Odia News Portal
Browsing Tag

latest odia news

ବାସ୍ତବ ପ୍ରସଙ୍ଗରୁ ନଜର ହଟାଇବାକୁ ବିଜେପିର ଆନ୍ଦୋଳନ: ବିଜେଡି

 ଓଡିଶା ବିଜେପିର ଏହି ଆନ୍ଦୋଳନ କେବଳ ଓଡିଶାର ବାସ୍ତବ ପ୍ରସଙ୍ଗରୁ ଲୋକଙ୍କ ନଜର ହଟାଇବାକୁ ଆଉ ଏକ ଦୁର୍ବଳ ପ୍ରୟାସ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଗୌତମ ବୁଦ୍ଧ ଦାଶ ।ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀ ଦାଶ କହିଛନ୍ତି ଯେ କେନ୍ଦ୍ର ଦ୍ୱାରା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ

ଫିଲିପାଇନ୍ସର ନିଃସଙ୍ଗ କର୍ମଚାରୀଙ୍କୁ ମିଳିଲା ‘ଭାଲେଣ୍ଟାଇନ୍ସ୍ ଡେ’ର ଉପହାର

ଫିଲିପ୍ପିନ୍‌ସ୍‌ର କ୍ବେଜନ୍ ପ୍ରଦେଶ ଅନ୍ତର୍ଗତ ଜେନେରାଲ୍ ଲୁନା ନଗରୀର ଜଣେ ଆଜୀବନ ଅବିବାହିତ ମେୟର୍ ଟାଉନ୍ ହଲ୍‌ରେ କାର୍ଯ୍ୟରତ ନିଃସଙ୍ଗ କର୍ମଚାରୀଙ୍କ ପାଇଁ ମଙ୍ଗଳବାର ଦିନ ‘ଭାଲେଣ୍ଟାଇନ୍ସ୍ ଡେ’ ଅବସରରେ ବୋନସ୍ ଦେଇଛନ୍ତି।୫ ବର୍ଷରୁ ଅଧିକ କାଳ ଧରି ନିଃସଙ୍ଗ ଥିବା କର୍ମଚାରୀମାନଙ୍କୁ

କୋଭିଡ-୧୯ : ୨୪ ଘଣ୍ଟାରେ ୧୦୨ ସଂକ୍ରମଣ

ଆଜି ଦେଶରେ ଦୈନିକ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୧୦୦ ଉପରେ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୨୩ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା

ରଖିଲେ ମାଆ ମାରିବ କିଏ?

ଯେତେବେଳେ ମାଆର ପଣତ ସାଥିରେ ଥାଏ ସେତେବେଳେ ସ୍ୱୟଂ ଯମ ବି ବିଫଳ ହୁଅନ୍ତି । ଆଉ ଏତ ଛାର ବାଘ । ଏଭଳି ଏକ ଦୁଃସାହାସିକ ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ବିଜ୍ନୋର୍ ଜିଲ୍ଲାରେ, ଜଣେ ମହିଳା ତାଙ୍କ ୧୦ ବର୍ଷିୟ ପୁଅକୁ କଲରାପତ୍ରିଆ ବାଘ ସହିତ ଲଢ଼େଇ କରି ରକ୍ଷା କରିଛନ୍ତି।ଘଟଣାଟି

ନ୍ୟୁଜଲାଣ୍ଡରେ ପ୍ରକୃତିର ତାଣ୍ଡବ: ବାତ୍ୟା ଉପରେ ଭୂମିକମ୍ପ

ବାତ୍ୟାର ବିଭୀଷିକାରେ ବେହାଲ୍ ନ୍ୟୁଜିଲାଣ୍ଡରେ ଏବେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ରାଜଧାନୀ ୱେଲିଂଟନ ନିକଟସ୍ଥ ଲୋୟେର ହଟ୍ରୁ ୭୮ କିମି ଦୂର ଉତ୍ତର-ପଶ୍ଚିମ ଦିଗରେ ଭୂମିକମ୍ପ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୬.୧ ରେକର୍ଡ଼ କରାଯାଇଛି। ତେବେ ୪୮ କିମି ଗଭୀରରୁ

