ନମ୍ବର ପ୍ଲେଟକୁ ନେଇ କଡାକଡି ହେଲା ନିୟମ; ଏଥର ଗଣିବେ ତଣ୍ଡ
ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲାଗି ନଥିବା ଗାଡି ମାଲିକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନର ସମୟ ଆସିଛି । ଏଣିକି ଗାଡିରେ ଏଚଏସଆରପି ନମ୍ବର ନଥିଲେ ଗଣିବେ ମୋଟା ଅଙ୍କର ତଣ୍ଡ । ପରିବହନ ବିଭାଗ ତରଫରୁ ଏଭଳି ଗାଡି ଚାଳକମାନଙ୍କ ବିରୋଧରେ ଚାଲାଣ କାଟିବା ଆରମ୍ଭ କରି ସାରିଛି ।
ମିଳିଥିବା!-->!-->!-->…
