Odia News Portal
Browsing Tag

latest odia news

ବିଜେଡି ନେତାଙ୍କୁ ସତର୍କ କରାଇଲେ ଚେଲା କୁମାର

ବିଜେଡି ନେତାଙ୍କୁ ସତର୍କ କରାଇଲେ ରାଜ୍ୟ କଂଗ୍ରେସର ପ୍ରଭାରୀ ଚେଲା କୁମାର । ଚେଲା କୁମାର କହିଛନ୍ତି ଯେ, ଆଜି ନବ ଦାସ, କାଲି ଆଉ କିଏ। ବିଜେଡିର ଦ୍ବିତୀୟ ଓ ତୃତୀୟ ଧାଡ଼ିର ନେତାଙ୍କୁ ସତର୍କ କରି ଚେଲା କହିଛନ୍ତି କାହାର ବି ନବ ଦାସଙ୍କ ଭଳି ଅବସ୍ଥା ହୋଇପାରେ । ଯେଉଁ ମାନେ ଦଳରେ ରହି…

ପର୍ଯ୍ୟଟକଙ୍କ ପାଇଁ ତାଜମହଲରେ ଦେୟମୁକ୍ତ ପ୍ରବେଶ

ଛୁଟିଦିନରେ ଆପଣ ଯଦି ଆଗ୍ରା ବୁଲିବାର ଯୋଜନା ରଖିଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର ରହିଛି। ମୋଗଲ ସମ୍ରାଟ ଶାହାଜାହାନଙ୍କ ୩୬୮ତମ ପୂର୍ଣ୍ଣତିଥି ଅବସରରେ ଫେବୃଆରି ୧୭ ଓ ୧୯ ତାରିଖରେ ଆଗ୍ରା ତାଜମହଲରେ ପ୍ରବେଶ ମାଗଣାରେ କରିପାରିବେ ପର୍ୟ୍ୟଟକ। ଏହି ଅବସରରେ ପର୍ୟ୍ୟଟକ ତାଜମହଲ ଭିତରେ…

ଅବଗତ ନକରାଇ ଜିଓ ମାର୍ଟ ବନ୍ଦ କଲା ଏକ୍ସପ୍ରେସ ସେବା

ଆପଣ ଜିଓ ମାର୍ଟ ମାଧ୍ୟମରେ ସପିଙ୍ଗ କରୁଛନ୍ତି କି ? ଯଦି ହଁ, ତେବେ ଏହି ଖବରଟି ଆପଣଙ୍କୁ ବେଶ ସହାୟକ ହେବ। କାରଣ ରିଲାଏନ୍ସ ରିଟେଲ ଜିଓ ମାର୍ଟ ଶୀଘ୍ର ବିତରଣ ସେବା ‘ଏକ୍ସପ୍ରେସ’ ବନ୍ଦ କରିବାକୁ ଘୋଷଣା କରିଛି । କୌଣସି ଆଗୁଆ ଘୋଷଣା ନକରି ରିଲାଏନ୍ସ ରିଟେଲ ଚୁପଚାପ୍ ଏହାର ଶୀଘ୍ର ବିତରଣ…

ନିଆଁରେ ପୋଡିଗଲା ୩୦ ବଖରା ଘର: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

ଆଜି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଥରଖମ୍ବ ଗ୍ରାମରେ ଘଟିଯାଇଛି ଏକ ଭୟାବହ ଅଗ୍ନିକାଣ୍ଡ । ଏହି ନିଆଁର ଧାସରେ ଜଳିଯାଇଛି ୩୦ ବଖରା ଘର । ଅଗ୍ନିକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ ରହିଥିବା ବେଳେ ନିଆଁକୁ ଆୟତ୍ତ କରିବା ପାଇଁ କାମାକ୍ଷାନଗର ଏବଂ ପରଜଙ୍ଗର ୨ଟି ଅଗ୍ନିଶମ ବାହିନୀ…

ପୁଣି ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଗୁଣ୍ଡାଗର୍ଦ୍ଦି

ଆଗ ଧମକ ପରେ ମହିଳା ଆଇଆଇସିଙ୍କୁ ଆକ୍ରମଣ । ପୁଣି ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଗୁଣ୍ଡାଗର୍ଦ୍ଦି। ମହିଳା ପୋଲିସଙ୍କୁ ଆକ୍ରମଣ କଲେ ଜୟନାରାୟଣ । ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଘେରାଉ ବେଳେ ଧସ୍ତାଧସ୍ତି ହୋଇଥିଲା । ପୋଲିସ ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ । ପ୍ରଥମେ…

