Odia News Portal
Browsing Tag

latest odia news

ଆଜିଠାରୁ ଦୁଇ ଦିନିଆ ବରିଷ୍ଠ ଅଧିକାରୀଙ୍କ ସମ୍ମିଳନୀ, ଗୁରୁମନ୍ତ୍ର ଦେବେ ନବୀନ

ଆଜିଠାରୁ ଦୁଇ ଦିନିଆ ବରିଷ୍ଠ ଅଧିକାରୀଙ୍କ ସମ୍ମିଳନୀ । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କିପରି କାର୍ଯ୍ୟକାରୀ ହେଉଛି ସରକାରୀ ଯୋଜନା । ଭବିଷ୍ୟତ ରୋଡ୍‌ ମ୍ୟାପ୍‌ କଣ ରହିବ । ଏକାଠି ହେବେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ସବୁ ଜିଲ୍ଲାର ଜିଲ୍ଲାପାଳ । ପ୍ରଶାସନକୁ ସକ୍ରିୟ, ସ୍ୱଚ୍ଛ,

ଗୋପାଳ ଦାସ ବାବଦରେ ସାମ୍ନା କୁ ଆସିଛି ନୂଆ ତଥ୍ୟ: ଗୋପାଳ ସାର୍ପ ସୁଟର

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ବାବଦରେ କ୍ରାଇମବ୍ରାଞ୍ଚ ଦିନକୁ ଦିନ ନୂଆ ନୂଆ ତଥ୍ୟର ସାମ୍ନା କରୁଛି । ଗୋପାଳ ସାର୍ପ ସୁଟର ଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି । ତେଣୁ ମନ୍ତ୍ରୀଙ୍କୁ ସଠିକ୍ ଗୁଳିମାଡ଼ କରି ଜୀବନ ନେଇଯାଇଥିଲା ଗୋପାଳ ।

ଦୁଇଦିନିଆ ଜିଲ୍ଲାପାଳ ସମ୍ମିଳନୀ ୧୪ରୁ ଅଧିକ ଲୋକାଭିମୁଖୀ ପ୍ରଶାସନ ପାଇଁ ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ

ଦିନକ ପରେ ଅନୁଷ୍ଠିତ ହେବ ଦୁଇଦିନିଆ ଜିଲ୍ଲାପାଳ ସମ୍ମିଳନୀ । ଏଥିରେ ରାଜ୍ୟର ବରିଷ୍ଠ ଅଧିକାରୀମାନେ ଯୋଗଦାନକରିବେ । ସଚିବମାନେ ନିଜ ବିଭାଗର ଫ୍ଲାଗସିପ୍ କାର୍ଯ୍ୟକ୍ରମ ଏବଂ ଭବିଷ୍ୟତ ଯୋଜନା ବାବଦରେ ପ୍ରେଜେଣ୍ଟେସନ ରଖିବେ । ପ୍ରଶାସନକୁ ସ୍ୱଚ୍ଛ ଓ ପ୍ରଭାବଶାଳୀ ଢଙ୍ଗରେ ଲୋକଙ୍କ ପାଖରେ

କେନ୍ଦୁଝରରେ ଉନ୍ନତମାନର ଚିକିତ୍ସା ସୁବିଧା ମିଳିପାରିବ: ମୁଖ୍ୟମନ୍ତ୍ରୀ

କେନ୍ଦୁଝରରେ ମେଡିକାଲ କଲେଜ ସହ ଏକ କ୍ୟାନସର ଚିକିତ୍ସା କେନ୍ଦ୍ର ଓ ନର୍ସିଂ କଲେଜ ପାଇଁ ଭିତ୍ତିଭୂମି ଦିଆଯାଇଛି ଏବଂ ଏହା ଖୁବଶୀଘ୍ର ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦୁଝର ଗସ୍ତ କରି ସେଠାରେ ନବନିର୍ମିତ ଧରଣୀଧର ମେଡିକାଲ କଲେଜ ଓ ହସ୍‌ପିଟାଲ ଲୋକାର୍ପଣ କରିବା ପରେ

ବରିଷ୍ଠ ବିଜେଡି ନେତା ରବି ନାରାୟଣ ନନ୍ଦ ଅସୁସ୍ଥ

ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବି ନାରାୟଣ ନନ୍ଦ ଅସୁସ୍ଥ ହୋଇଛନ୍ତି। ତାଙ୍କୁ ପ୍ରଥମେ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପରେ ବିଶାଖାପାଟଣାସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ

ହୁ ହୁ ହୋଇ ଜଳିଯାଉଛି ଜଙ୍ଗଲ

 ହୁ ହୁ ହୋଇ ଜଳିଯାଉଛି ଜଙ୍ଗଲ। ଜଳୁଛି ରାଜଧାନୀ ଉପକଣ୍ଠ ଘାଟିକିଆ ଜଙ୍ଗଲ। ନିଆଁରେ ୨ ଏକର ପରିମିତ ଜଙ୍ଗଲ ପୋଡି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡରେ ୧୦ ରୁ ଉର୍ଦ୍ଧ୍ବ ବଡ଼ବଡ଼ ଆମ୍ବ ଗଛ ପୋଡି ପାଉଁଶ ହୋଇଯାଇଛଇ। ଆମ୍ବ ଗଛ ସହ ବାଉଁଶ ବୁଦାରେ ନିଆଁ ଲାଗିଛି। ଖବର ପାଇ ଅଗ୍ନିଶମ