ଦିଲ୍ଲୀରେ ପୁଣି ହେଲା ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି

ଶ୍ରଦ୍ଧା ୱାକରଙ୍କ ପରେ ବର୍ତ୍ତମାନ ନିକ୍କି ଯାଦବ ହତ୍ୟା ମାମଲା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଆଜି ଦ୍ୱାରକା କୋର୍ଟରେ ହାଜର କରାଯାଇଥିଲା। ଏହା ପରେ କୋର୍ଟ ଅଭିଯୁକ୍ତ ସାହିଲଙ୍କୁ ୫ଦିନିଆ ରିମାଣ୍ଡରେ ପଠାଇଥିଲେ। ସାହିଲ ନାମକ ଜଣେ ବ୍ୟକ୍ତି

ଆସିଲା ପୋଲିସଙ୍କ ପାଇଁ ନୂଆ ଗାଇଡଲାଇନ

ନବ ଦାସଙ୍କୁ ହତ୍ୟା ପରେ ପୋଲିସର ତତ୍ପରତା । ଭୁବନେଶ୍ୱର ଅର୍ବାନ ପୋଲିସ ଡିଷ୍ଟ୍ରିକ୍ଟ ବା ୟୁପିଡିରେ ଫିଟନେସ୍‌ ଚିନ୍ତା । ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ୭ସୂତ୍ରୀ ନିର୍ଦ୍ଦେଶାବଳୀ ଜାରି କରିଛି କମିଶନରେଟ ପୋଲିସ । ଆଇନ ଶୃଙ୍ଖଳା ବିଭାଗରେ କାର୍ଯ୍ୟରତ ଥିବା ପୋଲିସ କର୍ମଚାରୀଙ୍କ

ଘୋଷିତ ହେଲା ମହିଳା ଆଇପିଏଲର ଖେଳସୂଚୀ : ମାର୍ଚ୍ଚ ୪ରେ ହେବ ଶୁଭାରମ୍ଭ

ମହିଳା ଆଇପିଏଲର ପ୍ରଥମ ସଂସ୍କରଣ ମାର୍ଚ୍ଚ ୪ରୁ ୨୬ ପର୍ଯ୍ୟନ୍ତ ଚାଲିବ। ଏଥିରେ ୫ଟି ଦଳ ଭାଗନେବେ। ମୁମ୍ବଇର ୨ଟି ଷ୍ଟାଡିୟମ୍‌ରେ ମୋଟ ୨୨ଟି ମ୍ୟାଚ୍ ଖେଳାଯିବ। ମହିଳା ଆଇପିଏଲର ଉଦ୍ଘାଟନୀ ସଂସ୍କରଣର ଖେଳାଳି ନିଲାମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହାର ଦିନକ ପରେ ମଙ୍ଗଳବାର ଏହି

କ୍ଵାଟରରୁ ମହିଳା କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ ଟାଉନ ଥାନା କାର୍ଯ୍ୟରତ ମହିଳା କନଷ୍ଟେବଳ ସୁନିତା ନାୟକଙ୍କ ଝୁଲନ୍ତା ମୃତ ଶରୀର ରିଜର୍ଭ ଲାଇନ ପୋଲିସ କ୍ଵାଟରରୁ ଉଦ୍ଧାର ହୋଇଛି। ସୁନିତାଙ୍କ ସ୍ୱାମୀ ଗଣେଶ୍ୱର ନାୟକ ରିଜର୍ଭ ପୋଲିସରେ କାର୍ଯ୍ୟରତ ଅଛନ୍ତି। ସୂଚନା ଅନୁସାରେ ଗତକାଲି ସେମାନଙ୍କ ମଧ୍ୟରେ କୌଣସି କାରଣରୁ

ଗୋଦାବରୀ ଏକ୍ସପ୍ରେସ ଦୁର୍ଘଟଣା:୬ଟି ବଗି ଲାଇନଚ୍ୟୁତ

ତେଲେଙ୍ଗାନାର ବିବିନଗରରେ ବୁଧବାର ସକାଳେ ରେଳ ଦୁର୍ଘଟଣା ହୋଇଥିବା ନେଇ ଖବର ମିଳିଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ତେଲେଙ୍ଗାନାର ସିକନ୍ଦରାବାଦ ଯାଉଥିବା ଗୋଦାବରୀ ଏକ୍ସପ୍ରେସର ଛଅଟି ବଗି ଲାଇନଚ୍ୟୁତ ହୋଇଛି। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କୌଣସି ବ୍ୟକ୍ତି ବିଶେଷଙ୍କର କିଛି କ୍ଷତି