Odia News Portal
Browsing Tag

latest odia news

କୃଷି ମହୋତ୍ସବ ‘କୃଷି ଓଡ଼ିଶା’ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ତିନି ଦିନିଆ ରାଜ୍ୟ କୃଷି ମହୋତ୍ସବ ’କୃଷି ଓଡ଼ିଶା’ ଆଜିଠାରୁ ଆରମ୍ଭ ହୋଇଛି । ବରମୁଣ୍ଡା ଖେଳ ପଡ଼ିଆରେ ଗଛରେ ପାଣି ଦେଇ ମହୋତ୍ସବକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥର ରାଜ୍ୟ କୃଷି ମହୋତ୍ସବର ଥିମ ହେଉଛି ’କୃଷି ବିକାଶରେ ନୂତନ ଜ୍ଞାନ କୌଶଳ’ । ରାଜ୍ୟର କୋଣ

ଏୟାର ଇଣ୍ଡିଆ ବିମାନ କିଣା ଲାଗି ଐତିହାସିକ ଘୋଷଣା

ସରକାରଙ୍କ ହାତରୁ ଆସି ଟାଟା ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଥିବା ବିମାନ କଂପାନି ଏୟାର ଇଣ୍ଡିଆ ୪୭୦ ବିମାନ କିଣିବା ଲାଗି ଗତକାଲି ଐତିହାସିକ ଘୋଷଣା କରିଥିଲା। ଏହାପୂର୍ବରୁ କୌଣସି ଭାରତୀୟ ଏୟାରଲାଇନ୍ସ ଏଭଳି ବିମାନ କିଣା ଡିଲ୍‌ କରିନଥିଲେ। କୁହାଯାଉଛି ଯେ ଏହି ଡିଲ୍‌ ପାଇଁ ବର୍ଷକ

କଣ ପେଟ୍ରୋଲ ଓ ଡିଜେଲର ଦର ରେ ଲାଗିବ ଜିଏସଟି

ପେଟ୍ରୋଲ ଓ ଡିଜେଲର ଦର ଏବେ ଉଚ୍ଚରେ ରହିଛି । ତୈଳ ଦର ବୃଦ୍ଧିର ପ୍ରଭାବ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଉପରେ ପଡ଼ୁଛି । ତେଣୁ ଏଥିରୁ ଜନସାଧାରଣଙ୍କୁ ମୁକ୍ତି ଦେବାକୁ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ ନେଇ ବିଚାର କରୁଛନ୍ତି । ଏଥିପାଇଁ ତୈଳ ଉପରେ ଦ୍ରବ୍ୟ ଓ ସେବା

ଖାଦ୍ୟ ଅନ୍ୱେଷଣରେ ଗାଁରେ ପଶିଲେ ଏକାବେଳକେ ୮ ସିଂହ

ଗୁଜୁରାଟ ରାମପୁର ଗାଁରେ ରାତିରେ ୮ଟି ସିଂହ ଗାଁ ଭିତରକୁ ପଶିଆସିବା ପରେ ଲୋକଙ୍କ ଭିତରେ କୋକୁଆ ଭୟ ଦେଖାଦେଇଛି । ଘରୁ କେହି ବି ବାହାରୁନଥିବା ଜଣାପଡିଛି ।ସିଂହ ରାତିରେ ଗାଁରେ ପଶି ପଳାଇଥିବାବେଳେ ଲୋକଙ୍କ ମନରୁ କିନ୍ତୁ ଭୟ ଯାଉନି । କୌଣସି ସ୍ଥାନରେ ସିଂହ ଲୁଚି ରହି ଆକ୍ରମଣ କରିବା ଭୟରେ

ହାର୍ଦ୍ଦିକଙ୍କ କ୍ୟାରିୟର ସଫଳତାରେ ହ୍ୟାଟ୍ରିକ

ଭାରତୀୟ କ୍ରିକେଟ ଦଳର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭାଲେଣ୍ଟାଇନ୍ସ ଡେ ଅବସରରେ ପୁଣି ଥରେ ନିଜ ପତ୍ନୀ ନତାଶାଙ୍କୁ ବିବାହ କରି ଚର୍ଚ୍ଚାରେ ରହିଛନ୍ତି। ଲୋକ ଥରେ ବିବାହ କରିବାକୁ ଡରୁଥିବା ବେଳେ ହାର୍ଦ୍ଦିକ ଖୁସି ମନାଇବାକୁ ଦୁଇ ଥର ବିବାହ କରିବା କଥାରୁ ଆପଣ ତାଙ୍କର ଆର୍ଥିକ

ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଗଞ୍ଜାମ ଜିଲ୍ଲା ଗୋପାଳପୁରର ମାଣ୍ଡିଆପଲ୍ଲୀରେ ମଙ୍ଗଳବାର ରାତିରେ ସ୍କର୍ପିଓ ଧକ୍କାରେ ତିନି ଜଣଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି

ଗୁଲମାର୍ଗରେ ସ୍କି ଖେଳିଲେ ରାହୁଲ ଗାନ୍ଧୀ

ଦୁଇଦିନିଆ ବ୍ୟକ୍ତିଗତ ଗସ୍ତରେ ଜାମ୍ମୁ ଓ କାଶ୍ମୀର ଯାଇଥିବା କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀ ବୁଧବାର ଦିନ ଗୁଲ୍ମାର୍ଗର ତୁଷାର ଆବୃତ ଢାଲୁ ଅଞ୍ଚଳରେ ସ୍କି’ ଖେଳିଛନ୍ତି।ଦୁଇ ପାର୍ଶ୍ବରେ ଦୁଇଜଣ ତାଲିମଦାତା ଥାଇ ରାହୁଲ୍ ଗାନ୍ଧୀ ଗୁଲ୍ମାର୍ଗ ସ୍କି’ ରିଜର୍ଟରେ ସ୍କି’ ଖେଳୁଥିବା ବେଳେ

ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁଙ୍କ ଜାମିନ ଖାରଜ

ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ଜାମିନ ଆବେଦନକୁ ଜିଲା ଦୌରାଜଜ ଖାରଜ କରିଛନ୍ତି। ବ୍ଲାକମେଲ କରିବା ଅଭିଯୋଗରେ କମିସନରେଟ ପୁଲିସ ଦମ୍ପତିଙ୍କୁ ଗିରଫ କରିଥିଲା। ତାଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଥିବା ଜଣାପଡ଼ିବା ପରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଘଟଣାର ଖୋଳତାଡ଼

ହଂସିକାଙ୍କ ବୈବାହିକ ଜୀବନ ଉପରେ ବନିବକି ରିଆଲିଟି ଶୋ?

ଗତ ବର୍ଷ ଡିସେମ୍ବର ମାସରେ ଅଭିନେତ୍ରୀ ହଂସିକା ମୋଟଵାନି ଦୀର୍ଘ ଦିନର ପ୍ରେମିକ ସୋହେଲ କାଠୁରିଆଙ୍କୁ ବିବାହ କରିଥିଲେ। ଜୟପୁରର ମୁଣ୍ଡୋତା ଦୁର୍ଗରେ ବର୍ଣ୍ଣାଢ଼୍ୟ ବିବାହ ଉତ୍ସବ ଅନୁଷ୍ଠିତ ହେବା ପରେ ସେ ଘୋଷଣା କରିଥିଲେ ଯେ ତାଙ୍କ ସଂପୂର୍ଣ୍ଣ ବିବାହ ଏକ ରିଆଲିଟି ସୋ ବା ବାସ୍ତବଧର୍ମୀ

ନାଗାଲାଣ୍ଡ ବିଧାନସଭା ନିର୍ବାଚନ; ପାର୍ଥୀଙ୍କ ନାମରେ ବାହାରିଲା ଅପରାଧିକ ମାମଲା

ଆସନ୍ତା ୨୭ ତାରିଖରେ ନାଗାଲାଣ୍ଡ ବିଧାନସଭା ନିର୍ବାଚନ। ମୋଟ୍‌ ୧୮୪ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। ତେବେ ଏଡିଆର ଦ୍ବାରା ୧୮୪ ପ୍ରାର୍ଥୀଙ୍କ ସତ୍ୟପାଠ ଆକଳନ କରି ଏହା ପ୍ରକାଶ କରାଯାଇଛି ଯେ ୧୮୪ ପ୍ରାର୍ଥୀଙ୍କ ମଧ୍ୟରୁ ୭ ଜଣ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଥିବା ଘୋଷଣା