ବକ୍ସ ଅଫିସରେ ସବୁ ରେକର୍ଡ ଭାଙ୍ଗୁଛି ପଠାନ୍, ୧୯ ଦିନ ରେ ଗ୍ରସ୍ ଭାଲ୍ୟୁ ୯୦୦ କୋଟିରୁ ଅଧିକ

କିଙ୍ଗ୍ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପଠାନ୍’କୁ ରିଲିଜ୍ ହେବାର ୧୯ ଦିନ ହୋଇଗଲାଣି। ହେଲେ ବି ଫିଲ୍ମଟି ବକ୍ସ ଅଫିସରେ ଧମାକା କରି ଚାଲିଛି । ଫ୍ୟାନ୍ସମାନଙ୍କ ମଧ୍ୟରେ ଏହାର କ୍ରେଜ ଏବେବି ସରିନି । ବିଶ୍ବ ସ୍ତରରେ ସିନେମାଟି ୯୦୦ କୋଟି ଟଙ୍କା ଆୟ କରି ସାରିଥିବା ବେଳେ ଭାରତରେ

ପୁଣି ଆଉ ଏକ ଦନ୍ତା ହାତୀର ମୃତ୍ୟୁ

 ଆଠଗଡ ବନଖଣ୍ଡ ଅନ୍ତର୍ଗତ ଆଠଗଡ ବନାଞ୍ଚଳର ଖୁଣ୍ଟକଟା ପଞ୍ଚାୟତ ଅଧିନସ୍ଥ ନୂଆବନ୍ଧ ଗ୍ରାମର ନୂଆତଇଲା କାଜୁ ଜଙ୍ଗଲରୁ ସୋମବାର ସକାଳେ ଏକ ଦନ୍ତା ହାତୀର ମୃତଦେହ ଠାବ କରାଯାଇଛି । ପ୍ରାୟ ୨୦ ବର୍ଷ ବୟସ୍କ ଦନ୍ତା ହାତୀଟିର ଶୁଣ୍ଢର ଗୋଟିଏ ସ୍ଥାନରେ ଏକ ଗଭୀର କ୍ଷତ ରହିଥିଲେ ମଧ୍ୟ ମୃତ୍ୟୁର

‘ଥ୍ୟାଙ୍କ ୟୁ ଇଣ୍ଡିଆ’ ; ଟୁଇଟରେ କୃତଜ୍ଞତା ଜଣାଇଲେ ତୁର୍କୀ ରାଷ୍ଟ୍ରଦୂତ ସୁନେଲ

ଭୂମିକମ୍ପ ପ୍ରପୀଡ଼ିତ ତୁର୍କୀ ଦେଶକୁ ରିଲିଫ୍ ସାମଗ୍ରୀ ପଠାଇଥିବାରୁ ଆଜି ଭାରତସ୍ଥିତ ତୁର୍କୀର ରାଷ୍ଟ୍ରଦୂତ ଫିରାତ୍ ସୁନେଲ୍ ଭାରତ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି।ସାମାଜିକ ଗଣମାଧ୍ୟମ ‘ଟୁଇଟର୍’ରେ ସୁନେଲ୍ ଲେଖିଛନ୍ତି: ଭାରତବାସୀଙ୍କ ତରଫରୁ ଆଉ ଗୋଟାଏ ବ୍ୟାଚ୍ ଜରୁରୀକାଳୀନ ସହାୟତା

ସ୍ୱାସ୍ଥ୍ୟବିତମାନଙ୍କ ମତରେ ଅତ୍ୟଧିକ ଲୁଣ ସେବନ ଦୁଃଶ୍ଚିନ୍ତାର କାରଣ

ବର୍ତ୍ତମାନ କର୍ମବ୍ୟସ୍ତତା ହେଉ ଅଥବା ପରିବର୍ତ୍ତନଶୀଳ ଜୀବନଶୈଳୀ କାରଣରୁ ଅଧିକାଂଶ ମାନସିକ ଦୁଃଶ୍ଚିନ୍ତାର ରହିଥାଆନ୍ତି । ନିଜର ଖାଦ୍ୟପେୟ ଓ କାର୍ୟ୍ୟକଳାପ ମସ୍ତିଷ୍କ ଉପରେ ଅନେକ ପ୍ରଭାବ ପକାଇଥାଏ । ତେବେ ବିଶେଷ କରି କାମର ଅଧିକ ପ୍ରଭାବ, ପାରିବାରିକ ସମସ୍ୟା ଓ ଦାୟିତ୍ୱ କାରଣରୁ ସଭିଏଁ