ନାଗାଲାଣ୍ଡ ବିଧାନସଭା ନିର୍ବାଚନ; ପାର୍ଥୀଙ୍କ ନାମରେ ବାହାରିଲା ଅପରାଧିକ ମାମଲା
ଆସନ୍ତା ୨୭ ତାରିଖରେ ନାଗାଲାଣ୍ଡ ବିଧାନସଭା ନିର୍ବାଚନ। ମୋଟ୍ ୧୮୪ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। ତେବେ ଏଡିଆର ଦ୍ବାରା ୧୮୪ ପ୍ରାର୍ଥୀଙ୍କ ସତ୍ୟପାଠ ଆକଳନ କରି ଏହା ପ୍ରକାଶ କରାଯାଇଛି ଯେ ୧୮୪ ପ୍ରାର୍ଥୀଙ୍କ ମଧ୍ୟରୁ ୭ ଜଣ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଥିବା ଘୋଷଣା!-->…
