତର୍କ କରାଇଲେ ଚେଲା କୁମାର

ବିଜେଡି ନେତାଙ୍କୁ ସତର୍କ କରାଇଲେ ରାଜ୍ୟ କଂଗ୍ରେସର ପ୍ରଭାରୀ ଚେଲା କୁମାର । ଚେଲା କୁମାର କହିଛନ୍ତି ଯେ, ଆଜି ନବ ଦାସ, କାଲି ଆଉ କିଏ। ବିଜେଡିର ଦ୍ବିତୀୟ ଓ ତୃତୀୟ ଧାଡ଼ିର ନେତାଙ୍କୁ ସତର୍କ କରି ଚେଲା କହିଛନ୍ତି କାହାର ବି ନବ ଦାସଙ୍କ ଭଳି ଅବସ୍ଥା ହୋଇପାରେ । ଯେଉଁ ମାନେ ଦଳରେ ରହି

ପର୍ଯ୍ୟଟକଙ୍କ ପାଇଁ ତାଜମହଲରେ ଦେୟମୁକ୍ତ ପ୍ରବେଶ

ଛୁଟିଦିନରେ ଆପଣ ଯଦି ଆଗ୍ରା ବୁଲିବାର ଯୋଜନା ରଖିଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର ରହିଛି। ମୋଗଲ ସମ୍ରାଟ ଶାହାଜାହାନଙ୍କ ୩୬୮ତମ ପୂର୍ଣ୍ଣତିଥି ଅବସରରେ ଫେବୃଆରି ୧୭ ଓ ୧୯ ତାରିଖରେ ଆଗ୍ରା ତାଜମହଲରେ ପ୍ରବେଶ ମାଗଣାରେ କରିପାରିବେ ପର୍ୟ୍ୟଟକ। ଏହି ଅବସରରେ ପର୍ୟ୍ୟଟକ ତାଜମହଲ ଭିତରେ

ଅବଗତ ନକରାଇ ଜିଓ ମାର୍ଟ ବନ୍ଦ କଲା ଏକ୍ସପ୍ରେସ ସେବା

ଆପଣ ଜିଓ ମାର୍ଟ ମାଧ୍ୟମରେ ସପିଙ୍ଗ କରୁଛନ୍ତି କି ? ଯଦି ହଁ, ତେବେ ଏହି ଖବରଟି ଆପଣଙ୍କୁ ବେଶ ସହାୟକ ହେବ। କାରଣ ରିଲାଏନ୍ସ ରିଟେଲ ଜିଓ ମାର୍ଟ ଶୀଘ୍ର ବିତରଣ ସେବା ‘ଏକ୍ସପ୍ରେସ’ ବନ୍ଦ କରିବାକୁ ଘୋଷଣା କରିଛି । କୌଣସି ଆଗୁଆ ଘୋଷଣା ନକରି ରିଲାଏନ୍ସ ରିଟେଲ ଚୁପଚାପ୍ ଏହାର ଶୀଘ୍ର ବିତରଣ

ନିଆଁରେ ପୋଡିଗଲା ୩୦ ବଖରା ଘର: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

ଆଜି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଥରଖମ୍ବ ଗ୍ରାମରେ ଘଟିଯାଇଛି ଏକ ଭୟାବହ ଅଗ୍ନିକାଣ୍ଡ । ଏହି ନିଆଁର ଧାସରେ ଜଳିଯାଇଛି ୩୦ ବଖରା ଘର । ଅଗ୍ନିକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ ରହିଥିବା ବେଳେ ନିଆଁକୁ ଆୟତ୍ତ କରିବା ପାଇଁ କାମାକ୍ଷାନଗର ଏବଂ ପରଜଙ୍ଗର ୨ଟି ଅଗ୍ନିଶମ ବାହିନୀ

ପୁଣି ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଗୁଣ୍ଡାଗର୍ଦ୍ଦି

ଆଗ ଧମକ ପରେ ମହିଳା ଆଇଆଇସିଙ୍କୁ ଆକ୍ରମଣ । ପୁଣି ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଗୁଣ୍ଡାଗର୍ଦ୍ଦି। ମହିଳା ପୋଲିସଙ୍କୁ ଆକ୍ରମଣ କଲେ ଜୟନାରାୟଣ । ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଘେରାଉ ବେଳେ ଧସ୍ତାଧସ୍ତି ହୋଇଥିଲା । ପୋଲିସ ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ । ପ୍ରଥମେ

ଝାଡଖଣ୍ଡ ପାଲାମୁରେ ସାଂପ୍ରଦାୟିକ ଦଙ୍ଗା

ଆଗକୁ ମହାଶିବରାତ୍ରୀ ଥିବାବେଳେ ଝାଡ଼ଖଣ୍ଡର ପାଲାମୁ ଜିଲ୍ଲାରେ ସାଂପ୍ରଦାୟିକ ଦଙ୍ଗା ଦେଖାଦେଇଛି । ମହାଶିବରାତ୍ରୀ ତୋରଣ ନିର୍ମାଣକୁ ନେଇ ଦୁଇ ସଂପ୍ରଦାୟ ମଧ୍ୟରେ ହିଂସାକାଣ୍ଡ, ପଥରମାଡ଼ ହୋଇଛି । ଏହି ଘଟଣାରେ ୬ ଜଣ ଲୋକ ଆହତ ହୋଇଥିବାର ଖବର ମିଳିଛି ।ସୂଚନାନୁଯାୟୀ ଆସନ୍ତା ଶନିବାର