ବିଏସ୍ଏନ୍ଏଲ୍-ଏମ୍ଟିଏନ୍ଏଲ୍ ମିଶ୍ରଣ ଉଦ୍ୟମ ଜାରି
ଦୁଇ ସରକାରୀ ଟେଲିକମ୍ କଂପାନି ବିଏସ୍ଏନ୍ଏଲ ଓ ଏମ୍ଟିଏନ୍ଏଲ୍ ମଧ୍ୟରେ ମିଶ୍ରଣ ଲାଗି କେନ୍ଦ୍ର ସରକାର ପୁଣି ଥରେ ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ଅଡିଟ୍ ଓ କନ୍ସଲ୍ଟିଂ ସଂସ୍ଥା ଡେଲଏଟ୍କୁ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି। ଏହି ଦୁଇ ସଂସ୍ଥା ମଧ୍ୟରେ ମିଶ୍ରଣ ଲାଗି ପୂର୍ବରୁ!-->…