ଝାଡଖଣ୍ଡ ପାଲାମୁରେ ସାଂପ୍ରଦାୟିକ ଦଙ୍ଗା

ଆଗକୁ ମହାଶିବରାତ୍ରୀ ଥିବାବେଳେ ଝାଡ଼ଖଣ୍ଡର ପାଲାମୁ ଜିଲ୍ଲାରେ ସାଂପ୍ରଦାୟିକ ଦଙ୍ଗା ଦେଖାଦେଇଛି । ମହାଶିବରାତ୍ରୀ ତୋରଣ ନିର୍ମାଣକୁ ନେଇ ଦୁଇ ସଂପ୍ରଦାୟ ମଧ୍ୟରେ ହିଂସାକାଣ୍ଡ, ପଥରମାଡ଼ ହୋଇଛି । ଏହି ଘଟଣାରେ ୬ ଜଣ ଲୋକ ଆହତ ହୋଇଥିବାର ଖବର ମିଳିଛି ।ସୂଚନାନୁଯାୟୀ ଆସନ୍ତା ଶନିବାର…

ନମ୍ବର ପ୍ଲେଟକୁ ନେଇ କଡାକଡି ହେଲା ନିୟମ; ଏଥର ଗଣିବେ ତଣ୍ଡ

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲାଗି ନଥିବା ଗାଡି ମାଲିକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନର ସମୟ ଆସିଛି । ଏଣିକି ଗାଡିରେ ଏଚଏସଆରପି ନମ୍ବର ନଥିଲେ ଗଣିବେ ମୋଟା ଅଙ୍କର ତଣ୍ଡ । ପରିବହନ ବିଭାଗ ତରଫରୁ ଏଭଳି ଗାଡି ଚାଳକମାନଙ୍କ ବିରୋଧରେ ଚାଲାଣ କାଟିବା ଆରମ୍ଭ କରି ସାରିଛି । ମିଳିଥିବା…

ବାସ୍ତବ ପ୍ରସଙ୍ଗରୁ ନଜର ହଟାଇବାକୁ ବିଜେପିର ଆନ୍ଦୋଳନ: ବିଜେଡି

 ଓଡିଶା ବିଜେପିର ଏହି ଆନ୍ଦୋଳନ କେବଳ ଓଡିଶାର ବାସ୍ତବ ପ୍ରସଙ୍ଗରୁ ଲୋକଙ୍କ ନଜର ହଟାଇବାକୁ ଆଉ ଏକ ଦୁର୍ବଳ ପ୍ରୟାସ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଗୌତମ ବୁଦ୍ଧ ଦାଶ ।ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀ ଦାଶ କହିଛନ୍ତି ଯେ କେନ୍ଦ୍ର ଦ୍ୱାରା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ…

ଫିଲିପାଇନ୍ସର ନିଃସଙ୍ଗ କର୍ମଚାରୀଙ୍କୁ ମିଳିଲା ‘ଭାଲେଣ୍ଟାଇନ୍ସ୍ ଡେ’ର ଉପହାର

ଫିଲିପ୍ପିନ୍‌ସ୍‌ର କ୍ବେଜନ୍ ପ୍ରଦେଶ ଅନ୍ତର୍ଗତ ଜେନେରାଲ୍ ଲୁନା ନଗରୀର ଜଣେ ଆଜୀବନ ଅବିବାହିତ ମେୟର୍ ଟାଉନ୍ ହଲ୍‌ରେ କାର୍ଯ୍ୟରତ ନିଃସଙ୍ଗ କର୍ମଚାରୀଙ୍କ ପାଇଁ ମଙ୍ଗଳବାର ଦିନ ‘ଭାଲେଣ୍ଟାଇନ୍ସ୍ ଡେ’ ଅବସରରେ ବୋନସ୍ ଦେଇଛନ୍ତି।୫ ବର୍ଷରୁ ଅଧିକ କାଳ ଧରି ନିଃସଙ୍ଗ ଥିବା କର୍ମଚାରୀମାନଙ୍କୁ…

କୋଭିଡ-୧୯ : ୨୪ ଘଣ୍ଟାରେ ୧୦୨ ସଂକ୍ରମଣ

ଆଜି ଦେଶରେ ଦୈନିକ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୧୦୦ ଉପରେ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୨୩ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା…